ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ପ୍ରଦର୍ଶନୀ

https://youtu.be/bHaRqSTr4Yw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଣପତି ସାବତ ଫାଉଣ୍ଡେସନ,ଭୁବନେଶ୍ୱର ଆନୁକୂଲ୍ୟରେ ହାଇସ୍କୁଲ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି…

ଉଠା ଜଳସେଚନ ଚାଷୀ କୂଳର ଭରସା- ଜଳସମ୍ପଦ ମନ୍ତ୍ରୀ

ଓ.ଏଲ୍.ଆ.ଇ,ସି.କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା,୩ ଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ । ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଅପରାହ୍ଣରେ ରାଜ୍ୟ ଜଳସମ୍ପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓଡିଶା ଉଠା ଜଳସେଚନ ନିଗମ ସମ୍ମିଳନୀ କକ୍ଷରେ…

ପାଟ୍ରୋଲିଂ ସମୟରେ ଦୁଇ ଚୋରଙ୍କୁ କାବୁକଲା ପଦ୍ମପୁର ପୋଲିସ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପକ୍ଷରୁ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଓ ତାଙ୍କ ଟିମ ରାତ୍ରି କାଲିନ ପେଟ୍ରୋଲିଂ ସମୟରେ ପଦ୍ମପୁର ବଜାରପଡାର ବଲିଆର ମଲ୍ଲିକ ଓ ରଜାପଡାର ଦୀପକ ପଧାନ ନାମକ ଦୁଇ ଜଣ ଯୁବକ ବୁଲୁଥିଲା ଦେଖି ଯୁବକ ମାନଙ୍କୁ ପଚରା ଉଚରା କରିଥିଲେ ।…

ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ସଂପର୍କିତ ତାଲିମ ଶିବିର

ରାୟଗଡା(ସରୋଜ ସାହୁ) – ସୋସାଇଟି ଫର ୱେଲଫର ଅଫି ୱିକେର ସେକ୍ସନ (ଏସଡବ୍ଲୁ୍ୟଡବ୍ଲ୍ୟୁଏସ) ପାରାଳାଖେମୁଣ୍ଡି କାର୍ଯ୍ୟକାରୀ ସହାୟକ ସଂସ୍ଥା ଦ୍ୱାରା ଆରଡବ୍ଲ୍ୟୁଏସଏସ କୋରାପୁଟ ସର୍କଲ ଅନ୍ତର୍ଗତ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ସହାୟତାରେ ରାୟଗଡା ଜିଲ୍ଲା ସଦର ବ୍ଲକ ଜାପଖାଲ ସ୍ଥିତ…

ରାଜବୋଡାସମ୍ବର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ।

ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡସମ୍ୱର ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଶ୍ରୀମାନ ଧର୍ମକୁମାର ଶତପଥୀ(O.E.S-ll) ଯୋଗଦାନ କରିଛନ୍ତି l ଶ୍ରୀମାନ ଶତପଥୀ ଏହା ପୃର୍ବରୁ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୁଥୁରବନ୍ଧରେ ସିନିୟର୍ ଏସ.ଇ.ଏସ ଭାବେ କାର୍ଯ୍ୟ…

ବରିଷ୍ଠ ଆଇନଜୀବୀ ୰ ବିକେନାନନ୍ଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ।

ଭଦ୍ରକ,/ସତ୍ୟଭୂଷଣ ସ୍ୱାମୀ; ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିବେକାନନ୍ଦ ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘର ସଭାପତି ଦିଲୀପ ମହାପାତ୍ରଙ୍କ ସ୍ୱଭାପତିତ୍ବ ରେ ଅନୁଷ୍ଠିତ ଏହି…

ସମ୍ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ଭୁବନେଶ୍ୱର: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମିତ ଜଣଙ୍କର ସ୍ନାୟୁଜନିତ ପାରାଲିସିସ୍…

କଳାକାରଙ୍କ ବିୟୋଗରେ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ମୁତିସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଟ ହାର୍ମୋନିଅମ ବାଦକ ତଥା କଣ୍ଠଶିଳ୍ପୀ କଳାସାରଥୀ ନାରାୟଣ ଦାସ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ଏକ ଶୋକ ସଭା ଆୟୋଜିତ ହୋଇଥିଲା । କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ…

ନୟାଗଡ଼ ଜିଲ୍ଲା ବିଜେଡି ଟିମ ପୁନର୍ଗଠିତ

ଭୁବନେଶ୍ୱର : ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ଟିମ ପୁନର୍ଗଠିତ ହୋଇଛି। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା କମିଟିର ବିଭିନ୍ନ ପଦବୀରେ ନିମ୍ନଲିଖିତ ନେତାମାନଙ୍କୁ ନିଯୁକ୍ତ କରାଯାଇଛି ବୋଲି ଆଜି ଏକ ପ୍ରେସ ବିବୃତ୍ତିରେ ବିଜେଡି ସାଧାରଣ ସମ୍ପାଦକ…

ବାଣ୍ଟିବା ଜିନିଷ ବିକୁଛି କିଏ: ଲୋକଙ୍କୁ ବାଣ୍ଟିବା ତେବେ ମିଛ !!!

ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିହିନତାରୁ ରକ୍ଷା ପାଇଁ ସ୍ଲୋଗାନ ପ୍ରହସନ ପଦ୍ମପୁର(ଶାସକ ପ୍ରଶାସକ)- ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିହିନତାରୁ ରକ୍ଷା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ଛତୁଆକୁ ମଣିଷ ଖାଇବା ବଦଳରେ ପଶୁ ଖାଦ୍ୟ ଭାବରେ…