Sign in
Sign in
Recover your password.
A password will be e-mailed to you.
ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ
କଲ୍ୟାଣସିଂହପୁର-ପ୍ରଦିପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡ ରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି । ଉକ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ମୋଦନ…
ଭଦ୍ରକ ଜ଼ିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ; ଆଗକୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜ଼ିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସାଂସଦ ଓ ୪ ବିଧାୟକ, ୩ଜଣ ପୂର୍ବତନ ବିଧାୟକଙ୍କ ସହ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ଉପରେ…
ମିଳିତ ଅବକାରୀ ଚଢ଼ାଉ : ମଦ ଓ ପୋଚ ଜବତ , ଜଣେ ମହିଳା ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ମିଳିତ ଅବକାରୀ ଚଢ଼ାଉ…
ନୂଆଗାଁ ବ୍ଲକ୍ ରେ ୨୭୮ ଜଣ ଯୋଗ୍ୟ ହିତାଧିକାରୀ ପାଇଲେ ଭତ୍ତା
ନୂଆଗାଁ/ ସୁବ୍ରତ ପରିଡା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ରେ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା…
ନୂଆଗାଁ ବ୍ଲକ୍ ରେ ୨୭୮ ଜଣ ଯୋଗ୍ୟ ହିତାଧିକାରୀ ପାଇଲେ ଭତ୍ତା
ନୂଆଗାଁ/ ସୁବ୍ରତ ପରିଡା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ରେ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା…
ସି.ଏସ.ସି ଗୋପାଳପୁର ପକ୍ଷରୁ ଆର୍ ପି ଏଲ୍ ଦକ୍ଷତା ବିକାଶ ଯୋଜନାରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର…
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଏମ୍.ଆଇ.ସି.ଟି କମ୍ପ୍ୟୁଟର ସ୍ଥିତ ସି. ଏସ.ସି. ଗୋପାଳପୁର ପକ୍ଷରୁ ପ୍ରଧାମନ୍ତ୍ରୀ କୌଶଳ ବିକାଶ ଯୋଜନାର ଆର୍.ପି.ଏଲ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ…
ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି । ଏଥିରେ ଦୁଇଟି…
ଗରିବ ପରିବାରକୁ ବିଧାୟକଙ୍କ ସହାୟତା ।
ଭଦ୍ରକ, ବ୍ଲକ ,(ସୀତାକାନ୍ତ ପାଢ଼ୀ):-ଭଦ୍ରକ ନିର୍ବାଚନମଣ୍ଡଳୀ ଅଧିନସ୍ଥ ଚରମ୍ପା, ବେଳମାଲ ଅଞ୍ଚଳର ଗୋଟିଏ ଗରିବ ପରିବାରକୁ ସାହାଯ୍ୟ କଲେ ବିଧାୟକ ସଂଜୀବ ମଲ୍ଲିକ । ସ୍ଥାନୀୟ ଅଞ୍ଚଳର ବୀଣାପାଣି ବେହେରାଙ୍କ ସ୍ଵାମୀଙ୍କ ଦେହ ଅସୁସ୍ଥ ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହେବାପରେ ଏବେ ଚଳିବା…
ରକ୍ତଦାନକରି ୧୨ ବର୍ଷ କିଶୋରର ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର/ଚକ୍ରଧର ମାଝୀ: ପୂର୍ବରୁ ଅନେକଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ସାହାଯ୍ୟ କରିବାର ବିଭିନ୍ନ ଦୃଷ୍ଟାନ୍ତ ରହିଛି । ନିକଟରେ ଏକ ୧୨ ବର୍ଷର କିଶୋରକୁ ରକ୍ତର ଆବଶ୍ୟକତା ଥିବାବେଳେ ତାକୁ ରକ୍ତ ଦାନକରି ୧୦୮କର୍ମଚାରୀ ଦେଇଛନ୍ତି ଆଉ ଏକ ମହାନତାର ପରିଚୟ । ଘଟଣା ଅନୁଯାୟୀ…
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କଇଁପୁର ସ୍ଥିତ ପିୟୁପିଏସ: ସ୍କୁଲ ଠାରେ କେନ୍ଦ୍ରର ଦାରୁବ୍ରହ୍ମ ୟୁଥକ୍ଲବ ଓ ଶ୍ରୀ ଲୋକନାଥେଶ୍ବର…