ମଦର ଟେରେସା ସେବା ସଂଗଠନ ,ପକ୍ଷରୁ ଆଜାଦ କି ଅମୃତ ମହୋତ୍ସଵ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଉଦ୍ୟାନବନ୍ଧ ଠାରେ ମଦର ଟେରେସା ସେବା ସଂଗଠନ ପଣ୍ଡରାପଥର ,   ନେହେରୁ ଯୁବା କେନ୍ଦ୍ର ନୂଆପଡା ର ମିଳିତ ଆନୁକୂଲ୍ୟରେ କ୍ଲିନ୍ ଇଣ୍ଡିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଜି। ଆଜାଦ କି ଅମୃତ…

ଅଖୁଳ ଭାରତ କୃଷକ ମହାସଭା ତରଫରୁ କୃଷକ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଚଳିତ ମାସ ୧୨,୧୦,୨୦୨୧ କୃଷକ ମହାସଭା (AI.K.MI) ତରଫରୁ ଅଖୁଳ ଭାରତ କୃଷକ ମହାସଭା (AI.K.MI) ତରଫରୁ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡ ଠାରୁ ଉତ୍ତର ପ୍ରଦେଶର କୃଷକ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ସଂନ୍ଧ୍ୟା ୬,୦୦ ଘଟିକା ସମୟରେ ଏକ…

ଭଦ୍ରକରେ ପୁରୀ ଜଗନ୍ନାଥଙ୍କ ଜମି ଜବରଦଖଲ ମାମଲା ଅନେକ ;କାର୍ଯ୍ୟାନୁଷ୍ଠାନ ଶୂନ!

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ ; ଭଦ୍ରକ ଜିଲ୍ଲାରେ ଶ୍ରୀ ଜଗନ୍ନାଥ (ପୁରୀ) ମନ୍ଦିର ଜାଗାକୁ ଅନେକ ପ୍ରଭାବଶାଳୀ ଲୋକେ ମାଡି ବସିଛନ୍ତି । ଏହାକୁ ନେଇ ଅନେକ ଅଭିଯୋଗ ଓ ମାମଲା କୋର୍ଟ ଏବଂ ପୁରୀ ମନ୍ଦିର ପ୍ରଶାସକଙ୍କ ପାଖରେ ପଡିରହିଥିବା ବେଳେ କିଛି ହାତ ଗଣତି ମାମଲାକୁ ସମାଧାନ କରିବାକୁ ଧାଇଁ…

ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଜୟନ୍ତୀ ପାଳନ

ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ଲଢେଇ କରିଥିଲେ ରାଜମାତା : ପୁରନ୍ଦେଶ୍ୱରୀ ଭୁବନେଶ୍ୱର :ରାଜମାତା ଅତି ସରଳ ସ୍ୱଭାବର ଥିଲେ । ସମାଜ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ରାଜନୀତିରେ ସେ ଏକ ନୂଆ କିର୍ତୀମାନ ସ୍ଥାପନା କରିଥିଲେ । ରାଜମାତା ବଂଚିତ,…

ଓଡିଶା ମଧ୍ୟଦେଇ ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀ ବିଶେଷ ପର୍ଯ୍ୟଟକ ଟ୍ରେନ

ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍  ବିଜୟୱାଡା ଠାରୁ ୨୮ ନଭେମ୍ବରରୁ ଯାତ୍ରା ପ୍ରାରମ୍ଭ ଏବଂ ୮ ଡିସେମ୍ବର, ୨୦୨୧ ରେ ଯାତ୍ରା ଶେଷ  ୨୯ ନଭେମ୍ବର, ୨୦୨୧ ଦିନ ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର,…

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନଫ୍ଲାମେସନ । ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନଷ୍ଟିଟ୍ୟୁଟ…

ନୂଆପଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଏବଂ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା ରୁ ଯଶୋବନ୍ତ କୁମାର : ବିଭିନ୍ନ ଦାବି ନେଇ ନୂଆପଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ନୂଆପଡା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓବିସି ମଞ୍ଚର ଅଭିଯୋଗ ଅନୁଯାୟୀ ଭାରତ ବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା,…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ :ଝିଅକୁ କାନ୍ଧେଇ ୨କିମି ରାସ୍ତା ଚାଲି ଚାଲି ଗଲା ବାପା, ହେଲେ ବଞ୍ଚାଇ ପାରିଲାନି

ରେଢାଖୋଲ( ଅନିଲ କୁମାର ପୃଷ୍ଟି ) ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ , ଅସାବଧାନତା ଯୋଗୁଁ ଏହି କୁନି ଝିଅଟି ଏକ କୁଅରେ ପଡ଼ିଯାଇଥିଲା । ବହୁତ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରାଗଲା । ମେଡିକାଲ ନେବାପାଇଁ ତୁରନ୍ତ ଆମ୍ବୁଲାନ୍ସ ମଧ୍ଯ ଡକାଯାଇଥିଲା । ହେଲେ ଗାଁ କୁ ଯିବା ବାଟରେ ଏକ ନାଳ…

ଅଙ୍ଗନୱାଡି କେନ୍ଦ୍ରର ଦୂରବସ୍ଥା, ଯାତାୟାତ ପାଇଁ ନାହିଁ ବ୍ୟବସ୍ଥା

ନୂଆପଡା ରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରବସ୍ଥା।କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡା ବାସୀ ଅଭିଯୋଗ କରିଛନ୍ତି। ଆଜିକୁ ଦିର୍ଘଦିନ ହେଲା କାମପୁର ଗ୍ରାମ କନକପଡା…

ହିରାପୁର ବରଗଛ ଛକ୍ ଠାରୁ ଲେବଡି ଓ ଖିପ୍ରିମାଲ ରାସ୍ତା ଶୋଚନୀୟ

ନୂଆପଡ଼ା ରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତ ହିରାପୁର ବରଗଛ ଛକ୍ ଠାରୁ ଲେବଡି ଓ ଖିପ୍ରିମାଲ ରାସ୍ତା ଶୌଚନିୟ ଅବସ୍ଥା ରହିଥିବା ବେଲେ ପକ୍କା ରାସ୍ତା କରିବାକୁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି। ପ୍ରକାଶଯୋଗ୍ୟ ଯେ ସିନାପାଲି ବ୍ଲକ…