ବିସ୍ରା ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିସ୍ରା ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତିା ମୁଖ୍ୟମନ୍ତ୍ରୀ ଶ୍ରୀ…

ସୋଆ ପ୍ରଫେସରଙ୍କୁ ଭିଡିଗୁଡ୍ ଇଂଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ରନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସନାଲ…

ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେପି ଆନ୍ଦୋଳନାତ୍ମକ ପଦକ୍ଷେପ ପଦକ୍ଷେପ ନେଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦ ସମାଧାନ କରି ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ଭିତରେ ପୂଜା ସମ୍ପନ୍ନ କରିବା ପାଇଁ ଟୁଇଟ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନ ପାଳନ କରିବ ବିଜେପି : ଲେଖାଶ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ ହେବାକୁ ଯାଉଛି । ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ବର୍ଷର ସେବା କାର୍ଯ୍ୟ ଏବଂ ଦେଶ ପ୍ରତି…

ଆଜିଠାରୁ ଛୁଟିରେ ପିକେ, ଦାୟିତ୍ୱରେ ଆରକେ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜିଠାରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅକ୍ଟୋବର  ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଛନ୍ତି | ତାଙ୍କ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ଶ୍ରୀ…

ମରୁଡି କାଳରେ ସାରର କଳା ବଜାରୀ

ଦୋକାନୀ ମାଲେମାଲ, କୄଷି ବିଭାଗ ଅଧିକାରୀ ଚୁପ ! ପଦ୍ମପୁର / ଶାସକ ପ୍ରଶାସକ : ମରୁଡି କାଳରେ ସାରର କଳା ବଜାରୀ,ଚଢ଼ା ଦରରେ ସାର ବିକ୍ରି କରି ଳାଭବାନ ହେଉଛନ୍ତି ବ୍ୟବସାୟୀ । ପଦ୍ମପୁର ଉପଖଣ୍ଡ ଘେଁସ ଠାରେ ଥିବା ଶ୍ରୀ ଗଣେଶ ଟ୍ରେଡର୍ସ ଠାରେ ଆଜି ୟୁରିଆ ସାର ନେବାକୁ ଚାଷୀଙ୍କ ଭିଡ…

ଦ୍ବିତୀୟ ଏମ୍‌ସ ଅଲମ୍ପିକ୍‌ ଗୌରବ ଆଣିଥିବା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବୀ – ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ କଲେ ଉଦ୍‌ଘାଟନ ଓ ଶୁଭାରମ୍ଭ ସୁନ୍ଦରଗଡ( ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ…

ପିଟାନାଳି ଗ୍ରାମ ନିକଟ ଜଂଗଲରେ ନବ ଜନ୍ମିତ ହାତୀ ଛୁଆର ମୃତ୍ୟୁ

ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଅନ୍ତର୍ଗତ ପିଟାନାଳି ଗ୍ରାମ ନିକଟ ଜଂଗଲରୁ ମଙ୍ଗଳବାର ଏକ ନବ ଜନ୍ମିତ ହାତୀ ଛୁଆର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ । ସୂଚନାଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ମା ହାତୀଟି ପିଟାନାଳି ଗ୍ରାମ…

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ଗଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ଓଡ଼ିଶାରେ ତୁହାକୂ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି l ବଲାଙ୍ଗୀର ସହରରେ ମଧ୍ୟ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ବର୍ଷାରେ ଲୋକଙ୍କୁ ଅନେକ ଅଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର…

ଲଘୁଚାପ ବର୍ଷାରେ ପଦ୍ମପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି : ପୋଲ ଉପରେ ପାଣି, ଯାତାୟାତ ବ୍ୟାହତ ।

ପଦ୍ମପୁର : ପଦ୍ମପୁର ଉପଖଣ୍ଡରେ ଲଘୁଚାପ ଜନିତ ବର୍ଷାର କରାଲ ରୁପ ଦେଖିବାକୁ ମିଲିଛି । ଗତକାଲି ଠାରୁ ପଦ୍ମପୁର ଉପଖଣ୍ଡର ପଦ୍ମପୁର,ପାଇକମାଲ,ଝାରବନ୍ଧ ଓ ଗାଇସିଲାଟ ଅଞ୍ଚଳରେ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ଅଞ୍ଚଳରେ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି । ରାତି ସାରା ବର୍ଷା…