Sign in
Sign in
Recover your password.
A password will be e-mailed to you.
ଓଡିଶା ମୋ ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ : ୬୦ ୟୁନିଟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ୍ ଠାରେ ଓଡିଶା ମୋ ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
କଳା କୄଷି ଆଇନ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ଭାରତ ବନ୍ଦ
ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆଜି…
ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର: ସ୍ଥାନୀୟ ଇନଷ୍ଟିଟ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜୀର ଅଡିଟୋରିୟମ ଠାରେ ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍ଏମଟି ନିର୍ଦ୍ଦେଶକ ପ୍ରଫେସର ଡ଼ ସୁଧାସତ୍ୱ ବାସୁ ସମସ୍ତ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ…
ବlତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲlପ୍ରଶାନର ବ୍ୟାପକ ପ୍ରସ୍ତୁତି l
ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ସରକାର ନୀୟମ ଅନୁଯାୟୀ ରନ୍ଧା ଖାଦ୍ୟ ଦିଆଯାଉଛି
ରାୟଗଡରୁ ସରୋଜ କୁମାର ସାହୁ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା "ଗୁଲାବ"କୁ ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ…
କଣ୍ଟେନରକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ ଜଣେ ଆହତ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ଚାରମାଳ ଡାକ୍ତରଖାନା ସମ୍ମୁଖରେ ରବିବାର ରାତି ୯ ଟା ବେଳେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟରୁ ଏକ ପିକ୍ଅପ୍ ଭ୍ୟାନ ଧକ୍କା ଦେଇଛି । ସୂଚନାଯୋଗ୍ୟ ଯେ ଚାରମାଳ ଡାକ୍ତରଖାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ…
ଭାରତୀୟ କିଷାନ ସଂଘ ରେଢ଼ାଖୋଲ ବ୍ଳକର ନୂତନ ଟିମ୍ ଘୋଷଣା
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରବିବାର ଭାରତୀୟ କିଷାନ ସଂଘ ରେଢ଼ାଖୋଲ ବ୍ଲକର ନୂଆ ଟିମ ଗଠିତ ହୋଇଛି । ଜିଲ୍ଲା ପ୍ରଭାରୀ ଜୟଶ୍ବର କର୍ଣଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ସଭାପତି ଭାବେ ରମେଶ ଚନ୍ଦ୍ର ରାୟ,…
ନିୟମିତ ରେଳଯାତ୍ରୀ ସଂଘ ପକ୍ଷରୁ ଗଣଧାରଣା
ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ -ଯାଜପୁର କେନ୍ଦୁଝର ରେଳଷ୍ଟେସନ ସାମ୍ମା ରେ ନିୟମିତ ରେଳ ଯାତ୍ରୀ ସଂଘ ପକ୍ଷରୁ ଆଜିସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଆବାହକ ପୁର୍ଣ୍ଣଚନ୍ଦ୍ର ଦାଶଙ୍କ ନେତୃତ୍ଵରେ ତିନିଦଫା ଦାବୀ ଯଥା:- ବନ୍ଦ ରହିଥିବା ସବୁତକ ପାସେଞର ରେଳ ଓ ମେମୁ ପ୍ରଚଳନ…
ପୁରେନା ଠାରେ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପୁରେନା ଗ୍ରାମସ୍ଥିତ ରାଜୀବ ଭବନ ଠାରେ ମାଁ ଠାକୁରଦେଇ କୃଷକ ସଂଗଠନ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶକୁ କୃଷକ ମାନଙ୍କ ଦୁଃଖ ସୁଖ ରେ ଭାଗନେଇ ଆସୁଥିବା ବୋଡାସମ୍ବର କୃଷକ…
ଦିବଂଗତ କଳାକାରରଙ୍କ ସ୍ମୁତି ଚାରଣ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନର କଳାକାର ମାନେ ସ୍ବର୍ଗତ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନ ଉପରେ ସ୍ମୁତିଚାରଣ କରିଥିଲେ l ଗତ ବର୍ଷ ଠିକ ଆଜିଦିନରେ ତା 26/9/20 ରିଖ କରୋନା ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ ହସ୍ପିଟାଲରେ ପ୍ରାଣତ୍ୟାଗ…
ଆସନ୍ତା କାଲି ପଦ୍ମପୁର ବନ୍ଦ ।
ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ପଦ୍ମପୁର ସହର…