“ସାଉଥ୍ ସିଟି ହୋଟେଲ ଓ ବାର୍ କଣ କମିଶନରେଟ ପୋଲିସର ଆଇନ ଓ ନିୟମ ବାହାରେ ?”

ମନୀଷ ଅନୁରାଗ ହତ୍ୟାକାଣ୍ଡ ମାମଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ତଦନ୍ତ ପରିସରଭୁକ୍ତ ନକରିବାକୁ ନେଇ ବହୁ ସନେ୍ଦହ ସୃଷ୍ଟି ହୋଇଛି: ଦିଲୀପ ମଲ୍ଲିକ ଭୁବନେଶ୍ୱର :ରାଜଧାନୀ ସମେତ ସମଗ୍ର ରାଜ୍ୟରେ ହିଂସା, ହତ୍ୟାକାଣ୍ଡ, ନିଶା ବେପାର କାରବାର ଓ ବ୍ୟବହାର, ଚୋରୀ, ସାଇବର କ୍ରାଇମ୍, ନାରୀ…

ମୂଷାକଟା ଶିବମନ୍ଦିର ପରିସରରେ ଭାରତୀୟ କିଷାନ ସଂଘର ବୈଠକ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ମୂଷାକଟା ଶିବମନ୍ଦିର ପରିସରରେ ରବିବାର ଭାରତୀୟ କିସାନ ସଂଘ ରେଢ଼ାଖୋଲ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ବ୍ଳକ ସଭାପତି ରମେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଂଶାଜାଲ ,…

ପଦ୍ମପୁର ଆରବି ହାଇସ୍କୁଲ ରେ ପ୍ଲାଟିନମ ଜୁବଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲି କମିଟିର ଏକ ସମ୍ପ୍ରସାରଣ ବୈଠକ ବରିଷ୍ଠ ଉପସଭାପତି ଶ୍ରୀ ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ ପ୍ରଧାନ, ସଂପାଦକ ଡକ୍ଟର…

ଥାନାରେ ବାହାଘର

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଆଦର୍ଶ ଥାନାରେ ପ୍ରେମି ଯୁଗଳଙ୍କ ବିବାହ କରାଇଲେ ପଦ୍ମପୁର ଥାନା ଅଧିକାରୀ । ପଦ୍ମପୁର ସହରର ବଡ଼ବନ୍ଧ ପଡାର ନିଳମଣି ଗୁଣ୍ଡିଙ୍କ ଝିଅ ସୁବାଶିନୀ ଗୁଣ୍ଡି ଓ ପାଇକମାଲ ଥାନା ସୋଢାର ମାଧବ ପଟେଲଙ୍କ ପୁଅ ରମେଶ ପଟେଲଙ୍କ ସହ ବିବାହ କରାଇଛନ୍ତି ପଦ୍ମପୁର ଥାନା…

ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା……

ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨ ମାସ ପର ତାରିଖ ବରଗଡ : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ଆସୁଛି | ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବରଗଡ଼ ଜିଲ୍ଲାର ପ୍ରତିନିଧିମଣ୍ଡଳୀ

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲାର ଉନ୍ନତିମୂଲକ କାମ ପାଇଁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ବରଗଡ଼ ଜିଲ୍ଲାର ପ୍ରତିନିଧିମଣ୍ଡଳୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୄତ୍ବରେ ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ,…

ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ପାର୍ବଣ ବିଶେଷାଙ୍କ ଲୋକାର୍ପିତ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଣୀ ପତ୍ରିକା ଦୀର୍ଘ ୧୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଭଦ୍ରକରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଲୋକାର୍ପିତ ହୋଇଛି । ଏହି ସାରସ୍ୱତ ଉତ୍ସବରେ ପଣ୍ଡିତ…

ଭରତବାହାଲ: ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଥାନାରେ ଆତ୍ମସମର୍ପଣ

ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜୈନିକ ସ୍ଵାମୀ ନିଜର ସ୍ତ୍ରୀକୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି! ସୂତ୍ରରୁ ପ୍ରକାଶ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫)…

ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ

ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ଡ. ଦିଲ୍ଲୀପ ତିର୍କୀ ଭୁବନେଶ୍ୱର(ଶାସକ ପ୍ରଶାସକ): ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛିା ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମାହାଙ୍ଗାରେ ମେଗା ରକ୍ତଦାନ ଶିବିର : ପଞ୍ଚମ ପାଳି ସମ୍ମାନାର୍ଥେ ୫୦୧ୟୁନିଟ ରକ୍ତ…

ମାହାଙ୍ଗା/(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରାଜ୍ୟ ବ୍ୟାପି ପାଳିତ ହୋଇଯାଇଥିବା ବେଳେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶଶକ୍ରମେ ଏହି କାର୍ଯ୍ୟକ୍ରମ ଉତ୍ସାହର…