Sign in
Sign in
Recover your password.
A password will be e-mailed to you.
ଅଗ୍ରୱାଲ ସମାଜ ଦ୍ୱାରା ଅଗ୍ରସେନ ଜୟନ୍ତୀ ପାଳିତ
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ଅଗ୍ରୱାଲ ସମାଜ ଦ୍ୱାରା ଭଗବାନ ଶ୍ରୀ ଅଗ୍ରସେନ ମହାରାଜ ଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୋବିଡ଼ କଟକଣା ଭିତରେ ପାଳନ କରାଯାଇଥିବା ଏହି ଉତ୍ସବ ଅନ୍ୟ ବର୍ଷ ତୁଳନାରେ ଅତି ସାଧାରଣ ରହିଥିଲା…
ରକ୍ତଦାନ ଶିବିର ମାଧ୍ୟମରେ କ୍ରମାଗତ ଭାବରେ ଜନସେବା ଜାରି ରଖିଛି ଓଡିଶା ମୋ ପରିବାର :- ଭୋଜରାଜ ସିଂ ବରିହା
ଅତାବିରା ରେ ମେଗା ରକ୍ତଦାନ ଶିବିର ,144 ୟୁନିଟ ରକ୍ତ ସଂଗ୍ରହ
ରକ୍ତଦାନ କୁ ଯୁବସମାଜ , ସେବା ସହିତ କର୍ତ୍ତବ୍ୟ ବୋଲି ଭାବିବା ଉଚିତ :- ପ୍ରଦ୍ୟୁମ୍ନ ତ୍ରିପାଠୀ
ବରଗଡ :- ରକ୍ତଦାନ ହେଉଛି ଜୀବନ ଦାନ । ଆବଶ୍ୟକତା ସମୟରେ ରୋଗୀଙ୍କୁ ଯେମିତି ରକ୍ତ ପାଇଁ ଅସୁବିଧା ଭୋଗିବାକୁ ନପଡ଼େ ସେଥିପାଇଁ…
କରୋନାରେ ଉଜୁଡି ଯାଇଛି ବେପାର : ଅଂଟା ସଳଖି ଠିଆ ହେବା ବେଳକୁ ଜିଏସଟି ଚଢ଼ାଉ ଛନକା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଥିବା ଲକ୍ଷ୍ମୀ ବଜାର, ବନ୍ଧ ଛକ, ଗାନ୍ଧୀ ଛକ, ବରଳିନୀ ମାର୍କେଟ ରେ ଥିବା ଦୋକାନ ଗୁଡ଼ିକ ଆଜି ମଧ୍ୟାହ୍ନ ରୁ ହଠାତ ବନ୍ଦ ହୋଇଯାଇ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ଦୋକାନ ଗୁଡିକୁ ତାଲା ବାନ୍ଧି ସତେଯେମିତି…
ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପୁରୀ ଜିଲ୍ଲାର ଏଗାର ବ୍ଲକ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଆରମ୍ଭ
ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ
ବିକାଶ କାମରେ ସମର୍ଥନ ପୁରୀ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।
ପୁରୀ/ ବ୍ରହ୍ମଗିରି…
ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ରେଡିଓ କ୍ଲବ୍ ମିଟ୍ ଆୟୋଜିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବି୍ରଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି…
ଅଲ୍ ଓଡିଶା ମିଟର ରିଡର ଆସୋସିଏସନ୍ ପକ୍ଷରୁ ପଦ୍ମପୁରରେ ସାଧାରଣ ସଭା ଅନୁଷ୍ଠିତ ।
ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହରସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡିଶା ମିଟର ରିଡର୍ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ତପନ କୁମାର ଅଗସ୍ତି ସାଧାରଣ ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରଗଡ ଜିଲ୍ଲା ରେ…
ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ 37ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି I ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ…
ମେଡିକାଲ କଲେଜର ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ…
ଲକ୍ଷ୍ମୀପୁର ଖେରୀ ଘଟଣାକୁ ନିନ୍ଦା କରି ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟୀରୁ ବାଦ ପଡିଲେ ବରୁଣ ଓ ମାନେକା !
ନୂଆଦିଲ୍ଲୀ ; ଲକ୍ଷ୍ମୀପୁର ଖେରୀ ଘଟଣାକୁ ନିନ୍ଦା କରି ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟୀରୁ ବାଦ ପଡିଲେ ବରୁଣ ଓ ମାନେକା ! ଆଜି ପ୍ରକାଶିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟୀରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଓ ଓ ତାଙ୍କ ମା ମାନେକା ଗାନ୍ଧୀଙ୍କ ନାଁ ବାଦ ଦିଆଯାଇଛି |…