“୨୦୨୧-୨୨ ସୁଦ୍ଧା ରପ୍ତାନୀରେ ୧ ଲକ୍ଷ କୋଟିରେ ପହଂଚିବ ଓଡ଼ିଶା”

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବାଣିଜ୍ୟ ଉତ୍ସବ: ଆୟୋଜିତ ହେଲା ରପ୍ତାନୀକାରୀଙ୍କ ମହାସମ୍ମିଳନୀ ଭୁବନେଶ୍ୱର,(ଶାସକ ପ୍ରଶାସକ):ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍ଭେନ୍ସନ୍ ହଲଠାରେ ବାଣିଜ୍ୟ ଉତ୍ସବ ଆୟୋଜିତ…

ବାୟୁସେନାର ନୂତନ ମୁଖ୍ୟ ହେବେ ଏୟାର ମାର୍ଶଲ ଭି ଆର ଚୌଧୁରୀ |

ନୂଆଦିଲ୍ଲୀ : ଏୟାର ମାର୍ଶଲ ଭି ଆର ଚୌଧୁରୀ ହେବେ ବାୟୁସେନାର ନୂତନ ମୁଖ୍ୟ | ସେପ୍ଟେମ୍ବର ୩୦ ରେ ଏୟାର ଚିଫ୍ ମାର୍ଶଲ ଆର କେ ଭଦୌରିଆଙ୍କ ଅବସର ପରେ ଏୟାର ମାର୍ଶଲ ଶ୍ରୀ ଚୌଧୁରୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ।ଏୟାର ମାର୍ଶଲ ଭି ଆର ଚୌଧୁରୀ ବର୍ତ୍ତମାନ ଭାରତୀୟ…

ଦୀପାଙ୍କ ପ୍ରୟାସରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

ବରଗଡ଼ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତର କେଲଗାଁ ରୁ ଗୋଧନେଶ୍ୱର ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧପ୍ରାପ୍ତ ହେଉଥିଲା। ଉକ୍ତ ରାସ୍ତା ଦେଇ ବୀରମହାରଜପୁର, ରେଢ଼ାଖୋଲ, ବୌଦ୍ଧ ଅଞ୍ଚଳର ଲୋକେ…

ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଓ ଗେଟ୍ସ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର(ଶାସକ ପ୍ରଶାସକ) :କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମାଧ୍ୟମରେ ଓଡ଼ିଶା ସରକାର ଏବଂ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ମଧ୍ୟରେ ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଜୀବନଜୀବିକାର ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି…

ବଡ଼ ଡେଙ୍ଗିଲିଲି ଗ୍ରାମରେ ଉଲୁକା ବାଘଙ୍କ ସନ୍ଦେହଜନକ ମୃତ୍ୟ : ପୋଲିସର ତନାଘନା ।

କଲ୍ୟାସିଂହପୁର / ପ୍ରଦୀପ ଦଳାଇ: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଅଧିନସ୍ତ ବଡ଼ ଡେଙ୍ଗିଲିଲି ଗ୍ରାମରେ ଜଣ ଙ୍କ ର ମୃତ୍ୟ ହୋଇଥିବାର ଦେଖିବାକୁ ମିଳିଛି ସୂଚନା ଅନୁସାରେ ସୋମବାର ଦିନ ଉଲୁକା ବାଘ ନିଜ ଘରୁ ଟାଙ୍ଗିଆ, ଦାଆ ,ଡେକିଚି ଧରି ମାଂସ ରୋଷେଇ…

ବିଭିନ୍ନ ଅଭିଯାନ ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଓ କଲ୍ୟାଣର ପ୍ରସାର

ଯୋଡ଼ା,(ଶାସକ ପ୍ରଶାସକ) : ଯୋଡ଼ାର ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବାର ପ୍ରସାର ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିରେ ସାମିଲ ରହିଛି କ୍ଲିନିକ୍ ଓ ହସ୍ପିଟାଲ୍, ଭ୍ରାମ୍ୟମାଣ ମେଡିକାଲ୍ ଭ୍ୟାନ୍, ସ୍ୱାସ୍ଥ୍ୟ ଶିବିର, ପରିବାର…

ମୋବାଇଲ ନେଟୱର୍କ ସଂଯୋଗ ପାଇଁ ଉପଜିଲ୍ଲାପାଳ ଙ୍କୁ ଗୁହାରି କଲେ ବୋଡାସମ୍ବର ଗ୍ରାମବାସୀ ।

ପଦ୍ମପୁର(ଶାସକ ପ୍ରଶାସକ)-ବର୍ତମାନ ଯୁଗରେ ମୋବାଇଲ ବିନା ମଣିଷ ଚଲିବା କଷ୍ଟକର ହୋଇଯାଇଛି ସବୁ କାମରେ ମୋବାଇଲ ଓ ଇଣ୍ଟରନେଟରେ ବହୁଳ ବ୍ୟବହାର ହୋଇଛି ଏମିତିରେ ଯଦି ମୋବାଇଲ ରେ ନେଟୱର୍କ ନଥିବ କୌଣସି କାମ ହୋଇପାରିବନାହିଁ । ଏବେ କୋରୋନା ମହାମାରୀ ଯୋଗୁଁ ପ୍ରାୟତଃ ସବୁ ସରକାରୀ ଓ ବେସରକାରୀ…

ଆମ୍ ଆଦମୀ ପାର୍ଟି,ଗଜପତି ପକ୍ଷରୁ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଆନ୍ଧ୍ରସରକାରଙ୍କ ଓଡ଼ିଶାର ଗଜପତି ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡିକରେ ବେଆଇନ ଅନୁପ୍ରବେଶ ଓ ଅତ୍ୟାଚାର…

ଅଭିନବ ଉପାୟରେ କୋଇଲା ବୋଝେଇ ଟ୍ରକ ରେ ଗଞ୍ଜେଇ ଚାଲାଣ ।

ମାଲକାନଗିରି/ବି ମିନତୀ ପାତ୍ର:: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା। ଵିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନାର ଏସଆଇ କେ.ସାହୁଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ କରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକକୁ…

ଡଃ ନିତ୍ୟାନନ୍ଦ ମିଶ୍ର ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ)- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଭଦ୍ରକ ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ନିତ୍ୟାନନ୍ଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଅଛନ୍ତି । ଡଃ ମିଶ୍ର ଜଣେ ଛାତ୍ରବତ୍ସଳ, ବାଗ୍ମୀ, ସଂସ୍କୃତ…