ଫାର୍ମାଶିଷ୍ଟଙ୍କ ସଚେତନ ବାର୍ତ୍ତା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଶାକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ୧୦୮ର ଜରୁରୀ ସେବା ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସର ଫାର୍ମାଶିଷ୍ଟ ବିଦ୍ୟାଧର ସାହୁ ସମସ୍ତ ଆଶାକର୍ମୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା , ୧୦୮ ସହିତ ଯୋଗାଯୋଗ , ମେଲେରିଆ ଜ୍ୱର ଦୂରୀକରଣ ନିମନ୍ତେ ପଦକ୍ଷେପ ଓ ରୋଗୀର ଯତ୍ନ ନିମନ୍ତେ ତ୍ୱରିତ ଆଶୁ ଚିକିତ୍ସା ସମ୍ବନ୍ଧରେ ଉପସ୍ଥିତ ଆଶାକର୍ମୀ ମାନଙ୍କୁ ବୁଝାଇବା ସହିତ ସଚେତନ କରାଇଥିଲେ।

Leave A Reply

Your email address will not be published.