Sign in
Sign in
Recover your password.
A password will be e-mailed to you.
ମରୁଡି ଅଞ୍ଚଳ ଗସ୍ତକଲେ ବିଜେପି ସାଂସଦ ବସନ୍ତ ପଣ୍ଡା
କଲ୍ୟାଣସିଂହପୁର/ପ୍ରଦିପ ଦଲାଇ/ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ କାର୍ଯ୍ୟକାରିଣୀରାୟଗଡା ଜିଲ୍ଲା ରେ ହେଇଥିବା ମରୁଡି ଅଞ୍ଚଳକୁ କଳାହାଣ୍ଡି ଜିଲ୍ଲାର ଭାଜପା ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗସ୍ତ କରିଛନ୍ତି ।ଆଜି ଶ୍ରୀ ପଣ୍ଡା ରାୟଗଡା ଠାରୁ କାଶୀପୁର…
ବର୍ଷା ଅଭାବରୁ ରାଜ୍ୟରେ ଚାଷିକୁଳ ଚିନ୍ତିତ; ମାତ୍ର ରାଜ୍ୟ ସରକାର ନିଶ୍ଚିନ୍ତ
ମରୁଡିର ସଠିକ ଅର୍ଥ ବୁଝିବାର ସାମର୍ଥ୍ୟ ରାଜ୍ୟ ସରକାରଙ୍କର ନାହିଁ : ମନମୋହନ ସାମଲ
ଭୁବନେଶ୍ୱର:ମରୁଡିର ବ୍ୟାପକତା ଦୃଷ୍ଟିରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିଦେ୍ର୍ଧଶକ୍ରମେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ…
ଟାଲ ସଂରକ୍ଷିତ ଜଙ୍ଗଲରୁ ଅନୁପ୍ରବେଶକାରୀଙ୍କୁ ଉଚ୍ଛେଦ, ୩୦ ରୁ ଉର୍ଦ୍ଧ ଅଟକ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ଟାଲ ସଂରକ୍ଷୀତ ଜଙ୍ଗଲ ଭିତରେ ଥିବା ଅନୁପ୍ରବେଶକାରୀଙ୍କୁ ବନ ବିଭାଗ ଉଚ୍ଛେଦ କରିଛି। ଏହି ଘଟଣାରେ ବନ ବିଭାଗ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଜଣଙ୍କୁ ଅଟକ ରଖିଛି। ଗତ କିଛି ଦିନ ହେଲା ଝାରଖଣ୍ଡ…
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭକ୍ତି ସଙ୍ଗୀତ ସଂସଦ” ପରିସରରେ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ଭକ୍ତି ସଙ୍ଗୀତ ସଂସଦ" ପରିସରରେ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ବାରା ସମ୍ମାନିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ…
ଅବକାରୀ ଧରପଗଡରେ ୩୫୬୦ ଲିଟର ମହୁଲ ପୋଚ ଓ ୭୭୨ ଲିଟର ଦେଶୀ ରନ୍ଧା ମଦ ଜବତ
ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନୀନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଅବକାରୀ ସଦର ଭାରପ୍ରାପ୍ତ…
“ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସମନ୍ୱୟ ଏକାନ୍ତ ଆବଶ୍ୟକ”
ରାୟଗଡରୁ ସରୋଜ କୁମାର ସାହୁ: ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଜେ.କେ. କାଗଜ କଳ କାରଖାନା ପରିସର ମଧ୍ୟରେ ଏକ କାରଖାନା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଜିଲ୍ଲାର ଶତାଧିକ କ୍ଷୁଦ୍ର, ମଧ୍ୟମ ଶିଳ୍ପଉଦ୍ୟୋଗୀ ଯୋଗ ଦେଇଥିଲେ । ପ୍ରଥମେ ଆଞ୍ଚଳିକ ଶିଳ୍ପ…
ପବିତ୍ର ଗୁରୁ ଦିବସରେ Dj ବଜାଇ ଧଜିଆ ଉଢାଇଲେ ସ୍କୁଲ ପିଲା ଭାଇରାଲ ଭିଡ଼ିଓ
ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ):- ଗୁରୁ ଦିବସରେ ବବାଲିଆ ନାଚ ଗୁରୁ ବି ଖୁସ୍ ଶିଶ୍ୟ ବି ଖୁସ୍ ଶିକ୍ଷା ଅନୁଷ୍ଠାନ ଆଧୁନିକ ଗିତ ତାଳେ ତାଳେ ଧୁମ୍ ଧଢାକା ନାଚ ଗୁରୁ ଙ୍କ ଗ୍ରହଣରେ ଛାତ୍ର ଛାତ୍ରୀ ଙ୍କ ନାଚ ଘଟଣା କୁ ଆମେ ବିରୋଧ କରୁ ନାହୁ,ହେଲା ସାରା ବିଶ୍ୱ ସମେତ କରୋନାର ଛାପ ନ ଲିଭୁଣୁ…
ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରୁ ଦେଢ଼ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ
ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ):- ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କଲା ପୁରୁଣା ବଜାର ପୋଲିସ। ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କଲା ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ…
ରାୟଗଡା ଜିଲ୍ଲାପାଳ ଉଦଘାଟନ କଲେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର
ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ…
ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ “
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲା ଗ୍ରାମାଞ୍ଚଳରେ ଥିବା ସମସ୍ତ ବ୍ଲକର ସବୁ ଗ୍ରାମରେ “୧୦୦-ଦିନିଆ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଟିତ କରିବା ଲାଗି ରାୟଗଡା ଜିଲ୍ଲାପାଳଙ୍କ ତତ୍ଵାବଧାନରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯକ୍ରମରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା…