Sign in
Sign in
Recover your password.
A password will be e-mailed to you.
ପ୍ରାଧିକରଣଙ୍କ ଦ୍ବାରା ବିଭିନ୍ନ ଗ୍ରାମରେ ସଚେତନତା ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଗତ ୨-୧୦-୨୦୨୧ ଠାରୁ ଆରମ୍ଭ ହୋଇଥିବା ପାନ୍ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ୨୨-୧୦-୨୦୨୧ ରେ ଗଜପତି ଜିଲ୍ଲା ଆଇନ ସେବା…
ବାରଘରର ଲୋକଙ୍କର ଜୀବିକା ପାଇଁ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୧୮ ମସିହାର ତିତିଲି ମହାବାତ୍ୟାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ଥ ହୋଇଥିଲା ଏପରିକି ବାତ୍ୟା ଏବଂ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ ୧୬ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏହା ପରେ…
ପୁରୀ: ମୋ ସରକାର ସଂପର୍କିତ ବୈଠକ ଅନୁଷ୍ଠିତ
ପୁରୀ/ଅନିମେଶ ପଟ୍ଟନାୟକ; ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ସଂପର୍କିତ ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୋ ସରକାର ଅନ୍ତର୍ଗତ ଉପଲବ୍ଧ ସେବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।…
ରାୟଗଡ ଜିଲ୍ଲାପାଳଙ୍କ ରାମନଗୁଡା ଓ ଗୁଣପୁର ଗସ୍ତ : “ଫୋକସରେ ମଡେଲ ହାଇସ୍କୁଲ”
ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ଥ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଅଧୁନିକୀ କରଣ, ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ…
ବିଜେପିରେ ଯୋଗଦେଲେ ଯୁବନେତା କୁମୁଦ ସାହୁ ।
ପଦ୍ମପୁର(ଶାସକ ପ୍ରଶାସକ): ଭାରତୀୟ ଜନତା ପାର୍ଟିର ବିଚାର ଧାରା ମୋଦିଜୀଙ୍କ ବିକାଶ ମୂଳକ କାମ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦୃଢ ନେତୃତ୍ବରେ ଅନୁପ୍ରାଣିତ ହୋଇ ଦହିଗାଁ ପଞ୍ଚାୟତ ଦର୍ଲିଗୁଡା ଗ୍ରାମର ଯୁବ ନେତା କୁମୁଦ ସାହୁଙ୍କ ସମେତ…
ପୋଡ଼ାପାଳିରେ ମା ଗଜଲକ୍ଷ୍ମୀଙ୍କ ପୂଜା
ନୂଆପଡ଼ାରୁ ଯଶୋବନ୍ତ କୁମାର:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପୋଡପାଳି ଗ୍ରାମରେ ତା ୧୯/୧୦/୨୦୨୧ ରୁ ତା.୨୨/୧୦/୨୦୨୧ ପର୍ଯ୍ୟନ୍ତ ୨୪ ତମ ମାଁ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ଏହି ପୂଜାରେ କର୍ଭାଭାବରେ ପ୍ରହଲ୍ଲାଦ ଶବର ଓ ତାଙ୍କ ଧର୍ମ ପତ୍ନୀ ମମତା ଶବର,ପୂଜକ ଭାବେ…
ସମଗ୍ର ଭାରତରେ ୧୦୦ କୋଟି ଡୋଜ କୋଭିଡ ଟିକାଦାନ : କୋଭିଡ ଯୋଦ୍ଧାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଜି ଭାଜପା ପକ୍ଷରୁ ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ଆଜି ସେମାନଙ୍କ ପାଇଁ ଭାରତରେ ୧୦୦ କୋଟି ଡୋଜ କୋଭିଡ ଟିକା ଗ୍ରହଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ସମଗ୍ର ଦେଶରେ…
ଗର୍ଭବତୀଙ୍କୁ ୨ କି.ମି ଷ୍ଟ୍ରେଚରରେ ବୋହିଆଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର: ଆଗରୁ ଅନେକ ଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରିଥିବାର ବିଭିନ୍ନ ଦୃଷ୍ଟାନ୍ତ ଆମ ଆଖି ସାମ୍ନାକୁ ଆସିଛି । ନିକଟରେ ସମାନ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ, ଯେଉଁଠାରେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ…
ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର : ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି…
ଗୁଣୁପୁରରେ ପୋଲିସ ସହିଦ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣୁପୁର ଠାରେ ପାଳିତ ହୋଇଛି ପୋଲିସ ସହିଦ ସ୍ମୁତି ଦିବସ।ଏହି ବିଦ୍ୟାଳୟର ପୁରାତନ ଛାତ୍ର ବିରଗତି ପାଇଥିବା କେ. ପ୍ରହଲ୍ଳାଦ ରେଡ୍ଡି ଗଞ୍ଜାମ ଜିଲ୍ଲାର ରଘୁନାଥପୁର ଗ୍ରାମରେ ତା ୧୦.୦୭.୧୯୫୪ ରିଖରେ ଜନ୍ମଗ୍ରହଣ…