ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ସୂଚୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ,ସୁବାସ ସରକାର ଓ ଡ଼ ରାଜକୁମାର ରଞ୍ଜନ ସିଂଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ…

ସରକାରୀ ବାବୁଙ୍କ ଲାଞ୍ଚ କାରବାରର ଅଭିଯୋଗ ସୋସିଆଲ ମିଡିଆରେ ।

ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଅସହାୟ ତଥା ସାଧାରଣ ଜନତାଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏହି ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲୋକେ ବହୁ ହଇରାଣ ହେବା ସହ ଲାଞ୍ଚ ଦେବାକୁ ପଡୁଥିବା ଖବର ବିଭିନ୍ନ ସମୟରେ ସାମନାକୁ ଆସିଥାଏ । ସରକାର ବ୍ଳକ ମାଧ୍ୟମରେ…

ଶୁଣିଲାନି ପ୍ରଶାସନ : ଡ୍ରେନ ମରାମତି କଲେ ଗାଁ ଗୌନ୍ତିଆ ।

ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇଯାଇଥିବା ରୁ ଦୀର୍ଘ ୨ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା।ଏ ନେଇ ୭ନମ୍ବର ୱାର୍ଡର ଜନସାଧାରଣ ସରପଞ୍ଚ ଠୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ଙ୍କ ଠାରେ ଅଭିଯୋଗ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ଼, (ଯତୀନ୍ଦ୍ର  ନନ୍ଦ ) -  ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମର ଭୋଇ! ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଳକି ପି.ଇ.ଓ. ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି!ସୂଚନା ଅନୁସାରେ ଏକକାଳୀନ…

ବିଚିତ୍ର ବ୍ୟବସ୍ଥା : ଭୁଲ କରିଛି କିଏ, କାହାମୁଣ୍ଡରେ ଅଠା !

କାର୍ଯ୍ୟରେ ଅବହେଳା ଦର୍ଶାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କର ଦରମା ବନ୍ଦ ଶିକ୍ଷାନୁଷ୍ଠାନମାନଙ୍କଠାରୁ ସାର୍ଟିପିକେଟ ଯାଂଚର ସୂଚନା ମିଳିବାରେ ବିଳମ୍ବ ଓଡ଼ଗାଁ,(ଶ୍ରୀକାନ୍ତ କୁମାରମିଶ୍ର):ସମ୍ପ୍ରତି ରାଜ୍ୟରେ ଜାଲ ସାର୍ଟିଫିକେଟ ପ୍ରଦାନ କରି ସରକାରୀ ଚାକିରି ହାତେଇ ଥିବାନେଇ…

“ଆକାଂକ୍ଷା” ଓ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧…

https://youtu.be/VpQvBUh6x7w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ଓ " ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ "ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ…

ବେଆଇନ ବାଲିଚାଲାଣ: ୪ ହାଇୱା ଜବତ

ଆଦାୟ ହେଲା୧ଲକ୍ଷ ୧୦ ହଜାର ଜୋରିମାନା ଓଡ଼ଗାଁ(ଶ୍ରୀକାନ୍ତ କୁମାରମିଶ୍ର):ତହସିଲଦାର ବିଜୟୀତା ସାମନ୍ତ ସିଂହାର ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଖବର ପାଇ ଆଜିସକାଳ ପ୍ରାୟ ୬ଟା ସମୟରେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ସୁପରଭାଇଜର, ୫ ଜଣ ରାଜସ୍ୱ ନିରିକ୍ଷକଙ୍କୁ ସଙ୍ଗରେ ନେଇ…

“ସମସ୍ତେ ପାଠ ପଢିବା ଆବଶ୍ୟକ ଓ ପାଠ ପଢିଲେ ହିଁ ଆମ ସମାଜ ଆଗକୁ ଯାଇ ପାରିବ “

ଅlନ୍ତରାଷ୍ଟ୍ରୀୟ ସାକ୍ଷରତl ଦିବସ ପାଳିତ l ରାୟଗଡ଼ରୁ ସରୋଜ କୁମାର ସାହୁ: ସେପ୍ଟେମ୍ବର ମାସ ୮ ତାରିଖ ଆନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳନ ଅବସରରେ ରାୟଗଡ ଜିଲ୍ଲାର ସମସ୍ତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ମହିଳା ମାନଙ୍କୁ ନେଇ ବୈଠକ…

କ୍ରୀଡ଼ାବିତଙ୍କ ସହ ଭାବବିନିମୟ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ଶାସକ ପ୍ରଶାସକ): ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଐତିହାସିକ କ୍ରୀଡ଼ା ପ୍ରଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବାଦନକୁ ସାରା ବିଶ୍ୱ ପ୍ରଶଂସା କରିଥିବାବେଳେ ଏଥିନେଇ ଏକ ସଂକଳ୍ପ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲାା ଏହି ସମୟ ମଧ୍ୟରେ…

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ୱେ ସଂକ୍ରମଣ ହେଉଛି : ବିଶେଷଜ୍ଞ

ଭୁବନେଶ୍ୱର,: କୋଭିଡରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟିମେଟ…