Sign in
Sign in
Recover your password.
A password will be e-mailed to you.
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍
ନୂଆଗାଁ/ସୁବ୍ରତ ପରିଡା: ରାଜ୍ୟ ସରକାରଙ୍କ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ନୟାଗଡ ଜିଲ୍ଲାପାଳ ଙ୍କ ଚିଠି ଅନୁସାରେ ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ବ୍ଲକ୍ ଶିକ୍ଷାଧିକାରୀ ପ୍ରସନ୍ନ କୁମାର…
ବିଜେପୁର ରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ।
ବିଜେପୁର(ଶାସକପ୍ରଶାସକ) -ବରଗଡ଼ ଜିଲ୍ଳା ବିଜେପୁର ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଆଜି ବିଜେପୁର ମଧ୍ୟ ପଡ଼ା ଠାରେ ଶୁଭ ସ୍ତଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସଦସ୍ୟ ଜିତେନ୍ଦ୍ରିୟ ମେହେର କର୍ତା ଦାୟିତ୍ୱ ସମ୍ପାଦନ କରିଥିବା ବେଳେ…
ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ
ଜାଲ ସାର୍ଟିଫିକେଟଧାରୀ ଶିକ୍ଷକମାନଙ୍କ ଚିହ୍ନଟୀକରଣ ଏବଂ କାର୍ଯ୍ୟାନୁଷ୍ଠାନ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି, ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତ୍ୱରିତ, ନାସ୍ ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀଙ୍କ ପ୍ରସ୍ତୁତି ଉପରେ ଗୁରୁତ୍ୱ
ଭୁବନେଶ୍ୱର (ଶାସକ…
ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ବିପିୟୁଟି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ…
ସୁନ୍ଦରଗଡ (ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ତୃତୀୟ ଦିନରେ ବିପିୟୁଟି କ୍ୟାମ୍ପସ୍ ପରିସରରେ ନିର୍ମାଣାଧୀନଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର ସମୀକ୍ଷା କରିଥିଲୋ ଧାର୍ଯ୍ୟ…
ବିିଭିନ୍ନ ନଦୀରେ ଜଳ ପ୍ରବାହ ଓ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା ନେଲେ ଜଳ ସଂପଦ ପ୍ରମୁଖ ଶାସନ ସଚିବ
ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା…
ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ : ଏନସିସିରେ ସୁଧାର ପାଇଁ ଗଠିତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ନିଯୁକ୍ତ
କମିଟିରେ ଧୋନି, ମହିନ୍ଦ୍ରା, ରାଠୋର ଓ ସହସ୍ରବୁଦ୍ଧେ ଆଦି ରହିଛନ୍ତି ସଦସ୍ୟ
ନୂଆଦିଲ୍ଲୀ: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)କୁ ଅଧିକ ପ୍ରାସଙ୍ଗିକ ତଥା ତାହାର ଗଠନମୂଳକ ପୁନର୍ବିନ୍ୟାସ ପାଇଁ ଆବଶ୍ୟକ ସଂଶୋଧନ ଆଣିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ…
ବନେଇକେଲାରେ ଅପରିଚିତ ଅସହାୟା ମହିଳା
ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ - ଦୁଇଦିନ ହେବ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନେଇକେଲା ଗ୍ରାମରେ ଜଣେ ଅପରିଚିତ ଅସହାୟା ମହିଳା ଘୁରି ବୁଲୁଛନ୍ତି | ସେ କାହା ସହିତ ଠିକରେ କଥାବାର୍ତ୍ତା ହେଉନାହାନ୍ତି କି ତାଙ୍କୁ ତାଙ୍କ ଠିକଣା, ପରିଚୟ ପଚାରିଲେ ମଧ୍ୟ ସଠିକ ଭାବରେ କିଛି କହୁନାହାନ୍ତି |…
ପିଡିଏସ ଚାଉଲ ନ ଦେବାରୁ ଯୋଗାଣ ସହାୟକଙ୍କୁ ଘେରିଲେ ଗ୍ରାମବାସୀ ।
ପଦ୍ମପୁର(ଶାସକପ୍ରଶାସକ)-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଏ ଭିତରେ ପାଳିତ ହୋଇଯାଇଛି ଏବର୍ଷ ମରୁଡ଼ି ପରିସ୍ଥିତି ଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ଲୋକେ ନୂଆଁଖାଇ ପାଳନ କରିଛନ୍ତି । ନୂଆଁଖାଇ ଆଗରୁ ସରକାର ଙ୍କ ତରଫରୁ ୩ମାସର ମାଗଣା ଚାଉଳ ସମସ୍ତ ହିତାଧିକାରୀ ଙ୍କ ପାଇଁ ଯୋଗାଇ…
ବନ ବିଭାଗ ପକ୍ଷରୁ ଶାଳ ପଟା ଜବତ
କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗ ପକ୍ଷରୁ ୬ ଖଣ୍ଡ ଶାଳ ପଟା ଜବତ କରାଯାଇଛି । ରାତ୍ର ପେଟ୍ରୋଲିଂ କରିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଯୋଗେ କାଠ ନେଇ ଯାଉଥିବା ଦେଖି ପିଛା କରିବାରୁ ଜଗନ୍ନାଥ ମନ୍ଦିର ପାଖରେ କାଠ ଫିଙ୍ଗି ଦେଇ…
ସୋନାଲି ଖାନ୍ନା କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣ ପଶ୍ଚିମ ଏସିଆ ପାଇଁ ଉପସଭାପତି ଓ ଜେନେରାଲ କାଉନସେଲ ନିଯୁକ୍ତ
ନୂଆଦିଲ୍ଲୀ: କୋକା-କୋଲା ଇଣ୍ଡିଆ ସୋନାଲି ଖାନ୍ନାଙ୍କୁ କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣ ପଶ୍ଚିମ ଏସିଆ ପାଇଁ ଉପ ସଭାପତି ଓ ଜେନେରାଲ କାଉନସେଲ ଭାବେ ନିଯୁକ୍ତି ଦେଇଛି । ସୋନାଲି ଉକ୍ତ ପଦବୀରେ ପୂର୍ବରୁ ଥିବା ଅଞ୍ଜୁଲି କେଲୋଟ୍ରାଙ୍କ ସ୍ଥାନ ନେଉଥିବାବେଳେ ଅଞ୍ଜୁଲିଙ୍କୁ ବିଶ୍ୱସ୍ତରୀୟ ଦାୟିତ୍ୱ…