Sign in
Sign in
Recover your password.
A password will be e-mailed to you.
ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ଦେହାନ୍ତ
ପଦ୍ମପୁର(ଶାସକ ପ୍ରଶାସକ)-ବୋଡ଼ାସମ୍ବର ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ବରିଷ୍ଠ କଳାକାର, ନାଟ୍ୟ ନିର୍ଦେଶକ, ଲେଖକ, ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ୮୦ ବର୍ଷ ବୟସରେ ସୋମବାର ସ୍ଥାନୀୟ ମେହେର ପଡ଼ାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଜମିଦାରୀ ସମୟରେ…
ପୋଲ ଧସିଯିବାରୁ ମାଲବାହି ଟ୍ରେନ ଲାଇନଚ୍ୟୁତ
ଅନୁଗୋଳ : ପୋଲ ଧସିଯିବାରୁ ମାଲବାହି ଟ୍ରେନ ଲାଇନଚ୍ୟୁତ । ଅନୁଗୁଳ, ଭୋଗବେରଣୀ ଠାରେ ଦୂର୍ଘଟଣା । ଟ୍ରେନଟି ଗହମ ବୋଝେଇ ହୋଇ ଯାଉଥିଲା | କେହି ମୃତାହତ ହୋଇନଥିବା ସୂଚନା ଅଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଂଚି ମରାମତି ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ଏଥିପାଇଁ ଏହି ରାସ୍ତା…
ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ନୂତନ କଣ୍ଟେନର ସ୍କାନର ସ୍ଥାପନ
ଇକ୍ସଆଇଏମ୍ ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ
ପାରାଦୀପ/ଶାସକ ପ୍ରଶାସକ: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ (ଇଓଡିବି) ପଦକ୍ଷେପ ଅନୁଯାୟୀ, ୩୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଭ୍ରାମ୍ୟମାଣ ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ (ଏମ୍ଏକ୍ସସିଏସ୍) ସ୍ଥାପନ କରାଯାଇଛି ଯାହା ବ୍ୟକ୍ତିଙ୍କ ଦ୍ୱାରା…
ଆତ୍ମହତ୍ୟା ବିରୋଧୀ ସଚେତନତା ସୃଷ୍ଟି ପାଇଁ ସମ୍ ଡାକ୍ତରଙ୍କ ଅଭିନବ ଯାତ୍ରା
ଭୁବନେଶ୍ୱର : ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା । ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତି ନିଅନ୍ତି । ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର୧୦ ତାରିଖ କୁ ବିଶ୍ୱ ଆତ୍ମହତ୍ୟା ନିବାରଣ…
ନିଶା ବେପାର ଉପରେ କଡା ପଦକ୍ଷେପ ସାଙ୍ଗକୁ ନାଇଟ ପାଟ୍ରୋଲିଂ
ଜଗଦଲପୁର ଥାନାଧିକାରୀଙ୍କ ଆଭିମୁଖ୍ୟ ହଜାଇଦେଇଛି ଅପରାଧୀ ଓ ନିଶାବେପାରୀଙ୍କ ନିଦ
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନାରେ ଦୀର୍ଘ ୩୬ ମାସ ଧରି ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ବିରବର ଭଗତ ସେ ବୁଡେନ ଅଞ୍ଚଳରେ କିଛି ଭଲ…
ଡିଜିପି ଆୱାର୍ଡ ପାଇଲେ ଥାନା ଅଧିକାରୀ ଓ ଏସଆଇ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି। ଅନେକ ସମୟରେ ନିଜ…
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସୌଜନ୍ୟମୂଳକ ସାକ୍ଷାତ
ବିଶ୍ୱବିଦ୍ୟାଳୟଠାରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ନିମନ୍ତେ କୁଳପତି ଦେଲେ ପ୍ରସ୍ତାବ
ଭୁବନେଶ୍ୱର(ଶାସକ ପ୍ରଶାସକ):ବିଶିଷ୍ଠ ଶିକ୍ଷାବିତ୍ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା…
ଅପରାଜିତାଙ୍କୁ ଦାମ ବାଣ
ଅପରାଜିତା ଆତ୍ମସମୀକ୍ଷା କରନ୍ତୁ : ଡା ରାଉତ
ଭୁବନେଶ୍ୱର : ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାଲୋଚନା ପରେ ତାଙ୍କୁ ଜବାବ ଦେଇଛନ୍ତି…
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତ…
ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ଓ ଦାଦାଗିରି ପ୍ରସଙ୍ଗରେ ସମସ୍ତେ ଚୁପ୍ –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଗତ ୯ ତାରିଖ ଦିନ ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ , ଅଙ୍ଗନବାଡି କେନ୍ଦ୍ର ଖୋଲିବା , ପିଲାଙ୍କୁ ପଢ଼ାଇବା ଓ ଅଣ୍ଡା…