Sign in
Sign in
Recover your password.
A password will be e-mailed to you.
ହିନ୍ଦୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ "ହିନ୍ଦୀ ଦିବସ ପାଳିତ" ହୋଇଯାଇଛି । ଏହି…
ଇମ୍ଫାରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ୱୟ ସମ୍ମିଳନୀ ।
ରାୟଗଡ଼ା (ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ସମ୍ମିଳନୀ କକ୍ଷରେ ଆଂଚଳିକ ଶିଳ୍ପ କେନ୍ଦ୍ର ରାୟଗଡ ତରଫରୁ ଏକ କ୍ଷୁଦ୍ର, ମଧ୍ୟମ, ବୃହତ ଶିଳ୍ପ ସ୍ତରୀୟ ସଂଯୋଗ ଓ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ରାୟଗଡ ଓ ତାର ଆଖପାଖ ଅଂଚଳରେ…
୧୯ରେ ରାୟଗଡ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ
ରାୟଗଡ(ସରୋଜ କୁମାର ସାହୁ) : ଆସନ୍ତା ରବିବାର ତା. ୧୯.୦୯.୨୦୨୧ ରିଖରେ ରାୟଗଡ ସିଭିଲକୋର୍ଟ ଏବଂ ରାୟଗଡ ଜିଲ୍ଲାର ତାଲୁକା ସ୍ତରରେ ଥିବା ସମସ୍ତ କେର୍ଟରେ ଚଳିତ ତୃତୀୟ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ…
ଲଗାଣ ବର୍ଷା କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ ଅରୁଣ
ଓଡଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସୁନ୍ଦରଗଡ଼ ଗସ୍ତରେ ଯାଇଥିବା ବେଳେ ଆଜି ସନ୍ଧ୍ୟାରେ ଓଡଗାଁ ବ୍ଳକ ଅଂଚଳରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଥିଲେ । ସମୀକ୍ଷା କାର୍ଯ୍ୟକ୍ରମରେ…
ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଅରୁଣ ସାହୁ
ସୁନ୍ଦରଗଡ଼(ଶାସକ ପ୍ରଶାସକ): ଆଜି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ୍ ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ମୁଖ୍ୟମନ୍ତ୍ରୀ ଶ୍ରୀ…
ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ବିରୋଧ ଆନ୍ଦୋଳନର ଚେତାଵନୀ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକରେ ଦୁଇଗୋଟି ଦେଶୀ ବିଦେଶୀ ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ଅଞ୍ଚଳ ଵାସୀ ଦୃଢ ବିରୋଧ କରିଛନ୍ତି ।କାଶିପୁର ବ୍ଳକ ରେ ସରକାର ମଦର ବନ୍ୟା ନିଷ୍ପତିକୁ ଵିଭିନ୍ନ ପଞ୍ଚାୟତ ରଜନ ପ୍ରତିନିଧି ସ୍ଵୟଂ ସହାୟିକା…
ଆଗାମୀ ସାଢେ଼ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : – ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦସରସ୍ୱତୀଜୀ
ପୁରୀ(ଶାସକ ପ୍ରଶାସକ) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ…
ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର ୨୦ ତାରକା ପ୍ରଚାରକ
ରାଜ୍ୟ ସଭାପତି, ତିନି କେନ୍ଦ୍ରମନ୍ତ୍ରୀ , ରାଜ୍ୟ ପ୍ରଭରୀଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ସାମିଲ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ଆଜି ତାର ୨୦ ତାରକା ପ୍ରଚାରକଙ୍କ ନାମ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ…
ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ପୋଖରୀର ଆଡି ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ଧୂମାଭଟା ଗାଁରେ…
ଡକ୍ଟର ଛବିଳ କୁମାର ମେହେରଙ୍କୁ ସମ୍ମାନଜନକ ‘ରାଜଭାଷା ଗୌରବ ପୁରସ୍କାର’
ପଦ୍ମପୁର(ଶାସକପ୍ରଶାସକ)-ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ହିନ୍ଦୀ ଭାଷା ସାହିତ୍ୟକୁ ତାଙ୍କ ବିଶେଷ ଅବଦାନ ସକାଶେ ଭାରତ ସରକାରଙ୍କଠାରୁ ସମ୍ମାନଜନକ 'ରାଜଭାଷା ଗୌରବ ପୁରସ୍କାର' ସକାଶେ ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ସମ୍ମାନିତ…