Sign in
Sign in
Recover your password.
A password will be e-mailed to you.
ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ
ଧର୍ମଶାଳା/ ପ୍ରଫୁଲ୍ଲ କୁମାର ସାହୁ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗାନ୍ଧୀଛକ ଠାରେ ବଡଚଣା ବ୍ଲକ ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଭାପତି ଧୁଳେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡଚଣା ବ୍ଲକର…
୭ ଜଣ ଦାଦନ ଶ୍ରମିକ ଉଦ୍ଧାର:ଜଣେ ଗିରଫ, ଅଟୋ ଜବତ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡକୁ ଦାଦନ ଗଡ କହିଲେ ଭୁଲ ହେବ ନାହିଁ। କାରଣ ଏହି ଅଞ୍ଚଳରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଆନ୍ତି !ରାଜ୍ୟ ସରକାର ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଦିଗରେ…
ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଗିରଫ
ଜେସିବି ଡ୍ରାଇଭର ଓ ରାତ୍ର ଜଗୁଆଳୀ ରାଜ ସାକ୍ଷୀ
ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ ହୋଇଥିବା ସୂଚନା ମିଳିଛି । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି…
ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷାର ଫଳ ଚୂଡ଼ାନ୍ତ: କୃତକାର୍ଯ୍ୟ ହେଲେ ୫୫୦…
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା କ୍ରୀଡ଼ା ଶକ୍ଷି କ ପଦବୀରେ ନିଯୁକ୍ତି ନିମନ୍ତେ ତା.୦୫/୧୦/୨୦୨୧ରିଖରେ ହୋଇଥିବା ଅନ୍ଲାଇନ୍ ପରୀକ୍ଷାର ଫଳ ଚୂଡ଼ାନ୍ତ ହୋଇଛିା ମୋଟ ୫୫୦ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ…
ପୂରଣ ହେବ ଖାଲିଥିବା ପଦବୀ, ସମସ୍ତ ପଦୋନ୍ନତିକୁ ଗୁରୁତ୍ୱ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ
ସ୍କୁଲ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ପ୍ରସ୍ତୁତି
ଜାତୀୟ ଆଚିଭମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି
ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ…
ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା : ପୂର୍ବଦଣ୍ଡାଦେଶ କାଏମ
୯ ଜଣ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୌରାଜଜ
ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ଗ୍ରାମପଂଚାୟତ ଅନ୍ତର୍ଗତ କିତୁମ ଗ୍ରାମରେ ହୋଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୯ ଜଣ ଅଭିଯୁକ୍ତଙ୍କ ଦଣ୍ଡାଦେଶକୁ କାୟମ ରଖିଛନ୍ତି…
ଶିକ୍ଷୟତ୍ରୀ ମମିତା ମେହେରକୁ ନ୍ୟାୟ ଦାବୀ କଂଗ୍ରେସର ବିକ୍ଷୋଭ
ଜିଲ୍ଲା କଂଗ୍ରେସ କମିଟି ଓ ମହିଳା କଂଗ୍ରେସ କମିଟି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ରାୟଗଡ(ସରୋଜ କୁମାର ସାହୁ) : ଜିଲ୍ଲା କଂଗ୍ରେସ କମିଟି ଓ ମହିଳା କଂଗ୍ରେସ କମିଟି ତରଫରୁ ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ…
ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି ଦିବସ
https://youtu.be/RiZqrqsVoDk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ୬୨ତମ ପୋଲିସ…
ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସିନାପାଲିରେ କ୍ୟାଣ୍ଡେଲ ଯାତ୍ରା
ନୂଆପଡ଼ାରୁ ଯଶୋବନ୍ତ କୁମାର : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା କୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା* କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟପ୍ରଦାନ ପାଇଁ ଦାବି କରାଯାଇଛି ।ଏ ନେଇ ସିନାପାଲି,ହାତିବନ୍ଧା ସହ ଆଖପାଖ…
ମମିତା ମେହେର ପ୍ରତି ଅମାନୁଷିକ ଘଟଣାରେ ମନ୍ତ୍ରୀ ଵହିଷ୍କାର, ମୁଖ୍ୟ ଅଭିଯୁକ୍ତ ଫାଶୀ ଦାବୀ କଲା ଦଳିତ ଅଧିକାର ମଞ୍ଚ
ନୂଆପଡ଼ାରୁ ଯଶୋବନ୍ତ କୁମାର: କଲାହାଣ୍ଡି ଜିଲ୍ଲା ମହାଳିଙ୍ଗ ଠାରେ ଥିବା ସନସାଇଁନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମେହେରଙ୍କୁ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଛି ।ଖଡ଼ିଆଳ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ ବେନର,ପୋଷ୍ଟର…