Sign in
Sign in
Recover your password.
A password will be e-mailed to you.
ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରେଳ ଷ୍ଟେସନ ପାର୍ଶ୍ୱରେ ଥିବା ସ୍ଥାନୀୟ ତାରା ତାରିଣୀ ମନ୍ଦିର ପରିସରରେ ଏକ କନ୍ୟା ସଚେତନତା କାର୍ଯ୍ୟକ୍ରମ ସହ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭକ୍ତିସଂଗୀତ ସମାରୋହ ଆୟୋଜିତ ହୋଇଥିଲା।…
ଚାନ୍ଦିପୁଟରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଠାରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଖଣ୍ଡ କାର୍ଯ୍ୟବାହ ବଙ୍ଗାଳି ଜାନୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତରଣୀସେନ ଦାସ ମୁଖ୍ୟ ଅତିଥି ଭାବେ…
ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ , ଅନୁଗୋଳର ସାଙ୍ଗଠନିକ ବୈଠକ
ଅନୁଗୋଳ/ ସନ୍ତୋଷ ମେହେର : ଅନୁଗୋଳ ଗୋପବନ୍ଧୁ ପାର୍କ ଠାରେ ଓଡିଶା ସରକାରୀ ଚୁକ୍ତଭିତ୍ତିକ କର୍ମଚାରୀ ମହାସଂଘ ଅନୁଗୋଳ ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଚୁକ୍ତଭିତ୍ତିକ କର୍ମଚାରୀଙ୍କ ଦାବି କୁ ହୃଦୟଙ୍ଗମ କରି କ୍ୟାବିନେଟ୍ ରେ ଏକ ଉତ୍ସାହ ପୂର୍ଣ୍ଣ ପଦକ୍ଷେପ…
ଓଡ଼ିଶାର ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ରଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର – ଦୀର୍ଘ ୨୦୦ ଏବଂ ୨୫୦ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇନଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ପକ୍ଷରୁ ଉଦ୍ୟମ କରାଯିବ ବୋଲି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମରେ…
ଅସୁସ୍ଥତା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ : ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଆଜି ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି | ଏହା ପୂର୍ବରୁ ୮୮ ବର୍ଷ ବୟସ୍କ କଂଗ୍ରେସ ଭେଟେରାନ ତଥା ରାଜ୍ୟସଭା ସଦସ୍ୟ ଡ଼ ସିଂ…
ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ…
ଭୁବନେଶ୍ୱର / ନବରଙ୍ଗପୁର,:ଓଡିଶା ରାଜ୍ୟ ଆଦିବାସୀ ବହୁଳ ରାଜ୍ୟ । ଓଡିଶାର ଆଦିବାସୀଙ୍କ ସାମୁହିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇଦେଉଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଆଦିବାସୀ ସମୁଦାୟଙ୍କ ବିକାଶକୁ…
କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା
ନୂଆଦିଲ୍ଲୀ/ଭୁବନେଶ୍ୱର– କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି | କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍)…
ଭଦ୍ରକ ଜିଲ୍ଲାରେ ମା ଦୁର୍ଗାଙ୍କର ପୂଜା ।
ଭଦ୍ରକ, ବ୍ଲକ (ସୀତାକାନ୍ତ ପାଢ଼ୀ):-ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଭଦ୍ରକ ସହର. ତେବେ କରୋନା କଟକଣା ପୂଜାର ମାହୋଲ କୁ ସମ୍ପୃନ୍ନ ଫିକା କରି ଦେଇଛି. ସବୁ ପୂଜା ମଣ୍ଡପ ର କର୍ମକର୍ତା ମାନେ କୋଭିଡ ନିୟମ କୁ ମାନି ମା ଦୁର୍ଗା ଙ୍କୁ ପୂଜାର୍ଚନା କରୁଛନ୍ତି. ଆଜି…
ଶିରିପୁର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର ଆହତ
କଲ୍ୟାସିଂହପୁର :ପ୍ରଦୀପ ଦଲାଇ/ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସିରିପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣା ସ୍ତଲରେ ବାଇକ ଚାଳକ ସୁଶୀଲ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକରେ ବସିଥିବା ଅଜିତ ମାଝୀ ଗୁରୁତର ଆହତ ହୋଇଛନ୍ତି । ଏହି ଯୁବକ ମାନେ…
ଖଡ଼ିଆଳ ରାଜପ୍ରସାଦ ପାଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପ୍ରସାଦ ରେ ପଟଖଣ୍ଡା ପୂଜା ପାଉଥିବା ବେଳେ ପବିତ୍ର ଦଶହରା ପର୍ବରେ ପଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଶ୍ଵିନ ମାସ ପବିତ୍ର ସପ୍ତମୀ ତିଥିରେ ପଟଖଣ୍ଡାଭେକ ପଳେଙ୍କିରେ ବିଜେ କରି ସେବେତ ଦ୍ଵାରା ଖଡ଼ିଆଳ…