Sign in
Sign in
Recover your password.
A password will be e-mailed to you.
ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ତଥା ଆଗୁଆ ପେନସନ୍ ସେଟଲ୍ମେଣ୍ଟ ଦସ୍ତାବିଜ ପ୍ରଦାନ ସଭା ଅନୁଷ୍ଠିତ ]
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ଜୀବା କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରସିକରାଜପୁର ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ତଥା ଆଗୁଆ ପେନସନ୍…
‘ଜଗନ୍ନାଥ ଗ୍ରାଉଣ୍ଡ’ ତାଲିମପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଉତ୍ସବ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି):-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ‘ଜଗନ୍ନାଥ ଗ୍ରାଉଣ୍ଡ’ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଉତ୍ସବ ଲଳିତଗିରି ଓଳାଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ଗ୍ରାଉଣ୍ଡର ତାଲିମ ପ୍ରଶିକ୍ଷକ ଗୌତମ ଦାସଙ୍କ ସମେତ ସମସ୍ତ ଛାତ୍ର ଏହି…
ବିଜେପି ତରଫରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) -ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି…
ୱାର୍ଡ଼ ନଂ – ୨୫ରେ ସ୍ମାର୍ଟ କାର୍ଡ ବଣ୍ଟନ !
ଭୁବନେଶ୍ୱର : ଶୁକ୍ରବାର ଦିନ ୱାର୍ଡ ନମ୍ବର ୨୫ ଠାରେ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ରାଉତ ୱାର୍ଡ଼ ନମ୍ବର ୨୫ ର ୨୦୦୦ ରୁ…
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
ରାଉରକେଲା ( ବସନ୍ତ ଜେନା): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗେରଡିହି ଗ୍ରାମର ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଟାଙ୍ଗରଡିହି ଗ୍ରାମର ବାସିନ୍ଦା ଝୁମେର୍ ଓରାମ ନାମକ ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ତେବେ…
ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା
ରାଉରକେଲା (ବସନ୍ତ ଜେନା) ପ୍ରତ୍ୟେକ ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ…
ଭୀମପଡ଼ା ଗ୍ରାମରେ ବଡ଼ଦିନ ଓ ସୁଶାସନ ଦିବସ ପାଳିତ
ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ବ୍ଲକ ଫାସିଓଦା ପଞ୍ଚାୟତ ଭୀମପଡ଼ା ଗ୍ରାମରେ ପବିତ୍ର ଖ୍ରୀଷ୍ଟମାସ ଅବସରରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତିରେ ସୁଶାସନ ଦିବସରେ ପୂଜ୍ୟ ପୂଜା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
ଏଲଓସି କାର୍ଗିଲ କ୍ଳବର ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।
ବିଜେପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଗଠିଆପାଲି ଠାରେ ଏଲଓସି କାର୍ଗିଲ କ୍ଳବ ପକ୍ଷରୁ ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ସମାନ୍ନିତ…
ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦ୍ୱାରା ଚିଚିଣ୍ଡା ଗ୍ରାମରେ ନୂତନ ଆର.ଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ରାଞ୍ଜ ସେତୁର…
ସୋହେଲା(ଶାସକପ୍ରଶାସକ)-ଆଜି ଅପରାହ୍ନରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୋହେଲା ବ୍ଲକର ବାଉଁସେନମୁରା ପଂଚାୟତର ଚିଚିଣ୍ଡା ଗ୍ରାମରେ ଏକ ନୂତନ ଆରଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ଚିଚିଣ୍ଡା-ଗର୍ଭଣା ରାସ୍ତାର ରାଞ୍ଜ ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ…
ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ :ସମୀର ମହାନ୍ତି
‘ଅଟଳ ସମ୍ମାନ-୨୦୨୧’ ରେ ସମ୍ମାନୀତ ହେଲେ ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରା
ଭୁବନେଶ୍ୱର :୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର…