ସରକାରଙ୍କ ମାଳ ମାଳ ଯୋଜନା ଭିତରେ ବି ଅବହେଳିତ , ଟିକେ ଶୁଣନ୍ତେନି ପ୍ରଶାସନ !!

ଭଙ୍ଗା କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତି ଙ୍କ ଜୀବନ ପଦ୍ମପୁର(ଶାସକପ୍ରଶାସକ)-ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ର ଚିଖିଲି ଗ୍ରାମ ରେ ଏକ ଜରା ଯିର୍ଣ କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତି ଙ୍କ ଜୀବନ। ବୃଦ୍ଧ ଘରନୁ ସାହୁ (୭୧) ତାଙ୍କ ସ୍ତ୍ରୀ…

କିସରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ ଉଦ୍‍ଘାଟିତ

କ୍ରୀଡ଼ାରେ ବିନିଯୋଗ ହିଁ ଯୁବଗୋଷ୍ଠୀ ପାଇଁ ବିନିଯୋଗ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଫିଫା ଓ କିସ୍‍ର ମିଳିତ ସହଯୋଗରେ ବୁଧବାର କିସ୍‍ରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ରେ ଉଦ୍‍ଘାଟନ କରିଛନ୍ତି । ସମଗ୍ର ବିଶ୍ୱରେ ପ୍ରଥମ ଥର…

ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଶପଥ ପାଠ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ତିରଞ୍ଜନ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ପାଠ ଉତ୍ସବକୁ ଜିଲ୍ଲା ଆଇନ ସେବା…

ପୁରୀ-ପାଟନା ବିଶେଷ ଟ୍ରେନ ଚଳାଚଳକୁ ଆହୁରି ଏକ ମାସ ପାଇଁ ବୃଦ୍ଧି କରାଗଲା

ଭୁବନେଶ୍ୱର : ଯାତ୍ରୀ ମାନଙ୍କ ଚାହିଦା ଓ ଦାବିକୁ ଦୃଷ୍ଟିରେ ରଖି 08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲର ସେବା ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।ପୁରୀରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨ଘ.୫୫ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ…

‘ଆଇନ ତା ନିଜ ବାଟରେ ଯାଉନାହିଁ’: ବିଜେପି

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିଥିବା ପ୍ରତିନିଧି ଦଳର ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର:ଅପରାଧୀ ଏବଂ ଅପରାଧ ତତ୍ୱଙ୍କୁ ନେଇ ପରିଚାଳିତ ରାଜ୍ୟ ସରକାରା କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆର୍. ବି.ଏସ୍. କେ ତରଫରୁ ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକାଦଶ…

ବେଲପଡ଼ା;ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଦ୍ମାଳୟା ଜ୍ବେଲର୍ସରୁ ଚୋରି ହୋଇଥିବା ଇତିମଧ୍ୟରେ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି!ପ୍ରକାଶ ଥାଉକି, ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଧୁମାଭଟା ଗାଁର ଆଦିତ୍ୟ କୁମାର ଵୁଡେକ ପିତା ଗୌରାଙ୍ଗ ବୁଡେକ ନିଜ…

ଡିସେମ୍ବର ୧ରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲା

ପୁରୀ/ ଅନିମେଶ ପଟ୍ଟନାୟକ : ପୁରୀବାସୀଙ୍କ ପାଇଁ ଆସିଲା ନୂଆ ନିୟମ । ଡିସେମ୍ବର ପହିଲାରୁ ପୂର୍ବ ଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ । ବିଭିନ୍ନ ସଂଗଠନର ଉଦ୍ୟମ ଫଳରେ ବୁଧବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା…

ଦୁର୍ନୀତି ନିବାରଣ ସମ୍ପର୍କିତ ବକ୍ତୃତା

ବଡ଼ବିଲ (ଶାସକ ପ୍ରଶାସକ):କେନ୍ଦୁଝର ଜିଲ୍ଲା ବଡବିଲସ୍ଥିତ ଜେ ଏମ ଏଫ ସି କୋର୍ଟ ପରିସରରେ ମଙ୍ଗଳବାର ଅପରାହ୍ନରେ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଯୁବ ଆଇନଜୀବୀ ଓ କୋର୍ଟ…