ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ

ଭୁବନେଶ୍ୱର : ଅଙ୍ଗଦାନର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସରେ ନିକଟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସମ୍ମମର ଉପସ୍ଥିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇ ଅଙ୍ଗଦାନର ଇତିହାସ…

ହିଲଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ଯକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ୍ ଦିବସ ପରିପେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବିଭିନ୍ନ ବିଭାଗର ଶିକ୍ଷକମାନେ ଏଡ଼ସ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରି…

୩ ଜଣ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ ଆରଆଇ ଚାକିରୀରୁ ବହିଷ୍କୃତ ।

୨ ଜଣ ପୂର୍ବତନ ଅଧିକାରୀ ଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଗଲା ଏପର୍ଯ୍ୟନ୍ତ ୧୪୦ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ…

ଗାଇସିଲାଟ ମହାବିଦ୍ୟାଳୟରେ ୟୁଥ୍ ରେଡକ୍ରସ ଯୁବବାହିନୀ ତାଲିମ ଓ ବିଶ୍ୱ ଏଡସ ଦିବସ ପାଳନ

ଗାଇସିଲାଟ:- ଗାଇସିଲାଟ ବ୍ଳକ ପଂଚାୟତ ସମିତି ମହାବିଦ୍ୟାଳୟ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ମହାବିଦ୍ୟାଳୟ ମାନଙ୍କୁ ସଂଗଠିତ କରି ପରିସରରେ ୟୁଥ୍ ରେଡ଼କ୍ରସ ଯୁବବାହିନୀ ତାଲିମ ଓ ବିଶ୍ୱ ଏଡସ ଦିବସ ପାଳନ କରାଯାଇଥିଲା । ଯୁବ ବାହିନୀ ସଂଯୋଜକ ପ୍ରାଧ୍ୟାପକ ଡ଼. ଜୟକେତନ ତ୍ରିପାଠୀ ଙ୍କ…

ପ୍ରସିଦ୍ଧ କୋଣାର୍କ ଉତ୍ସଵ ଆରମ୍ଭ :ଓଡିଶୀ ଓ କଥକ ନୃତ୍ୟରେ ଝଂକୃତ ହେଲା ପ୍ରଥମ ସନ୍ଧ୍ୟା

ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ସାମିଲ ହେଲେ ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ କୋଣାର୍କ/ଅସ୍ତରଙ୍ଗ(ଦୁଃଶାସନ ନାୟକ): 1 ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସଵ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ପର୍ଯ୍ୟଟନ ବିଭାଗ…

ବିକାଶ ଖୋଜୁଛି ରାସ୍ତା : କାଲେମା ନାଳ ସାଜିଛି କାଳ

ଆଦିବାସୀ ଅଧ୍ୟୁଷିତ ଜନକପୁରରେ ମୌଳିକ ସୁବିଧା ସାତ ସପନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏବେବି ଆଦିବାସୀ…

ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼ିସେମ୍ବର ୧ତାରିଖ ଦିନ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ CDM&PHO ଡା. ପ୍ରଦୀପ କୁମାର ପାତ୍ର, ADOHO (TB) ଡା. ରବି ନାରାୟଣ ଦାସ, ADPHO(FW) ଡା.ମହିନ୍ଦ୍ର…

ପରିତ୍ୟକ୍ତ ପମ୍ପ ହାଉସରୁ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବୁଗୁଡା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ-ବିରିପୁର ସନ୍ଧି ତୋଟା ନିକଟ ବାଘୁଆ ନଦୀ କୁଳର ଏକ ପରିତ୍ୟକ୍ତ ପମ୍ପ ହାଉସ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ବୁଗୁଡା ପୋଲିସ ଜବତ କରିଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ…

ଅଞ୍ଚଳ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ ।

ପଦ୍ମପୁର(ଶାସକ ପ୍ରଶାସକ)- ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର,ଜି. ବରଗଡ ଠାରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛିl ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଲଲିତେନ୍ଦୁ ନାୟକ ଙ୍କ ନେତୃତ୍ଵ ରେ ଓ ଯୁବ ରେଡକ୍ରସ୍ ର ପରାମର୍ଶ ଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପିକା ତlପିନୀ ପଣ୍ଡା ଓ ଅଧ୍ୟାପକ…

ଥୁରୁଥୁରୁ ଗୁଣପୁର, ଖସିଛି ପାରଦ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଶୀତରେ ଥରୁଛି ରାୟଗଡା ଜିଲ୍ଲା ଗୁଣପୁର ସହର । ତାପମାତ୍ରା ନିମ୍ନଗାମୀ ହୋଇ ୧୦ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ତେବେ ଏହାର ପ୍ରଭାବରେ ଏ ଅଞ୍ଚଳରେ ଶୀତର ଲହରୀ ବଢ଼ିବାରେ ଲାଗିଛି | ତାହା ସାଥିରେ ସକାଳୁ ସକାଳୁ ୱାକିଙ୍ଗ, ରନିଙ୍ଗ, ଗରମ ଚାହା ପିଇବା ଏବେ…