Sign in
Sign in
Recover your password.
A password will be e-mailed to you.
ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି ବିଜେପି: ବିଜେଡି
ଭୁବନେଶ୍ୱର: କାହିଁକି ଓଡିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି? ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଏହା ଅତି…
ଉଦଯାପିତ ହେଲା କୁମାରୀମାନଙ୍କ ୧ମାସବ୍ୟାପୀ ଜହ୍ନି ଓଷା ବ୍ରତ ।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ । ସେଥିରୁ ବାଦ୍ ପଡିନି ଗୁଣୁପୁର ର ଏସପିଗୁଡା, ହୋଉସିଙ୍ଗ ବୋର୍ଡ । ପ୍ରତି ପୁରପଲ୍ଲୀରେ ଗାଁ ଗାଁରେ ପାଳିତ ହୋଇ ଆସୁଅଛି ଜହ୍ନି ଓଷା…
ବିକାଶ ଏଠି ଫେଲ ମାରିଚି : ମଶାଣି ଗୃହ ଲାଗି ଦାବିକରି ଆସୁଥିଲେ ବି ପ୍ରଶାସନ ନିରବ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: କେନ୍ଦ୍ର ସରକାର ହେଉ ଅବା ରାଜ୍ୟସରକାର କହୁଛନ୍ତି ବିକାଶର କଥା।ବିକାଶ ସବୁଆଡେ ସବୁ ଦିଗରେ ଆଗେଇ ଚାଲିଛି।ହେଲେ ଏହି ବିକାଶ ନାରେ ଚାଲିଛି ବିନାଶ।ରାୟଗଡା ଜିଲ୍ଲା ଗୁଣୁପର ବ୍ଲକ ୧୧ ନମ୍ବର ୱାଡ଼ ପାଇକ ସାହିର ଲୋକଙ୍କ ନିମନ୍ତେଏକ ମଶାଣି ରହିଛି ବହୁବର୍ଷ…
ଆଉ ତିନି ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ତିନି ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି । ଏହା ଜୁଲାଇ 1, 2021ରୁ ଲାଗୁ ହେବ । ଏହାଦ୍ୱାରା 47.14 ଲକ୍ଷ କେନ୍ଦ୍ର ସରକାରି କର୍ମଚାରୀ ଓ 68.62 ଲକ୍ଷ ପେନସନ ଭୋଗି ଉପକୃତ ହେବେ । କେନ୍ଦ୍ର କ୍ୟାବିନେଟ ଏନେଇ ମଞ୍ଜୁରୀ…
ପାଇକମାଲ ଅଞ୍ଚଳରେ ବଢିବାରେ ଲାଗିଛି କୁଚିଆ ମଦଭାଟି
କୁଚିଆ ମଦଭାଟି ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି କୁଚିଆ ମଦଭାଟି। ପାଇକମାଲ ଅଞ୍ଚଳର ପ୍ରତ୍ୟେକ ଗାଁରେ ଗୋଟିଏ ଦୁଇଟି କୁଚିଆ ମଦଭାଟି ଖୋଲାଚାଲିଛି ।…
କାଳୀପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ : ବାଣ ବିକ୍ରି ଓ ବ୍ୟବହାର ସମ୍ପୁର୍ଣ୍ଣ ନିଷିଦ୍ଧ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଥିବା କାଳୀପୂଜା ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ…
ଗଜପତିର ଆଲୋକ ବୋଷ ଓ ରାୟଗଡା ଜିଲ୍ଲାର ବୋମାଲି କାନ୍ତା ରାଓଙ୍କୁ ପାରଳାଖେମୁଣ୍ଡିରେ ଭବ୍ୟ ସମ୍ବର୍ଦ୍ଧନା
https://youtu.be/13cEHogtDHo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାମିଲନାଡୁ ଚେନାଇର ମଦୁରାଇ ମଦୁରାଭୋୟାଲ–ସ୍ଥିତ "ପପୀ” ହୋଟେଲ ପରିସରରେ ଫିଉଚର କଲାମସ ବୁକ ଅଫ ରେକର୍ଡସ ଏବଂ ତାମିଲନାଡୁ ସ୍ଥିତ ଦି ୟୁନିଭରସାଲ ତାମିଲ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଗତ ୧୪ ତାରିଖ ଦିନ…
ପାଟକୁଲୁଣ୍ଡା ରେ ରକ୍ତଦାନ ଶିବିର ଅନୁଷ୍ଠିତ ।
ଝାରବନ୍ଧ/ ମନୋହର ଦାସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ପାଟକୁଲୁଣ୍ଡା ପଂଚାୟତ ରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ଏବଂ ଗ୍ରାମବାସୀ ଙ୍କ ତରଫରୁ ବିଧାୟିକା ରିତା ସାହୁ ଙ୍କ ନେତୃତ୍ୱ ରେ ଏକ…
କରୋନା କଟକଣା ମଧ୍ୟରେ ରାୟଗଡରେ ମା ଗଜଲକ୍ଷ୍ମୀ ପୂଜା
ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସହରରେ କୋଭିଡ କଟକଣା ମଧ୍ୟରେ ଚାଲିିଛି ମା ଗଜଲକ୍ଷ୍ମୀ ପୂଜା । କୋଭିଡ କଟକଣା ଯୋଗୁଁ ବିନା ଜାକଜମକରେ ଓ ବିନା ଆଲୋକସଜ୍ଜାରେ ଚାଲିଛି ମା ଗଜଲକ୍ଷ୍ମୀ ପୂଜାର୍ଚ୍ଚନା । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ରାୟଗଡା ସହରସ୍ଥିତ ନ୍ୟୁ କଲୋନୀ ଠାରେ ମା ଗଜଲକ୍ଷ୍ମୀ…
କାଶିପୁର ଆଦିବାସୀ ସମାଜ କଲା ଗର୍ଜ୍ଜନ :୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ସଂରକ୍ଷଣ ନଦେଲେ ଭୋଟ ବର୍ଜ୍ଜନ
କାଶିପୁର ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ
ରାୟଗଡ(ସରୋଜ କୁମାର ସାହୁ): ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ କାଶୀପୁର ବ୍ଲକରେ ଥିବା ୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ଯଦି ସଂରକ୍ଷଣ ନ ଦିଆ ଯାଏ, ତା ହେଲେ ୨୦୧୨ ମସିହା…