Sign in
Sign in
Recover your password.
A password will be e-mailed to you.
ଗନ୍ଧମାର୍ଦ୍ଦନ ପାରମ୍ପରିକ ବୈଦ ମହାସଂଘର ନୂଆଖାଇ ଭେଟ-ଘାଟ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କନ୍ଧରାଭଟ୍ଟା ଜଳମହାଦେବ ମନ୍ଦିର ଠାରେ ଗନ୍ଧମାର୍ଦ୍ଧନ ପାରମ୍ପରିକ ବୈଦ ମହାସଂଘ ତରଫରୁ ନୂଆଖାଇ ଭେଟ ଘାଟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ…
ମାଓବାଦୀ ନାରେ ଧମକ ଦେଇ ଟଙ୍କା ମାଗୁଥିବା ଅଭିଯୋଗ : ୨ ଅଭିଯୁକ୍ତ ଗିରଫ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହେଉଛି ଏକ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ସହ ମାଓ ପ୍ରବଣ ଅଞ୍ଚଳ ଭାବେବି ପରିଚିତ। ତେଣୁକରି ଏହି ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାହିଁକି ନା ବେଲେ ବେଲେ ଏଠାରେ ମାଓ ନାମରେ…
ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା,ଚାଉଳ ବସ୍ତାରେ ୩/୫ କିଲୋଗ୍ରାମ ଚାଉଳ କମ ଥିବା ଅଭିଯୋଗ
ନୂଆପଡ଼ାରୁ ଯଶୋବନ୍ତ କୁମାର : ଖାଦ୍ୟ ସୁରକ୍ଷା କୁ ଆଇନ ପ୍ରଣୟନ କରି ଖାଦ୍ୟ ସାମଗ୍ରୀ ବଣ୍ଟନ ହେଉଅଛି। ଖାଦ୍ୟ ସାମଗ୍ରୀ ରେ ଓଜନ କାମ ରହିଥିବା ଅଭିଯୋଗ । ଏହିବଭିଯୋଗ କୁ ଭିତ୍ତି କରି ତାର ସତ୍ୟା ସତ୍ୟ ତଦନ୍ତ ପାଇଁ ବସ୍ତା ଓଜନ କରାଯାଇଅଛି। ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ…
ସୁନାବେଡା ଅଭୟାରଣ୍ୟ ଚକୋଟିଆ ଭୁଞ୍ଜିଆ ଆଧିଷ୍ଠାତ୍ରୀ ସୁନାଦେଈ ଯାତ୍ରା ଅନୁଷ୍ଠିତ
ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ କୋଭିଡ କଟକଣା ମଧ୍ୟରେ ଦେବୀ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆୟୋଜିତ ହୋଇ ଯାଇଛି ।ଦେବୀଙ୍କ ଛତର ଗାଁ ପରିକ୍ରମା କରି ଥିଲା ।ଲିଙ୍ଗ ଗୁଡି ଠାରେ ଦେବୀଙ୍କ ବାର୍ଷିକ ହିସାବ ନିକାସ ହୋଇଥିଲା। ଏହି ଯାତ୍ରା…
ମମିତା ମେହେର ଘଟଣା : ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା ଯୁବମୋର୍ଚ୍ଚା
ନୂଆପଡ଼ାରୁ ଯଶୋବନ୍ତ କୁମାର: କଳାହାଣ୍ଡି ମହାଲିଙ୍ଗ ସ୍ଥିତ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ତାଙ୍କର ସ୍କୁଲ ମାଲିକ ଗୋବିନ୍ଦ ସାହୁ ଅପହରଣ କରିବା ସହ ଓ ଜୀବନ୍ତ ଜାଳି ଦେଇ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଉଚିତ ଦଣ୍ଡ ଦେବା ସହ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ…
ମମିତା ମେହେର୍ ହତ୍ୟା ଘଟଣା : ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର…
ନୂଆପଡ଼ାରୁ ଯଶୋବନ୍ତ କୁମାର: ମହାଳିଙ୍ଗ ସନ ସାଇନ ବିପବ୍ଲିକ ସ୍କୁଲ ଅଧ୍ୟକ୍ଷ ମମିତା ମେହେର ହତ୍ୟାକାଣ୍ଡରେ ସାମିଲ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ତଥା ମମିତା ମେହେର୍ ଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଦଳ ପକ୍ଷରୁ ଖଡ଼ିଆଳ ବ୍ଳକ ଛକ ଠାରେ…
ଗୋବିନ୍ଦଙ୍କୁ ଫାଶୀ ଦିଆଯାଉ-ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର
ବହୁ ଚର୍ଚ୍ଚିତ ମମିତାଙ୍କ ନିଖୋଜ ଘଟଣା ସିବିଆଇ ତଦନ୍ତ ଦାବୀରେ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦବୀରୁ ଇସ୍ତଫା ଦାବୀରେ କୋଶଲ ଯୁବ ସମନ୍ୱୟ ପକ୍ଷରୁ ପଦଯାତ୍ରା
ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି କୋଶଲ ଯୁବ ସମନ୍ୱୟ ସମିତି ।…
ବିଜେପିକୁ କଡା ଜବାବ ଦେଲେ ପ୍ରମିଳା ମଲ୍ଲିକ ଓ ରାଜ ଚକ୍ର
ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡି
ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ବିଜେପି
ପୀଡିତାଙ୍କୁ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦେବା ଚାହୁଁନି ବିଜେପି
ଭୁବନେଶ୍ୱର : ସମ୍ବେଦନଶୀଳ ଅପରାଧୀକ ମାମଲାକୁ…
ବିଜେପି ଛାଡିଲେ ବିଶ୍ୱ : ଶଙ୍ଖ ଫୁଙ୍କିବେ
ଭୁବନେଶ୍ୱର: ବିଜେପି ଛାଡିଛନ୍ତି ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ବରୀ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଜିଲ୍ଲା ପରିଷଦ ସଭ୍ୟ…
କାର ଭିତରେ ଯୁକ୍ତି ତର୍କ : ତା ଭିତରେ ହତ୍ୟା
ବଲାଙ୍ଗୀର(ଶାସକ ପ୍ରଶାସକ) : ଗୋଟେ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ବଙ୍ଗୋମୁଣ୍ଡ ଏସ,ଡ଼ି, ଜି,ଏମ ସେସନ କୋର୍ଟ ରେ ହାଜର କରାଯାଇଥିବା ବେଳେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଲୟ ପରିସରରେ ଉତ୍ତରାଂଚଳ ଡ଼ି, ଆଇ,ଜି,ଦୀପକ କୁମାର…