Sign in
Sign in
Recover your password.
A password will be e-mailed to you.
ବୋଲଗଡ଼ରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ
ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ଗୋପବନ୍ଧୁ ଛକ ତହସିଲ ଅଫିସ ସମ୍ମୁଖରେ ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ଵାନରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ ହୋଇଯାଇଛି | କୃଷକ ସଂଗଠନ ତରଫରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥକୁ ଦିବା…
“ବିପଦର ବନ୍ଧୁ” ପକ୍ଷରୁ “ଗିଫ୍ଟ ଅଫ ଲାଇଫ” ସମ୍ବର୍ଦ୍ଧିତ
ବୁଗୁଡା : "ବିପଦର ବନ୍ଧୁ" ସଙ୍ଗଠନର ୪ ର୍ଥ ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ସଭା ଓ ରକ୍ତଦାନ ଶିବିର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ରକ୍ତ ସଂଗ୍ରହ କରି ଜୀବନସହ ସଂଘର୍ଷ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଜୀବନ ରକ୍ଷା କରିପାରୁଥିବା…
“ମୋ ସ୍କୁଲ୍ ଅଭିଯାନ’ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୮୮୭ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ
୧୨୩୮ ସ୍କୁଲରେ ନୂଆ ପ୍ରକଳ୍ପ, ଯୋଡ଼ିହେଲେ ଆଉ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ
ବାଲେଶ୍ୱର ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ଯାଜପୁର
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…
ସମ୍ବଲପୁରୀ ଭାଷା ସାହିତ୍ୟ ର “ରଞ୍ଜିତା” କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକ ପ୍ରଶାସକ)-ସମ୍ବଲପୁରୀ ଭାଷା ସାହିତ୍ୟ ର ଉନ୍ନତି ସକାଶେ ଗାଁ ଗାଁ ରେ ପ୍ରଚାର ପ୍ରସାର ପାଇଁ ଏକ ନୂତନ କାର୍ଯ୍ୟକ୍ରମ "ରଞ୍ଜିତା" ପଶ୍ଚିମ ଓଡ଼ିଶା ର ପ୍ରତି ଗାଁ ରେ ଭାଷା ସାହିତ୍ୟ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ କବି ବିନୋଦ ବୈକାର ଙ୍କ ବରିଷ୍ଠ ଉଦ୍ୟମ ରେ ପଦ୍ମପୁର ନିକଟସ୍ଥ…
ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଓ ସେବା ସମର୍ପଣ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୃତ୍ବରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ସ୍ଵାଧୀନତା ସଂଗ୍ରାମୀ ବର୍ଣ୍ଣି…
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା
" କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କରନ୍ତୁ ନାହିଁ।"
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ସୁପର ସ୍ପେସିଆଲିଟି (NEET SS) ପରୀକ୍ଷା 2021 ର ଢାଂଚାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ…
ସମ ଆଲଟିମେଟ ମେଡ଼ିକେୟାର ରେ ଫାର୍ମାସିଷ୍ଟ ଦିବସ ପାଳିତ
ଭୁବନେଶ୍ୱର: ସମ ଆଲଟିମେଟ ମେଡିକେୟାର ରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି |
ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଆର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରକାନ୍ତ ନାୟକ,…
ଶିକ୍ଷକ ଗ୍ରେଡେଶନରେ ଡିଇଓ ଯାଞ୍ଚ କରିଛନ୍ତି ତ ନକଲି ସାର୍ଟିଫିକେଟ
ବଲାଙ୍ଗୀର / ନିରୋଜ ମିଶ୍ର - ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷ୍ୟା ବିଭାଗ ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ନିମନ୍ତେ ଗ୍ରେଡେଶନ ଚାଲିଛି । ବହୁ ଶିକ୍ଷକ/ ଶିକ୍ଷୟତ୍ରୀ ଚାକିରି କାଳରେ ବିଭିନ୍ନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣ ପତ୍ର ଦାଖଲ…
ପାଟଣାଗଡ଼ରେ ମିଳିତ ଚାଷୀ ସଂଗଠନ,କଂଗ୍ରେସ ପକ୍ଷରୁ ପିକେଟିଂକରି ବିକ୍ଷୋଭ ପ୍ରଦର୍ଶନ
"ମିଳିତ କୃଷକ ସଂଗଠନର ଭାରତ ବନ୍ଦ ଡାକରା"
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ଜିଲ୍ଲା…
କେନ୍ଦ୍ରର ବି ଜେ ପି ସରକାରଙ୍କ କୃଷି,ଶ୍ରମିକ କଳା ଆଇନ ଓ ଜନ ବିରୋଧୀ ନୀତି ପ୍ରତିବାଦରେ ଭାରତ ବନ୍ଦ!
ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : କେନ୍ଦ୍ରର ବି ଜେ ପି ସରକାର ମହାମାରୀ କରୋନା ର ସୁଯୋଗ ନେଇ ସଂସଦ ରେ ଅଗଣତାନ୍ତ୍ରିକ ଭାବେ ବିନା ବିତର୍କରେ 3ଗୋଟି କୃଷି ଆଇନ ଓ 44 ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି ଶିଳ୍ପପତି ମାନଙ୍କ ପ୍ରରୋଚନା ରେ 4ଗୋଟି କୋର୍ଡ ରେ ପରିଣତ କରି ଦେଶରେ କୋଟି କୋଟି…