ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଏହି ଉତ୍ସବରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ବ୍ଲକ ଅଧ୍ୟକ୍ଷ ହୃଦୟାନନ୍ଦ କହଁର, ଜିଲ୍ଲା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ସଂପାଦକ ଦେବନାଥ ଦଳବେହେରା, ସାଂସଦ ପ୍ରତିନିଧି ସାମନ୍ତ ଦିଗାଳ, ବ୍ଲକ ପୂବତ୍ତନ ସଭାପତି ସୁରେନ୍ଦ୍ର ପ୍ରଧାନ, ମହେନ୍ଦ୍ର କହଁର, ବିଧାୟକ ପ୍ରତିନିଧି ଜମେସ୍ ପ୍ରଧାନ, ମାଲିକା ପଡି ସରପଞ୍ଚ ସଚିଦାନନ୍ଦ ପ୍ରଧାନ, ଲିଙ୍ଗାଗଡ ସରପଞ୍ଚ ସସ୍ମିତା ପ୍ରଧାନ, କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ, ବ୍ଲକ ଛାତ୍ର ସଭାପତି ଛଟନ୍ ନାୟକ, ନଗର ସଂକ୍ଷାଲଘୁ ସଭାପତି ଏମ୍ ଡି ସାକିଲ୍, ବ୍ଲକ ସଂକ୍ଷାଲଘୁ ସଭାପତି ରଞ୍ଜନ ନାୟକ, ବିଧାୟକ ନଗର ପ୍ରତିନିଧି ପି.ରାଜାରାଓ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.