ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ଦ୍ଵିତୀୟ ବର୍ଷ ପୁସ୍ତକର ସଂଶୋଧନ ପାଇଁ ପାଇକମାଳ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ…

ବରଗଡ/ପଦ୍ମପୁର(ଶାସକପ୍ରଶାସକ)-ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଲ ମୁନି ଆଶ୍ରମ ର କେନ୍ଦ୍ରୀୟ ଆବାହକ ଶ୍ରୀଯୁକ୍ତ ରବିନାରାୟଣ ସାହୁଙ୍କ ଆହ୍ବାନରେ ପାଇକମାଳ ନୃସିଂହନାଥ ଧର୍ମଶାଳା ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବାଲକୋ ଆନ୍ଦୋଳନର ମିଥ୍ୟା…

ବାଇକ ଦୁର୍ଘଟଣାରେ ମହିଳା ମୃତ

ପାଇକମାଳ: ବରଗଡ : ପାଇକମାଳ ଛକ ନିକଟ ୟଜିବି ବ୍ୟାଙ୍କ ସାମନ୍ନାରେ ବୁଧବାର ସନ୍ଧ୍ୟା ୭ଟାରେ ବାଇକ ଦୁର୍ଘଟଣାରେ ମହିଳା ଗୁରୁତର ହୋଇଥିଲେ । ଆହତ ମହିଳା ଲାଲିତା କୁମ୍ଭାର (୫୦) । ଆହତ ମହିଳାକୁ ଏକ ଅଟୋରେ ପାଇକମାଳ ସରକାରି ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ୧୦୮…

ଅଧ୍ୟକ୍ଷ ପଦରୁ ଗଣେଶ ବିଦା

ଭୁବନେଶ୍ୱର : ଅସୌଜନ୍ୟ ଆଚରଣ ପ୍ରଦର୍ଶନ ପାଇଁ   ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋରଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

“ପ୍ରଗତି” ଓ “ପୁଜ୍ୟପୂଜା ସଂସଦ”ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧…

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ପକ୍ଷରୁ ପାରଳାଖେମୁଣ୍ଡି ରାଜଗୁରୁ ସାହି ସ୍ଥିତ ଆପନ୍ନା ପରିଚ୍ଛା ମଠ ପରିସରରେ ଥିବା ସଭାଗୃହ ଠାରେ "ପୁଜ୍ୟପୂଜା ସଂସଦ" ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ କାର୍ଯ୍ୟକ୍ରମ…

ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ରଙ୍କ ପିତୃ ବିୟୋଗ

ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ସଂଯୋଜକ ତଥା ସାମ୍ବାଦିକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ପିତା ସ୍ୱର୍ଗତ ରମେଶ ଚନ୍ଦ୍ର ମହାପାତ୍ର ଗତକାଲି ଦିନ ୪ଘଟିକା ସମୟରେ ୭୭ ବର୍ଷ ବୟସରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି…

ଜାରି ହେଲା ନୂଆ ଏସଓପି, ରାତି ୯ଟା ଯାଏଁ କରିହେବ ଦର୍ଶନ

ସାନିଟାଇଜ କରିବାକୁ କେବଳ ରବିବାର ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ପୁରୀ/ ଅନିମେଷ ପଟ୍ଟନାୟକ : ରାଜ୍ୟ ତଥା ଜିଲ୍ଲାରେ କମୁଛି କୋଭିଡ ସଂକ୍ରମଣ । ଚଳିତ ମାସରେ କୋଭିଡ ନିୟମବଳୀରେ ଅନେକ କୋହଳ କରାଯାଇଛି । ଏହାରି ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ…

ଧର୍ମେଦ୍ର ବିରୋଧୀଙ୍କୁ ଜୋର ସା ଝଟକା ଧୀରେ ସେ

ଧର୍ମେଦ୍ରଙ୍କ ପାରିବାରପାଣିଆ ଉପରେ ପ୍ରଚଣ୍ଡ ଆସ୍ଥା, ପୁଣି ଏକ ଗୁରୁଦାୟିତ୍ୱ ଭୁବନେଶ୍ୱର : ତାରକା ହୋଟେଲରେ ଧର୍ମେଦ୍ର ବିରୋଧୀଙ୍କ ମେଳି ଭଳି ଫମ୍ପା ଖବରର କିଛିଦିନ ବିଜେପିର ବରିଷ୍ଠ ଜାତୀୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ଲୁ ଆଏଡ଼ ବୟ କେନ୍ଦ୍ର ଶିକ୍ଷା ତଥା ଉଦୟମିତ…

ବେଲପଡ଼ା: କଫ ସିରଫ କାରବାରରେ ୨ ଜଣଙ୍କୁ କୋର୍ଟ ଚାଲାଣ, ବିପୁଳ ମାତ୍ରାର କଫ ସିରଫ ଓ ନିଶାବଟିକା ଜବତ

ପାଟଣାଗଡ଼,ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) :ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳଟି ସବୁ ବେଳେ ସବୁ ସମୟରେ କିଛିନା କିଛି ନିଶା ଦ୍ରବ୍ୟର କାରବାରକୁ ନେଇ ଚର୍ଚ୍ଚାରେ ରହି ଆସିଛି ! ଯେଉଁଥି ପାଇଁ ଜିଲ୍ଲା ପୋଲିସର ମାନଚିତ୍ରରେ ବେଲପଡ଼ାକୁ ନାଲି ରଙ୍ଗରେ ଚିହ୍ନଟ…

ଆଠ ଜଣ ଚୋର ଗିରଫ , ଏକ ଲକ୍ଷ ଦଶ ହଜାର ଟଙ୍କାର ସାମଗ୍ରୀ ଜବତ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ୩ଟି ଚୋରି କେସର ତଦନ୍ତ କରି ପାଇକମାଲ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ମଙ୍ଗଳବାର ଏନେଇ ପାଇକମାଲ ଥାନାରେ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା…

ଉତ୍କଳ ଆଲୁମିନା ସିକ୍ୟୁରିଟି ମ୍ୟାନେଜରଙ୍କ ସାନଭାଇଙ୍କ ମୃତ୍ୟୁ

କାଶୀପୁରରୁ ବୈକୁଣ୍ଠ ନାଥ ଦୁରିଆ: ଟିକିରି ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ଇଣ୍ଟରନ୍ୟାସନାଲର ସିକ୍ୟୁରିଟି ମ୍ୟାନେଜର ଡମ୍ବରୁ ନାଏକଙ୍କ ସାନ ଭାଇ ଗଣେଶ୍ୱର ନାଏକଙ୍କ ସୋମବାର ଦିନ ୩୯ବର୍ଷ ବୟସରେ ହୃଦୟଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କରି ମୃତ୍ୟୁରେ ପତ୍ନୀ ଏବଂ ୧୧ବର୍ଷର…