Sign in
Sign in
Recover your password.
A password will be e-mailed to you.
ଜଳଦ ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନର ନିଯୁକ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) :ତାମିଲନାଡୁର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ଆଜି ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ…
୬୩ ବର୍ଷୀୟ ଧନୁ ବସିବେ ଆମରଣ ଅନଶନରେ : ଆବାସ ଟଙ୍କା ଦେବାରେ ପ୍ରଶାସନ ର ଟାଳଟୁଳ ନୀତି
ପଦ୍ମପୁର(ଶାସକ ପ୍ରଶାସକ)- ଗରିବ ଅସହାୟ ଲୋକ ଯେଉଁ ମାନଙ୍କ ମାଟି ଘର ଅଛି ଅଥବା ପକ୍କାଘର ନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହେଉ ଅବା ବିଜୁ ପକ୍କା ଘର ଯୋଜନାରେ ପକ୍କାଘର ଯୋଗାଇ ଦେଉଛନ୍ତି । ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତୀ ଅଞ୍ଚଳର ଝାରବନ୍ଧ ବ୍ଳକର ବଲାଙ୍ଗୀର…
ଗ୍ରୀନ୍ ୱାର୍ଲଡ ପକ୍ଷରୁ ଅଭିଯାନ “ମିଶନ ଗ୍ରୀନ୍” : ଏକାମ୍ର କଲେଜରେ ଚାରା ରୋପଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ସବୁଜିମା ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଦିଗରେ ନିରବଛିନ୍ନ କାର୍ଯ୍ୟ କରିଆସୁଥିବା ଗ୍ରୀନ୍ ୱାର୍ଲଡ ପକ୍ଷରୁ ମିଶନ ଗ୍ରୀନ୍-୨୧ ଅନ୍ତର୍ଗତ ଏକାମ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ଚାରାରୋପଣ କାର୍ଯ୍ୟକ୍ରମ |…
ଓଡ଼ିଶା-ମୋ ପରିବାର ସହାୟତାରେ ନୂଆଦିଲ୍ଲୀରୁ ଓଡ଼ିଶା ଅଣାଗଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର
ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ ହେଲା ଶେଷକୃତ୍ୟ
ଭୁବନେଶ୍ୱର(ଶାସକ ପ୍ରଶାସକ) – ନୂଆ ଦିଲ୍ଲୀରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ନିଜ ଗ୍ରାମକୁ ପଠାଇଦିଆଯାଇଛି ।…
ଓମାନ୍ ରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର
ଓଡ଼ିଶା-ମୋ ପରିବାର ସହାୟତାରେ ଶେଷକୃତ୍ୟ ପାଇଁ ଜନ୍ମମାଟିକୁ ପଠାଗଲା
ଭୁବନେଶ୍ୱର(ଶାସକ ପ୍ରଶାସକ)– ଓମାନ୍ ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ…
ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର…
ଦିନ ଦିପହରେ ଯୁବତୀଙ୍କଠାରୁ 2ଲକ୍ଷ ଟଙ୍କା ଲୁଟ
ଆଠମଲ୍ଲିକ/ ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ କିଆକଟା ଠାରୁ ପ୍ରାୟ 2କିଲୋମିଟର ଦୂର ବୌଦ୍ଧ -ରେଢ଼ାଖୋଲ ରାସ୍ତା ତ୍ରିବେଣୀ ଛକ ଠାରେ ଆଜି ଦିନ ଦିପହରେ 2ଲକ୍ଷ ଟଙ୍କା ଲୁଟ ହୋଇଯାଇଛି I ସୂଚନା ମୁତାବକ ହଟୁଆପଡ଼ା ଗ୍ରାମର ମାଁ ଭଗବତୀ ସ୍ୱୟଂ ସହାୟକ ଦଳର ଦୁଇ ସଦସ୍ୟ ରେବତୀ ମହାଖୁଡ଼,…
ଅବକାରୀ ବିଭାଗର ଚଢ଼ାଉ, ଅଢେଇ କେଜି ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଅବକାରୀ ବିଭାଗ ପକ୍ଷରୁ ବୁଧବାର ସକାଳେ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥର ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ଚଢ଼ାଉ କରି ଏଢେଇ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ…
ଆଇଓସିଏଲ ପାଇପ ଲାଇନରୁ ତେଲ ଚୋରି ଉଦ୍ୟମ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ପାରାଦୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରୁ ଏହି ପାଇପ ଲାଇନରୁ ମଙ୍ଗଳବାର ତେଲ ଚୋରି ଉଦ୍ୟମ ହୋଇଛି। ସୋମବାର ରାତିରେ ଆଓସିଏଲ ପକ୍ଷରୁ ପାଇପ ଲାଇନ ଉପରେ ତାଙ୍କର…
ସରକାରୀ ନିୟମକୁ ଫୁ କରୁଛନ୍ତି ସ୍ଥାନୀୟ ପ୍ରଶାସନ !!!
ପଦ୍ମପୁର(ଶାସକପ୍ରଶାସକ)- ସବୁଜ ପରିବେଶ ସୁସ୍ଥ ପରିବେଶ ଏହି ବାର୍ତ୍ତା ନେଇ ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ତଥା ଉନ୍ନୟନ ମୂଲକ କାର୍ଯ୍ୟ ମାନ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ବୄକ୍ଷ ରୋପଣ କରୁଛନ୍ତି । ଇଟା ମାଫିଆ ମାନେ ଗଛ କାଟି ମାଟି ଇଟା ତିଆରି କରି ପରିବେଶ…