Sign in
Sign in
Recover your password.
A password will be e-mailed to you.
ପୂର୍ବତନ ସମାଜ ଜିଲ୍ଲା ପ୍ରତନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ମିଳିଲା ସରକାରଙ୍କ ତରଫରୁ ଅନୁକମ୍ପା…
ରାୟଗଡରୁ ସରୋଜ କୁମାର ସାହୁ: ଦୈନିକ ସମ୍ବାଦ ପତ୍ର "ସମାଜ"ର ପୂର୍ବତନ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତକାଲି ସେପ୍ଟେମ୍ବର ୪ ତାରିଖ ଦିନ ୪ ଲକ୍ଷ ଟଙ୍କl (୪ ଲକ୍ଷ ଟଙ୍କା)ର ଅନୁକମ୍ପା ରାଶି…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ବାରା ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ପାଳିତ…
‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନ
ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି -ରାଷ୍ଟ୍ରପତି
ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ କରିବେ -ଧର୍ମେନ୍ଦ୍ର
ନୂଆଦିଲ୍ଲୀ– ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ…
ନାରୀଶକ୍ତି ସେବା ସମିତିର ଆଲୋଚନା ଚକ୍ର :ଅକ୍ଟୋବର ୯ ଓ ୧୦ ରେ ‘ମହକ’ ର ୭ମ ବାର୍ଷିକ ମହୋତ୍ସବ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)- ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଏକମାତ୍ର ଶକ୍ତି ହେଉଛି ନାରୀ ଶକ୍ତି । ତାହା ହିଁ ସମାଜର ଶ୍ରେଷ୍ଠ ଶକ୍ତି । ନାରୀ ଜାଗିଲେ ଦେଶ ଜାଗିବ । ଦେଶ ପ୍ରଗତିରେ ନାରୀମାନଙ୍କର ଭୂମିକା ସ୍ୱତନ୍ତ୍ର ବୋଲି ଆଜି ଭଦ୍ରକ ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପର…
ବିକମ୍ ସିକ୍ସଥ ସେମିଷ୍ଟାର ଜେଏସଏମ କଲେଜର ଛାତ୍ରୀ ମୋନା ଅଗ୍ରୱାଲଙ୍କ ସଫଳତା
ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ।
ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ସହର ମଧ୍ୟରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସଥ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ…
ଦେହ ଭଲ ହେଲା ପରେ ଆସନ୍ତା କାଲିଠୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଅସୁସ୍ଥତା କାରଣରୁ ଓଡିଶା ଆସି…
ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ-ଦିବସ ଓ ଯଶସ୍ୱୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀ ପାଳନ…
https://www.youtube.com/watch?v=HA8hLXydd4A
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ଆଜି ପବିତ୍ର ଗୁରୁ-ଦିବସ ଓ ଯଶସ୍ୱି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ପାଳନ…
ଜିଲ୍ଲାସ୍ତରୀୟ ଦୌଡ଼କୁଦ କ୍ରୀଡା ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ଦୌଡକୁଦ ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା…
ଗୁରୁଦିବସ ପାଳିତ ହେବା ସହ କୃତୀ ଛାତ୍ରୀ, ସର୍ବୋତ୍ତମ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ ।
ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସଂପଡ଼ା କ୍ଲଷ୍ଟରର ବାଲଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହେବାସହ କୃତୀ ଛାତ୍ରୀ, ସର୍ବୋତ୍ତମ ଶିକ୍ଷକ ,ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ…
କୃଷିମନ୍ତ୍ରୀଙ୍କ ତାଗିଦ : କେହି ହେଡ଼କ୍ବାର୍ଟର ଛାଡି ପାରିବେନି, କୌଣସି ଅଫିସରଙ୍କର ମୋବାଇଲ ବନ୍ଦ ରହିବନି
ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ
କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର : ମନ୍ତ୍ରୀ ଡ. ଅରୁଣ ସାହୁ
ଭୁବନେଶ୍ବର(ଶାସକ ପ୍ରଶାସକ) : "ନିଜର ମୁଖ୍ୟାଳୟ (ମୁଖ୍ୟ କାର୍ୟାଳୟ) କେହି ଛାଡି…