ପ୍ରସ୍ତାବିତ ଧଣ୍ଡାମୁଣ୍ଡା ଥାନାରୁ ଓଡ଼ିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ବାଦ ଦେବା ପାଇଁ ଦାବୀ ପତ୍ର

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ କାର୍ଯ୍ୟକଳାପ ବଢ଼ିଚାଲିଥିବା ଯୋଗୁଁ ବର୍ତ୍ତମାନ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ଗ୍ରାମରେ ଏକ ପୋଲିସ ଫାଣ୍ଡି ହେବାକୁ ଯାଉଛି! ସେଥିପାଇଁ ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡିଆପାଲି ଗ୍ରାମପଞ୍ଚାୟତର…

୨୦୨୧ ସେପ୍ଟେମ୍ବରରେ ସ୍ବାସ୍ଥ୍ୟସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି – ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ'…

ବାଇକ ଦୁର୍ଘଟଣା ରେ ଦୁଇ ଆହତ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଓଷାପଡା ଟାଉନସିପ ନିକଷ୍ଠିତ ରାସ୍ତାରେ ଆଜି ଅପରାହ୍ନ ରେ ବାଇକ ଧକାରେ ଜଣେ ଗୁରୁତ୍ୱର ଥିବା ବେଳେ ଆଉ ଜଣେ ଆହତ ହେଇଛନ୍ତି |ଆହତ ବ୍ୟକ୍ତି ମାନେ କାଶୀପୁର କାଶୀପୁର ଥାନା ଅନ୍ତର୍ଗତ ଡ଼ୁମେଲ ଗ୍ରାମର ଧବଲୁ ଗୌଡ଼…

କଂଗ୍ରେସରେ ସେବାର ସୁଯୋଗ ନାହିଁ :ସେବା କରିବାକୁ କଂଗ୍ରେସ ଛାଡିଲେ ପ୍ରଦୀପ

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ ଭୂବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ସମାହାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଏକାଦଶ ଶ୍ରେଣୀର ବିଜ୍ଞାନ , କଳା ଓ ଭୋକାସେନାଲର ଛାତ୍ରୀ ମାନଙ୍କୁ ସ୍ୱାଗତ ଉତ୍ସବ ପାଳନ କରି , କରୋନା କଟକଣା ଓ ସ୍ୱଚ୍ଛତା ରକ୍ଷା କରି ,…

ଟିକିରିରେ ଜହ୍ନି ଓଷା ଉଦଯାପିତ

ଟିକିରି ରୁ ବୈକୁଣ୍ଠ ଦୁରିଆ ;ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନି ଓଷା ଉଦଯାପିତ ହୋଇଛି । ସେହି ପରି ଟିକିରି ର ବେହେରା ସାହି ,ଗୋଉଡ ସାହି, ଦୁଡୁକାବାହଲ, କୁମାର ପୂର୍ଣ୍ଣମୀ ପୂଜା ପାଳିତ ହୋଇ ଯାଇଛି | ଆଶ୍ଵିନ ମାସ ପୂଣ୍ଣମା ତିଥିରେ କୁମାରୀ ମାନଙ୍କ ପାଇଁ ବଡ…

ଟି.ଗଣ୍ଡପାଲି ଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ପ୍ରଭାତି ମେହେର ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ…

ଲତାବାଞ୍ଜି ଜଙ୍ଗଲରେ ବଣୁଆ ହାତୀ ପଲ

ନୂଆପଡ଼ା ରୁ ଯଶୋବନ୍ତ କୁମାର: ଲତାବାଞ୍ଜି ଜଙ୍ଗଲରେ ବଣୁଆ ହାତୀ ପଲ ଦେଖିବାକୁ ମିଳିଛି | ଏହି ହାତୀ ଦଳରେ ୧୬ ଜଣ ଛୋଟ ଏବଂ ବଡ଼ ହାତୀ ଥିବା ବେଳେ ୩୫୩ ନଂମ୍ବର ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା | ବର୍ତ୍ତମାନ ଝିଙ୍କରୀପାଳିରେ ହାତୀ ପଲ ରହିଥିବା ଅନୁମାନ କରାଯାଉଛି | ବନ…

ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ

ବଲାଙ୍ଗୀର/ ନିରୋଜ ମିଶ୍ର: ବଲାଙ୍ଗୀର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ…

କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

ଧର୍ମଶାଳା /ପ୍ରଫୁଲ୍ଲ କୁମାର ସାହୁ : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଦୁଇ ଦିନିଆ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ , ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ,…