ବିଜେପି ଯୁବମୋର୍ଚ୍ଚାର ବୈଠକ

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମା ଙ୍କ ଆହ୍ୱାନ କ୍ରମେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ…

ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ଗଭୀର ଅବପାତ ନେଇ ସୂଚନା

ରାଜ୍ୟ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଭୁବନେଶ୍ୱର : ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜଓ୍ୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛିା ଏହି ଅବପାତ…

ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅସ୍ତରଙ୍ଗ/ଦୁଃଶାସନ ନାୟକ :-ଆଜି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମା ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ଶାଖା ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ରାଜ୍ୟ କ୍ରୀଡାମନ୍ତ୍ରୀ ତଥା କାକଟପୁର…

“ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ’ : ମନ୍ତ୍ରୀ ଡ. ଅରୁଣ ସାହୁ

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଭୁବନେଶ୍ୱର,(ଶାସକ ପ୍ରଶାସକ) :"ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ' ୨୦୧୪ ମସିହାଠାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛିା ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ…

ବେକରେ ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧୀନସ୍ତ ବୈଦପାଲି ଗ୍ରାମର ଜଣେ 18 ବର୍ଷୀୟା ଯୁବତୀ ଙ୍କର ମୃତଦେହ ଆଜି ତାଙ୍କ ନିଜ ଘରେ ଝାଳନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁସାରେ ଯୁକ୍ତ ତିନି ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ କୋଣସି ମାନସିକ ଚାପରେ ଥିବା…

ଝାଟି ମାଟି ଭଙ୍ଗା ଘରେ କଟୁଛି ଜୀବନ, ନିର୍ବିକାର ନିଦା ଵିଷ୍ଣୁ ପ୍ରଶାସନ

"ବିଜୁ ପକା ଘର" କି "ପ୍ରଧାନମନ୍ତ୍ରୀ ଆବାସ ଯୋଜନା" ସାତ ସପନ । କଲ୍ୟାସିଂହପୁର:ପ୍ରଦୀପ ଦଲାଇ: ଝାଟି ମାଟି ଭଙ୍ଗା ଘରେ କଟୁଛି ଜୀବନ ସରକାରୀ ସହାୟତା ହୋଇଛି ସାତ ସପନ | ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ପଞ୍ଚାୟତରେ | ଏହି…

ସୂଚନା ଅଧିକାର ଆଇନ ଖୋଲିଲା ଆବାସ ଗୁମର

ଗରିବୀ ଦୂରୀକରଣ ନାଁରେ କେନ୍ଦ୍ର ରାଜନୀତି କରୁଛି, ରାଜ୍ୟ ସରକାର ପ୍ରତିବାଦ କରିବା ଆବଶ୍ୟକ : ହେମନ୍ତ ପଣ୍ଡା ଓଡ଼ିଶାକୁ କେନ୍ଦ୍ର ଆବାସ ଯୋଜନାରେ ଘୋର ଅବହେଳା ଓ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ବିଗତ ପାଞ୍ଚ ବର୍ଷରେ ଓଡିଶାକୁ ଆବଣ୍ଟିତ ଆବାସ ଯୋଜନାର ମାତ୍ର ଅଧା ଭାଗ…

ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ନିକଟସ୍ଥ ଛେଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଗତବର୍ଷ ଡିସେମ୍ବର ତିନି (୩) ତାରିଖ ଦିନ ଏହି ବିଶ୍ୱ ଭିନ୍ନକ୍ଷମ ଦିବସ…

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ତାରବାଉଲ ଗ୍ରାମରେ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ତାରବାଉଲ ଗ୍ରାମରେ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭାରେ ଅନୁଷ୍ଠିତ ହୋଇଛି। ଗତମାସ ତା.୨୪.୧୧.୨୦୨୧ ଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ କୁକୁଡା…

ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟର ସ୍ୱାଗତ ସମାରୋହ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନ୍ଫରେନ୍ସ ହଲଠାରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲଳିତେନ୍ଦୁ ନାୟକ ଯୋଗ ଦେଇଥିବା ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପକ ନବକୃଷ୍ଣ ମିଶ୍ର,…