ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ବର୍ତ୍ତିଲେ ଆଲବମ ଅଭିନେତା

0

ସିମୁଳିଆ (ଅକ୍ଷୟ କୁମାର ଜେନା): ଜାତୀୟ ରାଜପଥର କାର୍ଯ୍ୟ ମନମୁଖୀ ଦିନକୁ ଦିନ ବୃଦ୍ଧି ପାଉଛି। ସଡ଼କ ସମ୍ପ୍ରସାରଣ ନା ରେ ଅନେକ ଧନ ଜୀବନ ନଷ୍ଟ ହେଉଛି। ଆଜି ଦିବା ଦ୍ୱିପହର ଜାତୀୟ ରାଜପଥ ଷୋହଳରେ ଏକ କାର ଓ ଟ୍ରକ୍ ମଧ୍ୟରେ ଧକ୍କା ଫଳରେ ଉଭୟ ଗାଡ଼ି ହୁତୁ ହୂତୁ ହୋଇ ଜଳି ଗଲା। ରାଣୀ ତାଲ୍ ନିକଟ ବାସୁଲି ଢାବା ନିକଟ ରେ ଦୁର୍ଘଟଣା ଘଟିଥିବା ବେଳେ କାର ମାଲିକ ଓଡ଼ିଆ ଆଲବମ ଅଭିନେତା ନିଶିକାନ୍ତ ଜେନା ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରକ୍ ଡ଼୍ରାଇଭର ଏବଂ କାର ଚାଳକ ଉଭୟ ଭଦ୍ରକ ମେଡିକାଲ୍ ରେ ଚିକିତ୍ସିତ ହେବା ସହ ଚରମ୍ପା ଦମକଳ ବାହିନୀ ନିଆଁ କୁ ଆୟତ କରିଥିବା ସୂଚନା ମିଳିଛି l

Leave A Reply

Your email address will not be published.