ଟେମରୀ ଗ୍ରାମରେ ଯୁବଗୋଷ୍ଠୀ ଦ୍ବାରା ସଫେଇ କାର୍ଯ୍ୟ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରି ଗ୍ରାମର ଯୁବ ଗୋଷ୍ଠୀଙ୍କ ମିଳିତ ଉଦ୍ୟମ ରେ ଏକ ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଯୁବଗୋଷ୍ଠୀ ଟେମରୀ ଗ୍ରାମର ସମସ୍ତ ଗଳିକନ୍ଦିର ଅଲିଆ ସଫା କରିଛନ୍ତି । ଏଥିରେ ଗୌରୀ ଶଙ୍କର ରଣା, ପ୍ରକାଶ ସିଂ, ମନଭଞ୍ଜନ ସିଂ…

ବିକାଶ ପ୍ରହସନ : ଉପାନ୍ତ ଅଂଚଳରେ କେବେ ଆରମ୍ଭ ହେବ ମୋବାଇଲ ସେବା !!!!

୪୦ହଜାରରୁ ଅଧିକା ଲୋକ ସେବା ରୁ ବଂଚିତ ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ବିଷମ କଟକ ଆଦିବାସୀ ଅଧ୍ୟୁଷିତ ବିଷମ କଟକ ବ୍ଲକର ଦୁର୍ଗମ ସାହାଡା ପଂଚାୟତ ର ଉନ୍ନତିରେ ବାଧକ ସାଜିଛି ମୋବାଇଲ ନେଟୱାର୍କ ସମସ୍ୟା । ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ,ମନ୍ତ୍ରୀ ,ସାଂସଦ,ବିଧାୟକ ଙ୍କ ନିକଟରେ…

ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର , ଗିରଫ ଓ ସିବିଆଇ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର , ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ଗଜପତି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍ ପି କାର୍ଯ୍ୟାଳୟ ଘେରାଉ କରାଯାଇଛି। ଗୁୁୁରୁବାର ଦିନ…

ପରିବା ଦର ଆକାଶ ଛୁଆଁ ।

ପଦ୍ମପୁର(ଶାସକପ୍ରଶାସକ)-ହାଣ୍ଡି ଶାଲକୁ ଏବେ ମହଙ୍ଗା ମାଡ। ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ସାଧାରଣ ଲୋକ ଅତିଷ୍ଠ ହୋଇ ଯାଇଥିବାବେଳେ ଏଵେ ଆକାଶ ଛୁଆଁ ପରିବା ଦର ଖାଉଟି ଙ୍କ ଚିନ୍ତା ବଢାଇ ଦେଇଛି।ଦୁଇ ଶହ ଟଙ୍କାର ପରିବା କିଣିଲେ ବ୍ୟାଗରେ ଅଧା ମଧ୍ୟ ହେଉନାହିଁ। କାର୍ତ୍ତିକ ମାସ ଆସିଥିବାରୁ…

ଓଡ଼ଗାଁ ଏନଏସିରୁ ଜବର ଦଖଲ ଉଚ୍ଛେଦ: ଗୋଚର ଏବଂ ଜଙ୍ଗଲ ଜମି-୨ ନିଷିଦ୍ଧାଚଂଳ ଘୋଷଣା

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ତହସିଲ ଓ ଏନଏସି ପ୍ରଶାସନ ଦ୍ୱାରା ଆଜି ସକାଳ ୧୦ ସମୟରେ ଓଡ଼ଗାଁ ଏନଏସି ଏବଂ ବ୍ଳକ ଅଂଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ଦଖଲ ହୋଇଥିବା ଜାଗାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାରିଙ୍ଗୀ ମୈାଜାକୁ ଲାଗି ଦଲକ ମୈାଜାରେ ରହିଥିବା ପ୍ରକଳ୍ପ…

“ବେଆଇନ ଦଖଲ ମୁକ୍ତ ହେଉ ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ର”

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ରୋଡ ମୁଖଦେଶ ବାମ ପାଶ୍ୱର୍ରେ ଅବସ୍ଥିତ ଓଡ଼ଗାଁ ମୈାଜାର ୨୨୨୮/୨୭୧୭-୦ ଏ.୧୦ ଡେସିମିଲି ଓ ୨୨୨୮/୨୯.୧୧-୦ ଏ. ୪ ଡେସିମିଲି ଜାଗାରେ ସ୍ଥାପନ ହୋଇଥିବା ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ରକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଓଡ଼ଗାଁ…

୨୯ରେ ଭୁବନେଶ୍ୱରରେ ପହଁଚିବ ବିଜୟ ମଶାଲ : ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ।

୩୧ରେ ରବିନ୍ଦ୍ର ମଣ୍ଡପଠାରେ ହେବ ସାସ୍କୃତିକ କାର୍ଯ୍ୟକ୍ରମ । ନଭେମ୍ବର ୫ରେ ପୁରୀ ସମୁଦ୍ରକୂଳରେ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ ,୬ରେ ବାଲେଶ୍ୱର ଅଭିମୁଖେ ଯାତ୍ରା । ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି…

ଦଳ ବିରୋଧୀ କାମ ପାଇଁ ନିଲମ୍ବିତ ହେଲେ ଶୈଳେଶ ଦାନୀ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦଳ ବିରୋଧୀ କାମ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ବିଜୁ ଜନତା ଦଳର ଶୈଳେଶ ଦାନୀ | ସମ୍ବଲପୁରର ଯୁବ ନେତା ଶ୍ରୀ ଦାନୀଙ୍କୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବିତ କରାଯାଇଥିବା ବିଜୁ ଜନତା ଦଳର ସାଧାରଣ…

କୋରେକ୍ସ ଜବତ, ଜଣେ ଗିରଫ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ଠାରୁ ଷାଠିଏ ବୋତଲ କୋରେକ୍ସ ସିରପ ଜବତ କରିଛି।ପ୍ରତି ବୋତଲ ଶହେ ଏମ ଏଲ ବିଶିଷ୍ଟ ।ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ଆଜି ପାଟ୍ରୋଲିଂ କରୁଥିବା ସମୟରେ ଚିନ୍ଦାଗୁଡ଼ା ଗ୍ରାମ…

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି…