Sign in
Sign in
Recover your password.
A password will be e-mailed to you.
ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଖର୍ଚ୍ଚ ହେବ ୧୦୦ କୋଟି : ପାଠ ପଢ଼ିବେ ଏକ ହଜାର ଛାତ୍ରଛାତ୍ରୀ
ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କ୍ରମରେ ଏକ ମାଇଲଖୁଣ୍ଟ ।
ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ…
ମାଦିନାଜୁ ବାସିନ୍ଦାଙ୍କ ଗୁହାରି ଶୁଣିବ କି ପ୍ରଶାସନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯ ନମ୍ବର ୱାର୍ଡର ମାଦିନାଜୁ I ଏହି ସାହିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି I ହେଲେ ଅତି ଦୁଃଖର କଥା ଏହି ସାହି…
ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଦଶ ସୂତ୍ରୀ ଲକ୍ଷ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସ୍ତରୀୟ ଗୁରୁ ଦିବସ ପାଳନ: ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ଚାରି ଶହ ତେୟାଳଶୀ ଶିକ୍ଷକ
ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ – ମୁଖ୍ୟମନ୍ତ୍ରୀ
ପ୍ରତିଟି ପିଲାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମର ଉଦ୍ୟମ ନୂଆ ଓ ରୂପାନ୍ତରିତ ଓଡ଼ିଶା ଗଠନରେ ଏକ ବଳିଷ୍ଠ…
୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସାରା ଭାରତରେ ଗୁରୁଦିବସ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ଗ୍ରାମପଞ୍ଚୟତର ଅଦଗାଁ ଗ୍ରାମରୁ ୬ ଶିଶୁ ଚାଲାଣ ବେଳେ କୁର୍ତମଗଡ଼ ଗ୍ରାମବାସୀମାନଙ୍କ ଦ୍ଵାରା ଅଟକ ରଖାଯାଇ ଥିଲା I ଆଜକୁ ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା…
ପାଟଣାଗଡ଼: ତିନି ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଦାବି
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ପାଟଣାଗଡ ବ୍ଳକ ଅନ୍ତର୍ଗତ କାର୍ଯ୍ୟରତ ୩ ଜଣ ସମ୍ବାଦିକଙ୍କୁ ଗିରଫ ଦାବି ନେଇ ଲାଠୋର ଗ୍ରାମର ଉଦାରବାଦି ଗଣତାନ୍ତ୍ରିକ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଏକ ୪୦ ଜଣଆ ପ୍ରତିନୀଧି ଦଳ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏକ ଦାବିପତ୍ର ଥାନା…
ମଂଚେଶ୍ୱରଠାରେ ଓଡିଶା ମୋ ପରିବାର ଅନୁକୁଲ୍ୟରେ ବିଶାଳ ଜୀବନ ବିନ୍ଦୁ ରକ୍ତଦାନ ଶିବିର: ୪୦୯ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର (ଚକ୍ରଧର ମାଝୀ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଯେଉଁ ସଂକଳ୍ପ ଓ ବିଶ୍ଵାସ, ଓଡ଼ିଶାରେ କୌଣସି ଲୋକ ରକ୍ତ ବିନା ମୃତ୍ୟୁ ବରଣ କରିବେ ନାହିଁ ତାହା ଆଜି ଓଡିଶା ମୋ ପରିବାର ଅନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ସଫଳ ହୋଇଛି । ଆଜି ଉତ୍ତର…
ଗରିବ ଅରଛୁ ବାରିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ’ଣ ସପନ ହୋଇ ରହିଯିବ ????
ପାଟଣାଗଡ଼,ଶାସକ ପ୍ରଶାସକ (ଯତୀନ୍ଦ୍ର ନନ୍ଦ): ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନ ଓ ସରକାରୀ କର୍ମଚାରୀଙ୍କର ଉଦେଶ୍ୟ ମୂଳକ ଅଣଦେଖା ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବାର ଅଭିଯୋଗ…
ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଦିବସ ପାଳିତ
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ କୋଭିଡ ନିୟମ ପାଳନ କରି ଶିକ୍ଷକ ଦିବସ ପାଳିତ ହେଇ ଯାଇଛି। ବିଦ୍ୟାଳୟ ପରିସର ରେ ଉପସ୍ଥାପିତ ସର୍ବପଲ୍ଲୀ ରାଧାକୃଷ୍ଣନ ତଥା ଅନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜନ ପରେ…
ଶ୍ରୀ ଶ୍ରୀ ଜଗନ୍ନାଥ କ୍ଳବ ଶାନ୍ତି ନଗର ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବନବିଭାଗର ରେଞ୍ଜର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହନ୍ତ ଶୁଭାରମ୍ଭ କରିଥିଲେ। ଶ୍ରୀ…
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଆଜାଦୀକା ଅମୃତ ମହୋତ୍ସବ “ଫିଟ୍-ଇଣ୍ଡିଆ ଫ୍ରିଡ଼ମ୍ ରନ୍”…
https://youtu.be/ZLUUMia1vL8
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବିଭାଗ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ…