୮ ଜଣ ଚାଷୀ ଧାନ ବିକ୍ରି କରି ଠକେଇର ଶିକାର,୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର।

 ଚାଷୀ କୋର୍ଟର ଦ୍ୱାରସ୍ଥ। ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ମାରିଛି। ଆଜକୁ ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉ…

ପୋଲିସ ର ଲାଠିମାଡ଼ ରେ ମୃତ୍ୟୁବରଣ କରିଥିବା ଚାଷୀ ସୁଶୀଲ କାଜଲଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର ରୋଡ/ପ୍ରଫୁଲ୍ଲ ସାହୁ:  ହରିୟାଣାର କର୍ଣାଲ୍ ଜିଲ୍ଲାରେ ବିଜେପି ସରକାରଙ୍କର ପୋଲିସ ବାହିନୀର ଅମାନବୀୟ ଓ ବର୍ବର ଲାଠି ମାଡରେ ମୃତୁବରଣ କରିଥିବା ଶହୀଦ କୃଷକ ସୁଶୀଲ କାଜଲ ଓ ଅନ୍ୟାନ୍ୟ ଆନ୍ଦୋଳନରତ ଆହତ କୃଷକ ମାନଙ୍କ ଉପରେ ହେଇଥିବା ଅତ୍ୟନ୍ତ ବର୍ବରୋଚିତ ଲାଠି ମାଡ କୁ ବିରୋଧ କରି…

ତସ୍ମୈ ଶ୍ରୀ ଗୁରବେ ନମଃ

(ଗୁରୁ ଦିବସ ଊପଲକ୍ଷେ) ବିଦ୍ୟା ସର୍ବତ୍ର ପୂଜ୍ୟତେ ,ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ ,ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | 'ଗୁ' ଶବ୍ଦର ଅର୍ଥ…

ଦ୍ଵିତୀୟ ପର୍ଯ୍ୟାୟ U.G. ନାମଲେଖା ପ୍ରକ୍ରିୟା ଅକ୍ଟୋବର ଶେଷଆଡକୁ ବା ପରୀକ୍ଷା ଫଳ ବାହାରିବା ପରେ : ଅରୁଣ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ (ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷ୍ୟା) ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ଵିତୀୟ ପର୍ଯ୍ୟାୟ U.G. ନାମଲେଖା ପ୍ରକ୍ରିୟା…

ପାରାଅଲିମ୍ପିକ : ଓଡ଼ିଆ ପୁଅ ପ୍ରମୋଦ ଭଗତ ଜିଣିଲେ ସ୍ବର୍ଣ୍ଣ

ଟୋକିଓରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ (SL3) ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ଶନିବାର ଦିନ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରମୋଦ ଭଗତ ଦେଶ ପାଇଁ  ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଓଡ଼ିଆ ପୁଅ ଭଗତ ଫାଇନାଲରେ ସିଧା ସଳଖ  ସେଟରେ ୨୧-୧୪ ,…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ “ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ” ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଓଡିଶା ବାଟାଲିଏନ୍ ଏନ୍.ସି.ସି ପକ୍ଷରୁ "ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ…

ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ପୁଣି ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ I ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବାଲିଗୁଡ଼ା ଵିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ I ସୂଚନାଯୋଗ୍ୟ ଯେ ବାଲିଗୁଡା ଏନଏସିରେ ଏକାଉଣ୍ଟଟାଣ୍ଟ ଭାବେ କାର୍ଯାରତ ଡି.ଭବାନୀ…

ରାଇକିଆ ବ୍ଳକ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସଭା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଳକ କଂଗ୍ରେସ ପକ୍ଷରୁ ବାକିଙ୍ଗିଆ ସଭାଗୃହ ଠାରେ ନୂତନ ବ୍ଳକ ସଭାପତି କ୍ରିଷ୍ଣାପ୍ରିୟା ପ୍ରଧାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି I ଏହା ସମ୍ବର୍ଦ୍ଧନା ସଭାରେ ପଞ୍ଚାୟତ ନିର୍ବାଚନରେ ଦଳକୁ…

ପୁଣି ଦୁଲୁକିବ ପିପିଲି : ସେପ୍ଟେମ୍ବର ୩୦ରେ ଭୋଟ

କରୋନା ପାଇଁ  ଦି ଦି ଥର ବାତିଲ ହେଵା ପରେ ପୁଣି ଘୋଷଣା ହେଲା ପିପିଲି ଉପନିର୍ବାଚନ | ସେପ୍ଟେମ୍ବର ୩୦ରେ ଭୋଟ ଓ ସେପ୍ଟେମ୍ବର ୧୩ରୁ ଆରଂଭ ହେବ ନାମାଙ୍କନ|   ୧୬ ସୁଦ୍ଧା ସରିବ ନାମାଙ୍କନ ଓ ପ୍ରାର୍ଥୀ ପ୍ରତ୍ୟାହାର | ଅକ୍ଟୋବର ୩ ତାରିଖରେ ଗଣତି ହେବ |

କେଡେ ନିର୍ମମ, ଏଟା ମଣିଷ ନା ପଶୁ !

ପାରିବାରିକ କଳହ ପାଇଁ ବୄଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର । ପଦ୍ମପୁର(ଶାସକ ପ୍ରଶାସକ)-ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଲି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାରକୁ ସେହି ଗ୍ରାମର…