Sign in
Sign in
Recover your password.
A password will be e-mailed to you.
ଭାରତର ଡିଜିଟାଲ୍ ପରିବର୍ତନ ଆଫ୍ରିକୀୟ ଦେଶ ପାଇଁ ମଡେଲ୍ ଭାବେ ଉଭା ହେବ-ଧର୍ମେନ୍ଦ୍ର ପ୍ରଧାନ
ଫିକି ଇଣ୍ଡିଆର ‘ଲିଡ୍ସ ୨୦୨୧’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର– ଭାରତର ଡିଜିଟାଲ ପରିବର୍ତନ ଆଫ୍ରିକୀୟ ଦେଶ ପାଇଁ ଏକ ମଡେଲ ଭାବରେ ଉଭା ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଭାରତ ସରକାର ଏବଂ ଶିଳ୍ପାୟନ ଗୁଡିକ ଆଫ୍ରିକୀୟ ପ୍ରତିପକ୍ଷଙ୍କ ସହ ମିଳିତ ଭାବରେ ଡିଜିଟାଲ…
ଡେଲାଙ୍ଗ ଥାନାରେ ଏସ.ପି. ବିଶାଲ ସିଂଙ୍କ ପ୍ରାକନିର୍ବାଚନୀ ସମୀକ୍ଷା
ପୁରୀ(ଅନିମେଷ ପଟ୍ଟନାୟକ ): ଏସ.ପି. ଡକ୍ଟର କେ. ବିଶାଲ ସିଂ ବୁଧବାର ଡେଲାଙ୍ଗ ଥାନା ପରିଦର୍ଶନ କରି ପ୍ରାକନିର୍ବାଚନୀ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପିପିଲି ଏସ.ଡି.ପି.ଓ., ଡେଲାଙ୍ଗ ତହସିଲଦାର, ବି.ଡି.ଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ ଷ୍ଟାଫ୍ ଉପସ୍ଥିତ ଥିଲେ ।…
ବିଜୁ ଛାତ୍ର ଜନତା ଦଳ ତରଫରୁ ନାମଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେସ୍କ
ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ +୨ ଏବଂ +୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ହେଲ୍ପ ଡେସ୍କ ର ଆୟୋଜନ କରାଯାଇଥିଲ। ନୂତନ ଭାବେ ନାମଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ଓ…
ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଆଞ୍ଚଳିକ ଲାଇସେସିଂ କର୍ତ୍ତୃପକ୍ଷ କାର୍ଯ୍ୟାଳୟ କଲିକତା…
ଓଡ଼ିଶାରେ ଶାଖା କାର୍ଯ୍ୟାଳୟ ନଥିବାରୁ ରପ୍ତାନୀ ସମସ୍ୟା ସମ୍ବନ୍ଧରେ କେନ୍ଦ୍ରକୁ ଜଣାଇଲେ ଏମ୍ଏସ୍ଏମ୍ଇ ସଚିବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ଲାଇସେସିଂ କର୍ତ୍ତୃପକ୍ଷଙ୍କ…
କଟକ ଆୟକର ଭବନ ପରିସରରେ ହିନ୍ଦୀ ଦିବସ ପାଳନ
ଭୁବନେଶ୍ୱର(ଶାସକ ପ୍ରଶାସକ): ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀ ଦିବସ ଉପଲକ୍ଷେ ଆୟକର ଭବନ, କଟକରେ ଏକ ସଭାର ଆୟୋଜନ କରାଯାଇଥିଲାା ଚଳିତ ମାସରେ ଆରମ୍ଭ ହୋଇଥିବା ହିନ୍ଦୀ ପକ୍ଷ ପାଳନର ଅଂଶସ୍ୱରୂପ ହିନ୍ଦୀ ଭାଷାରେ ପ୍ରବନ୍ଧ ଲିଖନ, ଶୁଦ୍ଧ ହିନ୍ଦୀ ଲିଖନ ଇତ୍ୟାଦି ବିଷୟରେ ପ୍ରତିଯୋଗିତା…
ବିଜେଡିରେ ଯୋଗ ଦେଲେ ଟାଣୁଆ କଂଗ୍ରେସ ନେତା ଚନ୍ଦ୍ରଶେଖର
ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଆନୁଷ୍ଠାନିକ ଭାବେ ଆଜି ଶ୍ରୀ ମାଝୀଙ୍କୁ ଦଳରେ ସାମିଲ କରାଇଛନ୍ତି । ଶ୍ରୀ…
ନିମ୍ନ ମାନର ବିଜୁ ସେତୁ କାମ : ଗୋଟେ ବରଷାରେ ସ୍ଥିତି ବେହାଲ, ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା ଅଭିଯୋଗ
https://youtu.be/fAabmm16ZZY
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତ ବାସିଙ୍କ ଦୀର୍ଘ ଦିନର ସ୍ପପ୍ନଥିଲା କି ଅଙ୍ଗ ନଦୀ ଉପରେ ଦେଉଲି ଠାରେ ଏକ ପୋଲ ନିର୍ମାଣ ହେଉ । ପୋଲ ନିର୍ମାଣ ହେବା ଦ୍ବାରା ଲୋକଙ୍କୁ ୧୫ କିମି ବୁଲିକି ଯିବାକୁ ପଡିବନି । ସେମାନେ କମ ସମୟ…
ଭୂମି ପୂଜନର ଛଅ ମାସ ପରେ ମଧ୍ୟ ଆରମ୍ଭ ହୋଇନାହିଁ ନିର୍ମାଣ କାମ ।
କଲର୍ଭଟ ନ ହେଲେ ପଂଚାୟତ ନିର୍ବାଚନ ବର୍ଜନ ପାଇଁ ଚେତାବନୀ ।
ପଦ୍ମପୁର(ଶାସକପ୍ରଶାସକ)-ବର୍ଷା ଯୋଗୁଁ ପଦ୍ମପୁର ରାଜବୋଡାସମ୍ବର ବ୍ଲକ ବଇଦପାଲି ନୂଆପାଲି ରାସ୍ତାରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଯାନବାହାନ ଯାତାୟତ ବନ୍ଦ ରହିଛି। ପ୍ରକାଶ ଥାଉକି ୨୦୧୧ ବନ୍ୟା ଯୋଗୁଁ କଲଭଟ…
କାର୍ବନ ସଂଗ୍ରହ ପ୍ରଯୁକ୍ତି ବ୍ୟବହାର କ୍ଷେତ୍ରରେ ଟାଟା ଷ୍ଟିଲର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
କମ୍ପାନୀପକ୍ଷରୁ ଜାମସେଦପୁରରେ ଭାରତର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ କାରଖାନା କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଜାମସେଦପୁରରେ ଦୈନିକ ୫ ଟନ୍ କାର୍ବନ ସଂଗ୍ରହ କରୁଥିବା କାରଖାନା କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ଦେଶର…
ମାଣିକପାଟଣାରେ ସୀମା ବିବାଦୀୟ ଉତ୍ତେଜନା ପରିସ୍ଥିତିକୁ ନେଇ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ ଓ ଜିଲ୍ଲାପାଳଙ୍କୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ମାଣିକପାଟଣା ଗତ ୯ ତାରିଖ ଦିନ ଘଟିଥିବା ସୀମା ବିବାଦୀୟ ଉତ୍ତେଜନା ପରିସ୍ଥିତି ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ଜରୁରୀ ବୈଠକ ଆଲୋଚନା…