ଚାରପାଲି ପଞ୍ଚାୟତ ରେ କୋଭିଡ ଟୀକା କରଣ କ୍ୟାମ୍ପ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଦାବି।

ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ର ଏକ ପ୍ରତିନିଧିଦଳ କୋଭିଡ ଟୀକା କରଣ ସୁବିଧା ପାଇଁ ଚାରପାଳି ପଞ୍ଚାୟତ ରେ ଏକ କ୍ୟାମ୍ପ ତଥା ଜନ ସଚେତନତା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ପଦ୍ମପୁର ଉପଖଣ୍ଡ ର ବହୁ…

ଅବହେଳିତ “ଜଲତାର” ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହେବ କେବେ ?

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ :ଆଜି ବିଶ୍ଵବ୍ୟାପୀ ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ | ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ସହ ଅନେକ ପର୍ଯ୍ୟଟନ ସ୍ଥଳୀକୁ ଲୋକଲୋଚନକୁ ଆଣିବା ପାଇଁ ନିରନ୍ତର ପ୍ରକ୍ରିୟା ଜାରି ରହିଥିବା ଲୋକମାନଙ୍କୁ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନର ଗୁରୁତ୍ୱ…

ସ୍କୁଲ ରୂପାନ୍ତରୀକରଣ: ଓମ୍ବାଡିସି ପାଣ୍ଠିରୁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧ#କାରୀ ଉମାନାନ୍ଦୁରୀ ଏବଂ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ସିଧୁ

ଚଣ୍ଡିଗଡ :  ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂ ସିଧୁ | ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି |ପଦବୀରୁ ଇସ୍ତଫା ଦେଇଥିଲେ ବି ସେ ଦଳପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ତାଙ୍କ ଇସ୍ତଫା ପତ୍ରରେ…

ବୀମା ଜାଲିଆତି ଅଭିଯୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଉଛି ଗାଇସିଲାଟ ପୋଲିସ !!

ପଦ୍ମପୁର(ଶାସକପ୍ରଶାସକ)- ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ପାଇବା ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥାନ୍ତି । ହେଲେ ଚଲିତ ବର୍ଷ କିଛି ଅସାଧୁ ବ୍ୟକ୍ତି ଓ ଅସାଧୁ ସିଏସସି ମାନେ ମିଶି ଫସଲ ବୀମା ଟଙ୍କା ହଡ଼ପ କରିବା ପାଇଁ ଅନ୍ୟ ଲୋକଙ୍କ ଜମିରେ ଅନଲାଇନ…

ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦର୍ଯ୍ୟୋଧନ ବାରିକଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ପଞ୍ଝାରେ ପଡିଥିବା ସୂଚନା…

ବିରାଟ ବିସ୍ଫୋରଣ, ଚୁରମାର ବଳଙ୍ଗା ଥାନା

ପୁରୀ/ଅନିମେଷ ପଟ୍ଟନାୟକ : ବିସ୍ଫୋରଣରେ ଚୁରମାର ହୋଇଛି ବଳଙ୍ଗା ଥାନା । ବିଳମ୍ବିତ ରାତିରେ ଥାନା ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳି ଥିଲାଯେ, ଥାନାର ଛାତ ଉଡିଯିବା ସହ କାନ୍ଥବାଡ଼ ସବୁ ଭାଙ୍ଗି ମାଟିରେ ମିଶିଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ହେବ ପ୍ରଚଣ୍ଡ ଶବ୍ଦରେ…

ରାଜ୍ୟର ଚାଷୀମାନଙ୍କ ଆୟବୃଦ୍ଧି ସକାଶେ ଆୟୋଜିତ ହେବ କୃଷି କନକ୍ଳେଭ

ଆମନ୍ତ୍ରିତ ହେବେ ଦେଶର ବଡ଼ ବଡ଼ କଂପାନୀ ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷି କ୍ଷେତ୍ରରେ ଅଧିକ ନୂତନ ସମ୍ଭାବନା ସୃଷ୍ଟି ସହିତ କୃଷି ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରି ଚାଷୀଙ୍କ ଆୟବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ କୃଷି-କନକ୍ଳେଭର ଆୟୋଜନ କରାଯିବା ଏଥିରେ ଦେଶର କୃଷି ଉତ୍ପଦ ସହ ଜଡ଼ିତ…

କୋଭିଡ କଟକଣା : ଫିକା ପଡିଲା ଗୁଣୁପୁର ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣୁପୁର ବ୍ଲକ ପୁରୁଣା ଗୁଣୁପୁର ଠାରେ ମା ମାଣିକେଶ୍ବରୀ ମାଆଙ୍କ ପାରମ୍ପରିକ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହା ରାଜ ରାଜୁଡା ଅମଳରୁ ବହୁ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଯାତ୍ରା ଏଥର କୋଭିଡା କଟକଣା ପାଇଁ ଫିକା ପଡିଯାଇଛି | ୮ଦିନ…

ବଜ୍ରାଘାତରେ ୩ ମୃତ

ରେଢ଼ାଖୋଲ: ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଢିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ପଞ୍ଚାୟତ ବଡ଼ମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ…