ଏଇତ ମଣିଷପଣିଆ

0

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ସିନାପାଲି ବ୍ଲକ କୁ ଅଫିସ କାର୍ଯ୍ୟରେ ଆସିଥିବା ସମୟରେ ନିକଟ ରାସ୍ତାରେ ଥିବା ଏକ ବୁଲା କୁକୁରକୁ ସ୍ନେହରେ ଧରି ନିଜର ସ୍ନେହ କରିଥିଲୋ । ଜିଲ୍ଲାପାଳଙ୍କ ଏହି ମହନୀୟତା ସହିତ ମାନବିକତା କୁ ଦେଖି ନୂଆପଡା ଜିଲ୍ଲାର କୋଣ ଅନୁକୋଣରେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.