Sign in
Sign in
Recover your password.
A password will be e-mailed to you.
ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତର-ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୬ ତାରିଖରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା…
ରାଜ୍ୟ ବାହାର ରୋଗୀଙ୍କୁ ରକ୍ତ ଯୋଗାଇବାରେ ସକ୍ଷମ ହେଲେ ପ୍ରଦ୍ୟୁମ୍ନ
ବରଗଡ :- ବରଗଡ଼ ଜିଲ୍ଲାର ଜଣେ ରୋଗୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଯିଏକି ସୁଦୂର ଭେଲୋର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ରେ ଚିକିତ୍ସିତ ହେଉଥିଲେ । ତାଙ୍କୁ AB ପୋଜିଟିଭ ର ଚାରିଟି ୟୁନିଟ ରକ୍ତର ଅତ୍ୟନ୍ତ ଆବଶ୍ୟକ ପଡିଥିଲା । ଅନେକ ଖୋଜାଖୋଜି କରି ରକ୍ତ ନ ପାଇବାରୁ ରୋଗୀ ସହିତ ଥିବା…
ହକି ଅଲିମ୍ପିଆନ ଅମିତ ରୋହିତଦାସ ପୂର୍ବତଟ ରେଳପଥରେ ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ଯୋଗଦେଲେ
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି | ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର…
୧୦ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ମହାସଂଘ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ସଭାପତି ଅଚ୍ୟୁତ ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ୧୦ ଦଫା…
ଲୋଇସିଂହା : ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ଲୋଇସିଂହା (ସନ୍ତୋଷ କୁମାର ଠାକୁର ): ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ସୂଚନା ମୁତାବକ ଗତ ଅଗଷ୍ଟ ୨୯ ତାରିଖରେ ରାଜୀବଭବନ ଠାରେ ଶ୍ରୀ ସୁଧାଂଶୁଶେଖର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ…
ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର - କେରାପୁଟ ଜିଲ୍ଲାରେ କଂଗ୍ରେସରେ ମତଭେଦ ଦୂରପରେ ପୁନର୍ବାର ଗଣମାଧ୍ୟମରେ ବିବୃତି ପ୍ରଦାନ କରିଥିବାରୁ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଶ୍ରୀ…
ଦି ଟାଇମ୍ସ ହାଇଅର ଏଜୁକେସନ୍ ରାଙ୍କିଙ୍ଗ ୨୦୨୨: ବିଶ୍ୱ ରାଙ୍କିଙ୍ଗ ରେ ଉପରକୁ ଉଠିଲା କିଟ୍ , ଓଡିଶାରେ ପ୍ରଥମ
ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟର ରାଙ୍କ। ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ଅତ୍ୟଧିକ ଭଲ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍ସ ହାଇଅର ଏଜୁକେସନ୍…
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କୁ ଅମ୍ଭୁଲାନ୍ସ ଦାନ
ବରଗଡ :- ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିରକୁ ଆଜି ପୂର୍ବତନ ଏସ ଡି ଏମ ଓ ସ୍ବର୍ଗତ ଡାକ୍ତର ଉମେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଧର୍ମପତ୍ନୀ ଡାକ୍ତର ରମା ରାଣୀ ମିଶ୍ର ତାଙ୍କର ସ୍ବର୍ଗତ ପତିଙ୍କର ସ୍ମୃତି ରେ ଏକ ବ୍ୟବହାର ଉପଯୋଗୀ ଅମ୍ଭୁଲାନ୍ସ ପ୍ରଦାନ କରିଛନ୍ତି । ଏହି…
ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତର "ମଘାମରା" ଗ୍ରାମରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ମାରାଣାସ୍ତ୍ର ଧିରି ୩ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ମଧ୍ୟ ଲୁହା ଛଡ଼ରେ ବାଡେଇ ଥିବାର ସୂଚନା ମିଳିଛି…
ସରଳୀକୃତ ଇ-ରିସିପଟ ୨.୦ର ଶୁଭାରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫-"ଟି' ମନ୍ତ୍ରକୁ ଆଧାର କରି ରାଜ୍ୟ ଅର୍ଥ ବିଭାଗ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍.ଏମ୍.ଏସ୍) ଅନ୍ତର୍ଗତ ଇ-ରିସିଟ୍ ଓ ଇ-ବିତରଣ ପ୍ରକ୍ରିୟାରେ ଇ-ଗଭର୍ଣ୍ଣାନ୍ସକୁ ତ୍ୱରାନ୍ୱିତ କରିବା ସହ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ…