Sign in
Sign in
Recover your password.
A password will be e-mailed to you.
ଚକ୍ରଧର ସାହୁଙ୍କ ଉପନ୍ୟାସ ” ତୁ ମୋ ଭାଗ୍ୟ ଆକାଶର ପହିଲି କିରଣ” ଲୋକାର୍ପିତ
ବାଲେଶ୍ୱର (ଶାସକ ପ୍ରଶାସକ) : "ସୁବର୍ଣ୍ଣଶ୍ରୀ ପ୍ରକାଶିନୀ " ଆନୁକୂଲ୍ୟରେ ଔପନ୍ୟାସିକ ଚକ୍ରଧର ସାହୁଙ୍କ ଉପନ୍ୟାସ " ତୁ ମୋ ଭାଗ୍ୟ ଆକାଶର ପହିଲି କିରଣ" ଲୋକାର୍ପିତ ହୋଇଯାଇଛି | ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ କାଳିପଦ ପଣ୍ଡାଙ୍କ ସଭାପତିତ୍ୱରେ ବାଲେଶ୍ୱର ସ୍ଥିତ ଫାଣ୍ଟାସି ହୋଟେଲ…
ସମସ୍ୟାରେ ସନ୍ତୁଳିତ ଖାରିଗୁମା ବାସୀ : ରାସ୍ତା ଓ ପାଣି ସମସ୍ୟା ଉତ୍କଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ୧୨ କିମି ଦୂରରେ ଅବସ୍ଥିତ ଖାରିଗୁମା ଗ୍ରାମ। ଏଠି ସାଧାରଣତଃ ଆଦିବାସୀ ଓ ଅନ୍ୟ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ରହିଥିବା ୪ଟି ସାହି ଶବର ସାହି, କୁଇ ସାହି, ଓଡ଼ିଆ ସାହି ଓ ଦଳିତ ସାହିର ମୋଟ…
ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜ ସମ୍ପାଦକ…
ବୋଡେ଼ନ ସାପ୍ତାହିକ ବଜାର ଠାରେ କ୍ଲିନ୍ ଇଣ୍ଡିଆ , ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯକ୍ରମ ଅନୁଷ୍ଠିତ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାର ଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେ଼ନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…
ପତିଆଲପଡା ଶିବମନ୍ଦିର ଠାରେ ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ସମନ୍ଧେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଞ୍ଚାୟତ ଅନ୍ତର୍ଗତ ପତିଆଲପଡା ଶିବମନ୍ଦିର ରାସ୍ତା ଠାରୁ ଖଇରପଦର ରାସ୍ତା ଉଦନ୍ତୀ ନଦୀ ମୁହାଣରେ ବିଜୁସେତୁ ନିର୍ମାଣ କରାଯିବା ନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ…
ଅଜଣା ରୋଗରେ ପିଡିତ ଗଙ୍ଗାବାଳି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
୭୦ବର୍ଷ ବୟସର ବାପା ସାଜିଛନ୍ତି ସାହାଭରସା
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡା ର ଗଙ୍ଗାବାଳି ମାଝି (୩୫) ଅଜଣା ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ରେ ମାସ ମାସ ଧରି ପଡି ରହିଛନ୍ତ। ଚିକିତ୍ସା…
ବିରିଘାଟ ଗ୍ରାମର ତିନି ଛକ ନଳକୂପ ଅଚଳ, ମରାମତି ନେଇ ଦାବୀ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ତିନି ଛକ ଠାରେ ଏକ ନଳକୂପ ରହିଅଛି। ଦୀର୍ଘ ୧୦ ଦିନ ହେବ ନଳକୂପ ଅଚଳ ହେବା କାରଣ ରୁ ଗ୍ରାମବାସୀ ମାନେ ନାହଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ନଳକୂପ…
ମାହାଙ୍ଗା : ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରସ ଦଳର କର୍ମୀ
ମାହାଙ୍ଗା (ଶାସକ ପ୍ରଶାସକ) : ଆଜି ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତରୁ ୩୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରସ ଦଳର କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି | ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ…
ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ସରୁ ଠାରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି I ଏହି ଗ୍ରାମ ଦେବତା ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୋଇ ଥାଏ I ପରମ୍ପରା ଅନୁସାରେ…
ବିଦାୟ ନେଲେ ମା ଗଜଲକ୍ଷ୍ମୀ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ବାବୁଲି ନଗରରେ ବିବିଏନ ପୁଜା କମିଟି ତରଫରୁ ସାତଦିନ ଧରି ଚାଲୁରହିଥିବ ମା ଗଜଲକ୍ଷ୍ମୀ ପୂଜା ଆଜି ଶେଷ ଦିନ ରେ ପହଞ୍ଚିଛି ଏହି ଶେଷ ଦିନ ଅବସରରେ ରୀତିନୀତି ଅନୁସାରେ ପୁଜା ପାଠ ଆଳତୀ ହୋମ କରି ସମସ୍ତଙ୍କର ମଙ୍ଗଳ କାମନା କରି କୋରାନ ମହାମାରୀକୁ…