Sign in
Sign in
Recover your password.
A password will be e-mailed to you.
ବକେୟା ପାଉଣା ଦାବିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ ସର୍ଗିବାହାଲ ରେ ଥିବା ମାଁ ସମଲେଶ୍ଵରୀ ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟ ସରକାର ଙ୍କ ତରଫ ରୁ ମହାମାରୀ କରୋନା ସମୟରେ ନିରିହ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଆଜି ପର୍ଯ୍ୟନ୍ତ ସେମାନେ ଖର୍ଚ୍ଚ କରିଥିବା…
ବାଇକ ଲୁଟେରାଙ୍କୁ ଧରିଲା ଗୁଣୁପୁର ପୁଲିସ : 22 ଟି ଚୋରି ବାଇକ ଉଦ୍ଧାର, 6 ଗିରଫ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ଏକ ବଡଧରଣର ବାଇକ ଲୁଟେରା ଗ୍ୟାଙ୍ଗ କୁ ଧରିଛି ଗୁଣୁପୁର ପୁଲିସ । ଗତ ଏକ ମାସ ଧରି ଗୁଣୁପୁର ପୁଲିସର ନିଦ ହଜେଇ ଦେଇଥିଲେ ବାଇକ ଲୁଟେରା । ପ୍ରତିଦିନ ପୁଲିସ ଆଖିରେ ଧୂଳିଦେଇ ସହରର ଗଳି କନ୍ଦି ରୁ ଚୋରି କରି ନେଉଥିଲେ ହରେକ ରକମର ବାଇକ୍ । ପୁଲିସ ଏକ…
ବିଜେଡି ଓ ବିଜୁ ଶ୍ରମିକ ସାମୁଖ୍ୟରେ ସାମିଲ ହେଲେ ବହୁସଂଖ୍ୟାରେ ଶ୍ରମିକ କର୍ମଚାରୀ
ବିଶିଷ୍ଟ ଶ୍ରମିକନେତା ନବକିଶୋର ମହାନ୍ତିଙ୍କ ନେତୃତ୍ୱରେ ସିପିଏମ୍ ସଂଗଠନ ଛାଡି ସାମିଲ ୪୨ଟି ଟ୍ରେଡ୍ ୟୁନିୟନର ହଜାରରୁ ଉର୍ଦ୍ଧ ଶ୍ରମିକ, କର୍ମର୍ଚାରୀ ବିଜେଡି ଓ ବିଜୁ ଶ୍ରମିକଙ୍କ ସାମୁଖ୍ୟରେ ଯୋଗଦାନ
ଭୁବନେଶ୍ୱର: ଭୁବନେଶ୍ୱରର ୪୨ଟି ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଟ୍ରେଡ୍ ୟୁନିୟନର ପ୍ରୟ ଏକ…
ନୃସିଂହନାଥ କଲା ପରିଷଦ ଦ୍ବାରା ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବରଗଡ଼ /ପାଇକମାଲ (ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ପାଇକମାଲ ର ସର୍ବ ପୁରାତନ ନୃସିଂହନାଥ କଲାପରିଷଦ ର ଏକ ସାଧାରଣ ବୈଠକ ନୃସିଂହନାଥ ଚାରା ରୋପଣ କେନ୍ଦ୍ର ପରିଷରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୌଠକ ରେ ନୃସିଂହନାଥ ମନ୍ଦିର ର ବିଚାରପତି ସୁବୋଧ ପଣ୍ଡା ସଭାପତିତ୍ୱ କରି ଏହି ପୁରୁଣା…
ଖଡ଼ିଆଳ ପୋଲିସ ପକ୍ଷରୁ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର,ଏକ ବସ ଅଟକ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଦ୍ବାରା ଏକ ଦାଦନ ଶ୍ରମିକ ଚଳାନ ହେଉଥିବା ଗାଡିକୁ ଅଟକ କରିଥିଲେ। ୪୮ ଜଣ ଦାଦନ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି। ସେଥିମଧ୍ୟରୁ ୩୯ ଜଣ ବୟସ୍କ ଦାଦନ ଶ୍ରମିକ ରହିଥିବା ବେଳେ ୯ ଜଣ ଶିଶୁ ରହିଥିବା…
ସଡ଼କ ଦୁର୍ଘଟଣା, ଜୁନାପାଣି ଗ୍ରାମ ନିକଟରେ ଅଜଣା ଗାଡି ଧକ୍କା ଯୁବକଙ୍କ ମୃତ୍ୟୁ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରକିଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଜୁନାପାଣି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଗୁରୁତ୍ବର ଆହତ। ଆହତ ଅବସ୍ଥାରେ ପ୍ରତ୍ୟୁଷ ପଟ୍ଟନାୟକ, ଭିକି, ୪୦ ବୟସ, ଖଡ଼ିଆଳ ୱାର୍ଡ ନଂମ୍ବର…
ସିନାପାଲି ରେ ୨୧ ଦିନର ଶିଶୁ କରୋନା ରେ ଆକ୍ରାନ୍ତ, ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଅଞ୍ଚଳରେ କରୋନା ର ପୁନଃ ପ୍ରବେଶ କୁ ନେଇ ଆତଙ୍କ ଦେଖାଦେଇଛି। ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ…
ମାଁ ସମଲେଶ୍ଵରୀ ଟ୍ରଷ୍ଟ କମିଟି ଗଠନ ସଭା
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଫୁଲଚି ଗ୍ରାମ ମାଁ ସମଲେଶ୍ଵରୀ ଶକ୍ତିପୀଠ ଠାରେ ନୂତନ ଭାବେ ମାଁ ସମଲେଶ୍ଵରୀ ଟ୍ରଷ୍ଟ କମିଟି ଗଠନ ସଭା ହୋଇଯାଇଛି। ସଭାରେ କେମିତି ଟ୍ରଷ୍ଟ କମିଟି ଗଠନ କରାଯିବ ସେନେଇ ଆଳୋଚନା…
ମମିତା ଙ୍କୁ ନ୍ୟାୟ ଦିଅ,ସିନାପାଲି ରେ ମେହେର ସମାଜର ବିଶାଳ ପ୍ରତିବାଦ ଯାତ୍ରା
ନୂଆପଡ଼ାରୁ ଯଶୋବନ୍ତ କୁମାର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମହାଳିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅମାନୁଷିକ ହତ୍ୟାକାଣ୍ଡ ର ଘୋର ନିନ୍ଦା କରିବା ସହ ପିଡିତା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ସିନାପାଲି ଠାରେ ଏକ ବିଶାଳ ପ୍ରତିବାଦ ଯାତ୍ରା…
ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ଜୋରଦାର ପ୍ରତିବାଦ କରିବ ବିଜେଡି
ସୂଚନା ଦେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ।
ଅକ୍ଟୋବର ୩୧ରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ବିଜୁ ମହିଳା ଜନତା ଦଳ ।
ନଭେମ୍ବର ୧ରେ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡି କରିବ ପ୍ରତିବାଦ ।
ଦରଦାମ ବୃଦ୍ଧି ପ୍ରତିବାଦରେ…