Sign in
Sign in
Recover your password.
A password will be e-mailed to you.
ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ପୁରୀ ପ୍ରଶାସନ ପ୍ରସ୍ତୁତ
ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ
ପୁରୀ/ ଅନିମେଷ ପଟ୍ଟନାୟକ : ଆସୁଛି ବାତ୍ୟା ଗୁଲାବ । ସେଥିପାଇଁ ଆଗରୁ ପ୍ରସ୍ତୁତ ପୁରୀ ପ୍ରଶାସନ । ଶନିବାର sa ବାତ୍ୟାକୁ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଭର୍ଚ୍ୟୁଆଲ ମିଟିଙ୍ଗ୍…
ସୋଆରେ ଦୁଇ ଦିନିଆ ମେକାନିକାଲ୍ ଇଞ୍ଜିନିୟରିଂ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍ଭାନ୍ସେସ୍ ଇନ୍ ମେକାନିକାଲ୍…
ଓଡ଼ିଶାରେ ୨୫ଟି ଏଫପିଓ ଦାୟିତ୍ୱରେ ସୋଆ
ଭୁବନେଶ୍ୱର, : ନ୍ୟାସନାଲ ଏଗ୍ରିକଲ୍ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଫପିଓ) ମଧ୍ୟରୁ ୨୫ଟି ଏଫପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି ।ସୋଆ ପରିଚାଳିତ…
ଅକ୍ଟୋବର ୨ରୁ ନଭେମ୍ବର ୨ : ସଚେତନତା ଯାତ୍ରା ବଦଳରେ ଶ୍ରମଦାନ ଓ ସ୍ୱଚ୍ଛତା ପାଇଁ ଆହ୍ବାନ ଦେଲେ ନବୀନ
ଭୁବନେଶ୍ୱର : ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ମାସେବ୍ୟାପୀ ସଚେତନତା ଯାତ୍ରା ବଦଳରେ ଶ୍ରମଦାନ ଓ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ନବୀନ ପଟ୍ଟନାୟକ । ଆଜି ଦଳର ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଖୋଲା ଚିଠିରେ ବିଜେଡି…
ପଦ୍ମପୁର: ଅରିନ୍ଦମଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପଦ୍ମପୁର(ଶାସକପ୍ରଶାସକ)-ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ। କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ ସାମ୍ବାଦିକ…
ସାରା ରାଜ୍ୟରେ ପାଳିତ ହେଉଛି ୪ର୍ଥ ରାଷ୍ଟ୍ରୀୟ ପୋଷଣ ମାସ
ଆଇସିଡିଏସ୍ ପ୍ରକଳ୍ପଗୁଡ଼ିକରେ ପୁଷ୍ଟି ସଚେତନତା ପାଇଁ ବିବିଧ କାର୍ଯ୍ୟକ୍ରମ ଆୟୋଜନ
ଭୁବନେଶ୍ୱର(ଶାସକ ପ୍ରଶାସକ): ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ସୃଷ୍ଟି ପାଇଁ ସେପେଫମ୍ବର ମାସରେ ସମଗ୍ର ରାଜ୍ୟରେ ପାଳିତ ହେଉଛି ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସା ପୂର୍ବରୁ ମଧ୍ୟ ଅନୁଷ୍ଠିତ…
ଭିନ୍ନକ୍ଷମ ଙ୍କୁ ହୁଇଲଚେୟାର ପ୍ରଦାନ କଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପଲସାପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ସମାରପାଲି ଗ୍ରାମର ଦୁଇ ଦିବ୍ୟାଙ୍ଗ ଭାଇ ରମେଶ ସାହୁ ଏବଂ ହିମାଂଶୁ ସାହୁ ସ୍ୱର୍ଗତ ନାରାୟଣ ସାହୁ ଙ୍କ ଦୁଇ ପୁତ୍ର ଅଟନ୍ତି l ବୟସ ଜଣକର ୩୦ ବର୍ଷ ହେଲେ ଆଉ ଜଣକର ବୟସ ୨୧ ବର୍ଷ…
ଦିଲ୍ଲୀ ଚଲୋ ସମାବେଶରେ କର୍ମକର୍ତ୍ତା ମାନେ ଯୋଗଦେବାକୁ ନେଇ ଏ ଆଇ ୟୁ ଡବ୍ଲୁ ସିର ପ୍ରସ୍ତୁତି ବୈଠକ
ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ: ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଦିଲ୍ଲୀ ଠାରେ ଆୟୋଜିତ ଦିଲ୍ଲୀ ଚଲୋ ସମାବେଶ କୁ ଓଡିଶା ରାଜ୍ୟର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେବାକୁ ନେଇ ଆଜି ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ ଙ୍କ…
ଦଶ ଲକ୍ଷ ଟଙ୍କାର ଗଞ୍ଜେଇ ଜବଜ, ତିନି ଗିରଫ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକ ପାଟଣାଗଡ଼ ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇଥିଲେ ତାଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ପୋଲିସ କର୍ମଚାରୀ ମାନେ ପଦ୍ମପୁର…
“ବିଧାୟିକା କରୁଛନ୍ତି ମନମାନି, ଲୋକ ଓ ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଦେଉଛନ୍ତି ଜଳାଞ୍ଜଳି”
ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ବିଷ ଓଗାଳିଲା ଯୋଡ଼ା ବିଜେପି
ଯୋଡ଼ା/ଶାସକ ପ୍ରଶାସକ: ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ଏକଚାଟିଆ ମନୋବୃତ୍ତି ଆଉ ନିଜ କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ କରି ଆଜି ଯୋଡ଼ା ନଗର ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଏକ ସାମ୍ବାଦିକ…