Sign in
Sign in
Recover your password.
A password will be e-mailed to you.
ଉଦାସୀନ ପାଟଣାଗଡ଼ ବ୍ଲକ ପ୍ରଶାସନ : ଶୋଷ ମେଣ୍ଟାଇବା ଲୋକ ଶୋଷଣର ଶିକାର..
"ଛୁଆର ନିମନ୍ତେ ଆଣିଲି ଆହାର, ଆହାର ଗିଳିଲା ଛୁଆକୁ, ହରିହେ ଦୁଃଖ ଜଣାଇବି କାହାକୁ"
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖରାଦିନେ ବାଟୋଇ ତଥା ପଥଚାରି ମାନଙ୍କ ପାଇଁ ଜଳଛତ୍ର ମାନ ଖୋଳିବାକୁ ବ୍ଳକ ଜରିଆରେ ପଞ୍ଚାୟତ ମାନଙ୍କୁ ଆଦେଶ ଦେଇଛନ୍ତି। କିନ୍ତୁ…
ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲା ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ
ଜି ଉଦୟଗିରି (ଶାସକ ପ୍ରଶାସକ) : ପଞ୍ଚାୟତିରାଜ, ପାନୀୟ ଜଳ, ଗୃହନିର୍ମାଣ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣିଗାଁ…
ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମର ୧୫ତମ ସଂସ୍କରଣ ପାଇଁ ପଞ୍ଜୀକରଣ ଆରମ୍ଭ
ଭୁବନେଶ୍ୱର: ଅନ୍ଲାଇନ୍ ଫର୍ମାଟରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମର ୧୫ତମ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଏହା ଓଡ଼ିଶାର ସମସ୍ତ ବିଦ୍ୟାଳୟର ୬ଷ୍ଠରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହି ମର୍ଯ୍ୟଦାଜନକ ଏବଂ ବହୁ ପ୍ରତୀକ୍ଷିତ ବାର୍ଷିକ…
ଭଦ୍ରକ ଜିଲ୍ଲା ପରିଷଦର ଏକାଦଶ ବୈଠକ ଅନୁଷ୍ଠିତ
ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲାପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,…
୭ଦଫା ଦାବି ଜଣାଇଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ
ଦାବି ପୁରଣ ନହେଲେ ନଭେମ୍ବର ୧ ରୁ ଜଳ ଯୋଗାଣ ବନ୍ଦ କରିବାକୁ ଚେତାବନୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ୧୯୯୫ ମସିହା ଠାରୁ ସରକାରଙ୍କ ପକ୍ଷରୁ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଅପରେଟର ମାନଙ୍କୁ ନିଯୁକ୍ତି ଦିଆଯାଇଛି । ମାସିକ ୨ ହଜାରଟଙ୍କା ପାରିଶ୍ରମିକରେ ଦିନକୁ ୮ ଘଣ୍ଟା ପରିଶ୍ରମ…
ନୀରବତା ଭାଙ୍ଗିଲେ ଦିବ୍ୟଶଙ୍କର
"ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ ଖାଉଛି, ମୋର ସାମାନ୍ୟତମ ସମ୍ପର୍କ ନାହିଁ"
ପ୍ରମାଣିତ ହେଲେ କେବଳ ମନ୍ତ୍ରୀପଦରୁ ଇସ୍ତଫା କଣ, ରାଜନୀତି ଛାଡ଼ିଦେବି
ତିନୋଟି ଗଣମାଧ୍ୟମ ମୋତେ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଅପଚେଷ୍ଟା କରିଛନ୍ତି'
ଭୁବନେଶ୍ୱର : ମମିତା ମେହେର…
ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ ,ବୀର ଯବାନମାନଙ୍କ ସମ୍ମାନରେ ସ୍ଲୋଗାନରେ ମୁଖରିତ ପରିବେଶ ।
୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) :୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ…
ମମିତା କୁ ନ୍ୟାୟ ଦେବା ପାଇଁ ବିଜେପୁର ଭୁଲିଆ ମେହେର ସମାଜ ର ଶୋଭାଯାତ୍ରା ଓ ତହସିଲଦାରଙ୍କୁ ଦାବୀ ପତ୍ର
ପଦ୍ମପୁର(ଶାସକପ୍ରଶାସକ) - ସାରା ରାଜ୍ୟରେ ରେ ଚହଲ ପକାଇଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ କୁ ନେଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ର ସଭାପତି…
ପୁଲିସ ଉପରୁ କମୁଛି ସାଧାରଣ ଜନତାଙ୍କ ଭରସା
ଘୁ.ଉଦୟଗିରି/ ଗଗନ ପ୍ରଧାନ :କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉ ଥିବାର ଅଞ୍ଚଳରେ ମତ ପ୍ରକାଶ ପାଇଛି I ଏଇ କିଛି ମାସ ହେବ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଅପରାଧୀ ବେଶ ସକ୍ରିୟ ହୋଇ ସଫଳ ମଧ୍ୟ ହେଉ ଥିବା ଅଞ୍ଚଳ…
ଏସିସି ସିମେଣ୍ଟ ପକ୍ଷରୁ କଣ୍ଟ୍ରାକଟର ଓ ଇଂଜିନିୟର ମାନଙ୍କର ଟ୍ରେନିଂ କ୍ୟାମ୍ପ ।
ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ୧୯୩୬ ମସିହାରୁ ଦଶଜଣିଆ ପାର୍ଟନର ମିଳିତ ହୋଇ ଆରମ୍ଭ କରିଥିଲେ Accociate Cement Company (ACC) | ଏହି ସିମେଣ୍ଟ କମ୍ପାନୀ ଆଜି ଭାରତରେ ନିଜର ସୁନାମ ଆଣିବା ସହିତ ୮୫ ବର୍ଷରେ ପଦାର୍ପଣ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ଅନେକ ସଂଘର୍ଷ କରିଥିବା ବେଳେ…