ରାଜ୍ୟ ସରକାରଙ୍କ ଦ୍ୱାରା ଅରିନ୍ଦମ ଦାସଙ୍କ ପରିବାରକୁୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା…

ଶୈଶବ ଯନ୍ତ୍ରଣା : ଜନ୍ମ ହେବା ୨ରୁ୩ ବର୍ଷ ମଧ୍ୟରେ ହେଉଛନ୍ତି ବିକଳାଙ୍ଗ ।

ଉଚ୍ଚ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କଲେ ପିତା । ମାଲକାନଗିରି / ବି ମିନତୀ ପାତ୍ର : ଅଭିଶପ୍ତ ଶୈଶବ ଜନ୍ମ ହେବା ୨ରୁ୩ ବର୍ଷମଧ୍ୟରେ ହେଉଛନ୍ତି ବିକଳାଙ୍ଗ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଠାରୁ ୨କିମି ଦୂରରେ ଥିବା ତାରିଣୀ ମନ୍ଦିର ପାଖ ତାରିଣୀ…

ଅଧିକାରୀ ମାନଙ୍କର ଅପାରଗତା ଓ ଦାୟିତ୍ବହୀନତା କାରଣରୁ ଆରମ୍ଭ ହୋଇପାରୁନାହିଁ ଅଫିସ

ରକ୍ଷଣାବେକ୍ଷଣ ନାମରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ବରଗଡ :- ରାଜ୍ୟ ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନେକ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ଠିକ ଭାବରେ ସରକାରୀ ସେବା ଯୋଗାଇବା ପାଇଁ ଓ ପ୍ରଶାସନକୁ ଲୋକଙ୍କର ନିକଟତର କରିବା ପାଇଁ ସରକାରଙ୍କର…

ଜାତୀୟ ସଂସ୍ଥା ଦ୍ୱାରା ଏସସି , ଏସଟି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ କମ୍ପୁଟର…

https://youtu.be/94WHAFmgJLg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ଜିଲ୍ଲା ଗଜପତିରେ ସାମ୍ପ୍ରତିକ ଇଲେକ୍ଟ୍ରୋନିକ୍ସ , ସୂଚନା , ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଜିଲ୍ଲାର ଅନୁସୂଚିତ ଜାତି , ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ-ଯୁବତୀ ମାନଙ୍କୁ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ତାତ୍ପର୍ଯ୍ୟ…

“ଚିଟଫଣ୍ଡ ଠକେଇ:ଅପରାଧି ସରକାର, ଅସହାୟ ଜମାକାରୀ”

ଭୁବନେଶ୍ୱର - ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବୀଥିଲା ଅପରାଧି ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ । କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପରସ୍ପର ହାତ ମିଳାଇ ଏହି ଉଭୟ ଲକ୍ଷରୁ ଓହରିଯାଇଛନ୍ତି । ଏହା ସ୍ପଷ୍ଟ ଭାବରେ ଅସାଧୁ କମ୍ପାନୀମାନଙ୍କ…

ପ୍ରାକୃତିକ ଦୁର୍ବିପାକର କ୍ଷତିପୂରଣ ଦାବିରେ ଚାଷୀଙ୍କ ତହସିଲ ଅଫିସ ଘେରାଉ ।

ବରଗଡ଼ : ମୁହଁରେ ମାକ୍ସ ହାତରେ ପ୍ଲାଗ କାର୍ଡ ଓ କାନ୍ଧରେ ନଙ୍ଗଳ ଧରି ପ୍ରାକୃତି ଦୁର୍ବିପାକର କ୍ଷତିପୂରଣ ମାଗୁଛି ଚାଷୀ । ମରୁଡି ପରେ ବନ୍ୟା ,ପ୍ରାକୃତିକ ଦୁର୍ବିପାକରେ ଚାଷୀର ଧାନ ଫସଲ ନଷ୍ଟ । କ୍ଷତି ପୁରଣ ଦାବୀରେ ରାଜ ରାସ୍ଥାରେ ଚାଷୀ । ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ତଥା ଚିର…

ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ହେଲ୍ପ ଡେସ୍କ କାର୍ଯ୍ୟକ୍ରମ ।

ପଦ୍ମପୁର(ଶାସକ ପ୍ରଶାସକ)-ଦ୍ବିତୀୟ ପର୍ଯ୍ୟୟ ର ପ୍ରଥମ ଦିନରେ +୨ ଏବଂ+୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମଲେଖାଇବା କୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ,ପଦ୍ମପୁର ଠାରେ ହେଲ୍ପ ଡେସ୍କ ର ଆୟୋଜନ କରାଯାଇଥିଲା । ନୂତନ ଭାବେ…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଗଜପତି ସାମ୍ବାଦିକ ପରିବାର ପକ୍ଷରୁ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶେଷରେ କ୍ୟାଣ୍ଡେଲ…

ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତ ପାଇଁ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ , ବ୍ୟାଙ୍କଗୁଡ଼ିକର ନଗଦ ଜମା ଅନୁପାତ ହ୍ରାସ

୧୬୪ତମ ଏସ୍ଏଲବିସି ବୈଠକ: ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି - ମନ୍ତ୍ରୀ ଶ୍ରୀ ପୂଜାରୀ ଭୁବନେଶ୍ୱର(ଶାସକ ପ୍ରଶାସକ):କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ…