ଜରାଜୀର୍ଣ୍ଣ ଅବସ୍ଥାରେ ବୋଟାନିକାଲ ଗାର୍ଡେନ : କେବେ ଦୃଷ୍ଟି ପଡିବ କେଜାଣି !!!

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ବୋଟାନିକାଲ ଗାର୍ଡେନ ବହୁ ପୁରାତନ ଅଟେ I ଏହା ମଧ୍ୟରେ ବିଭିନ୍ନ ପ୍ରକାର ବହୁ ପୁରାତନ ଶାଳ, ପାଇନ, ନାଗେଶ୍ୱର, ବାଉଁଶ, ଝାଉଁ ଏବଂ ବିଭିନ୍ନ ଔଷଧୀୟ ଗଛ ଲାଗିଛି I ପ୍ରାୟ ୯୦ ଏକରରୁ ଉର୍ଧ୍ଵ…

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୁଦ୍ଧରେ ରାଜଭବନ ସମ୍ମୁଖରେ ବିଜେଡି ଛାତ୍ର ଓ ଯୁବ ସଂଗଠନର ଜୋରଦାର ପ୍ରତିବାଦ

 ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି  କେନ୍ଦ୍ର ବିରୁଦ୍ଧରେ ବିଜେଡି ଛାମୁଆ ସଂଗଠନର ପ୍ରତିବାଦ ଜାରି  ଡିସେମ୍ବର ୩ ରେ ରନ୍ଧନଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରିବ ମହିଳା ଜନତା ଦଳ  ଡିସେମ୍ବର ୪ରେ ବେକାରୀ ସମସ୍ୟା ନେଇ ହେବ ପ୍ରତିବାଦ ଭୁବନେଶ୍ୱର:…

ବେଆଇନ ଖଣି ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ତରଫରୁ ରାସ୍ତାରୋକ

ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ  ରଣପୁର(ପ୍ରସନ୍ନ ସାମନ୍ତରାୟ) : ନୟାଗଡ ଜିଲ୍ଲା  ରଣପୁର ତହସିଲ ଅନ୍ତର୍ଗତ  ଲୋଧାଚୁଆ ରାଜସ୍ବ ନିରୀକ୍ଷକ ଅଧିନସ୍ଥ କୋଇଲମା ମୌଜା ରେ ଚାଲିଥିବା ବେଆଇନି କଳାମୁଗୁନି ପଥର ଖଣି ଉତ୍ତୋଳନ ଓ ବ୍ଳାଷ୍ଟିଙ୍ଗ ପ୍ରତିବାଦରେ…

ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

ମମିତା ମେହେରଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର:ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି ।…

ସେରିଗୁମ୍ମା ବିଦ୍ୟାଳୟରୁ କମ୍ପୁଟର- ୪ଟି ମନିଟର ଚୋରି ଅଭିଯୋଗ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପୁଟର ଗୃହରୁ ୪ଟି ମନିଟର ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।ବିଦ୍ୟାଳୟର ଅତିରିକ୍ତ ଗୃହରେ ଅଚଳାବସ୍ଥା ରେ ଥିବା କମ୍ପୁଟର ର…

କୃଷି କ୍ଷେତ୍ର ପ୍ରଦର୍ଶନ ସଂପର୍କିତ ସମୀକ୍ଷା ବୈଠକ ନେଲେ କୃଷିମନ୍ତ୍ରୀ

ଡିବିଟିରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀଙ୍କ ତାଗିଦ୍ ଭୁବନେଶ୍ୱର(ଶାସକ ପ୍ରଶାସକ) :ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-"ଟି' ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ଦକ୍ଷତା ଉପରେ…

କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି: ଅଚ୍ୟୁତ ସାମନ୍ତ

ସଂସଦରେ କୋଭିଡ୍‍ ଆଲୋଚନା ଭୁବନେଶ୍ୱର: କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍‍ ଉପରେ ଆଲୋଚନାରେ ବିଜୁ ଜନତା ଦଳ ପକ୍ଷରୁ ଅଂଶଗ୍ରହଣ କରି ଶ୍ରୀ…

ସମ୍ଭାବ୍ୟ ବାତ୍ୟା ଜୱlବକୁ ନେଇ ପ୍ରଶାସନର ଜରୁରୀ ବୈଠକ

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ସମ୍ଭାବ୍ୟ ବାତ୍ୟା ଜୱlବକୁ ନେଇ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ସଭା ଗୃହରେ ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ଜରୁରୀ ବୈଠକରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ,ଥାନା ଅଧିକାରୀ ବାମଦେବ…

ନିର୍ମାଣ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ

ଅସ୍ତରଙ୍ଗ/ଦୁଃଶାସନ ନାୟକ ; ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ନିର୍ମାଣ ଶ୍ରମିକ ରବୀନ୍ଦ୍ର ନାଥ ନାୟକ (୪୬) ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।ମୃତ ରବୀନ୍ଦ୍ର ଆଳସାହି ଠାରେ ମଧ୍ୟାହ୍ନରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା…

ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍‍ ସଂଘର ସଦସ୍ୟ ମନୋନୀତ

ଭୁବନେଶ୍ୱର(ଶାସକ ପ୍ରଶାସକ) : କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍‍ ସଂଘର ପ୍ରଶାସନିକ ବୋର୍ଡ (କାଭା) ସଦସ୍ୟ ମନୋନୀତ ହୋଇଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ରୋ ଅନୁଷ୍ଠିତ କାଭା କାର୍ଯ୍ୟକାରିଣୀ ବୈଠକରେ କାଭା ପକ୍ଷରୁ…