Sign in
Sign in
Recover your password.
A password will be e-mailed to you.
ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସ୍କୁଲ ସାଇନିଂ ଷ୍ଟାର୍”ସଭା ଅନୁଷ୍ଠିତ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡର ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ "ସ୍କୁଲ ସାଇନିଂ ଷ୍ଟାର୍"ସଭା ଅନୁଷ୍ଠିତ ହୋଇଛି। ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକୃତିବନ୍ଧୁ ଶ୍ରୀ ଧିରେନ୍ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ…
ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ୍”ର ମୁକାବିଲା କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ…
https://youtu.be/HOyAtj5V1TA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବାରେ ଲାଗିଛି । ଆସୁଥିବା ଏହି ସାମୁଦ୍ରିକ ଝଡ଼ବାତ୍ୟାର "ଗୁଲାବ୍" ନାମକରଣ କରାଯାଇଛି । ଏହା କଳିଙ୍ଗପାଟଣା ଓ…
ଶ୍ରାଦ୍ଧବାର୍ଷିକୀରେ ରକ୍ତ ଦାନ ଶିବିର ଅନୁଷ୍ଠିତ।
ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲା ବଙ୍କସାହି ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିବେକାନନ୍ଦ ମହାନ୍ତି ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ତାଙ୍କ ବଙ୍କସାହି ସ୍ଥିତ ବାସଭନରେ , ବଙ୍କସାହି ଯୁବକ ସଂଘ ତରଫରୁ…
ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ପ୍ରଧାନ ବିଚାରପତି ଏନ.ଭି ରାମନା ରବିବାର ଦିନ ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ମତ ରଖିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନା | ଏହାସହିତ ଦେଶର ଆଇନ କଲେଜଗୁଡ଼ିକରେ ମଧ୍ୟ ଅନୁରୂପ ସଂରକ୍ଷଣ ଦାବିକୁ ବି ସମର୍ଥନ…
ଗୁଲାବ ବାତ୍ୟାକୁ ଦୃଷ୍ଟିରେ ରଖି କଲ୍ୟାଣୀ ଓ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଗ୍ରାମରେ ପ୍ରଶାସନର ସଚେତନା କାର୍ଯ୍ୟକ୍ରମ…
କଲ୍ୟାଣସିଂହପୁର/ ପ୍ରଦୀପ ଦଲାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରେଡ଼ ଜୋନ ରେ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଲ୍ୟାସିଂହପୁର ବ୍ଲକ ରେ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମ ଗୁଡ଼ିକ ଙ୍କୁ ତହସିଲ ପ୍ରଶାସନ…
ନୂଆଦିଲ୍ଲୀରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ ।
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ ।
୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ
ଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ…
ସରକାରଙ୍କ ଦ୍ୱାରା ଘୋଷିତ ଅତିରିକ୍ତ ୫୦ ଟଙ୍କା କୋଭିଡ ସହାୟତା ପାଇନାହାନ୍ତି ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗୁମାମାହା ଗ୍ରାମପଞ୍ଚାୟତର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଅତିରିକ୍ତ ୫୦ ଟଙ୍କା କୋଭିଡ ସହାୟତା ରାଶି ପାଇନ ଥିବା ଅଭିଯୋଗ ହୋଇଛି I ଗୁମାମାହା ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ…
ସ୍ବର୍ଗତ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାସୁମନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି I ଏହି ଶ୍ରଦ୍ଧାସୁମନ ଅର୍ପଣ ସଭାରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ,…
ଅରିନ୍ଦମଙ୍କ ଅକାଳ ବିୟୋଗରେ ମୋହନା ସାମ୍ଵାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ମୋହନା ସାମ୍ବାଦିକ ସଂଘ ପକ୍ଷରୁ "ଓ" ଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମୁଣ୍ଡଳୀଠାରେ ଓଡ୍ରାଫ ଟିମ ସହ ଗ୍ରାଭଣ୍ଡ…
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁନାଥ ଆୟାର ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ଚାଲିଥିବା ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରିକରଣ…