Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ…
ରଘୁରାମ ମଛଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋରାପୁଟ ଲମତାପୁଟର ନିଲମ୍ବିତ ବିଜେଡି ନେତା ରଘୁରାମ ମଛଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେଡି | ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରଘୁରାମଙ୍କ ଉପରୁ ପୂର୍ବରୁ ବିଜେଡି କୋରାପୁଟ ୟୁନିଟ ପକ୍ଷରୁ ଜାରି ହୋଇଥିବା…
ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ଫିଟ୍ ଇଣ୍ଡିଆ ସ୍କୁଲ ସପ୍ତାହ ପାଳନ
ଭୁବନେଶ୍ୱର/ଟିକିରି (ବୈକୁଣ୍ଠନାଥ ଦୁରିଆ) : ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ଏବିପିଏସ) ଦୋରାଗୁଡାଠାରେ ଏକ ସପ୍ତାହ ବ୍ୟାପୀ ଫିଟ୍ ଇଣ୍ଡିଆ ସ୍କୁଲ ସପ୍ତାହ ପାଳନ (୨୦୨୧ ଡିସେମ୍ବର ୧ରୁ ୭ ପର୍ଯ୍ୟନ୍ତ) ଆରମ୍ଭ ହୋଇଛି । ଏବିପିଏସ୍ର ପ୍ରିନସିପାଲ ଶ୍ରୀ ଏଲ ଏନ ଦାଶ ଫିଟ ଇଣ୍ଡିଆ ପତାକା…
ଅଙ୍ଗନବାଡି କର୍ମୀ ଓ ସହାୟିକା ନିଯୁକ୍ତିକୁ ନେଇ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି
ପ୍ରତିବାଦରେ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହାର : ପ୍ରତାରିତ ହେଲେ ବିଷ ପିଇ କରିବେ ଆତ୍ମହତ୍ୟା !
ବାରିପଦା-(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପାଟଳିପୁରା ଗ୍ରା:ପ: ଅଧିନ ଖଣ୍ଡଦେଉଳା ଗ୍ରାମରେ ଦ୍ୱିତୀୟ ଅଂଗନବାଡି କେନ୍ଦ୍ରରେ କର୍ମୀ ଓ ସହାୟିକା ଚୟନରେ ଜିଲ୍ଲା…
ମୟୂରଭଞ୍ଜ : ସମ୍ଭାବ୍ୟ ବାତ୍ୟା ଜୱାଦ୍ ପ୍ରଭାବ ମୁକାବିଲା ନେଇ ପ୍ରଶାସନିକ ପ୍ରସ୍ତୁତି
ସତର୍କ ଓ ସଜାଗ ରହି ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ
ବାରିପଦା(ଦିଲ୍ଲୀପ ମହାନ୍ତି) : ଭାରତୀୟ ପାଣିପାଗ ବିଭାଗ ସୂଚୀତ ସତର୍କ ସୂଚନାନୁଯାଇ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ ଜୱାଦ୍ ବାତ୍ୟା / ବର୍ଷା ପ୍ରଭାବର ମୁକାବିଲା ପାଇଁ ଓଡିଶାର ସମସ୍ତ ଉପକୂଳ…
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୧ : ଦିବ୍ୟାଙ୍ଗମାନେ ଅନ୍ୟ ମାନଙ୍କ ଠାରୁ କମ୍ ନୁହଁନ୍ତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ମେମୋରିଆଲ୍ ସ୍କୁଲ ପରିସରରେ "ନିୟତୀ" ମାନସିକ ଅନଗ୍ରସର ବିଦ୍ୟାଳୟ ( ଦିବ୍ୟଙ୍ଗ) ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶିବିର ଓ…
5ଟି ଉପକ୍ରମରେ ସୋହେଲା ବ୍ଲକର ୮ଗୋଟି ହାଇସ୍କୁଲ ସାମିଲ
ସୋହେଲା(ଶାସକ ପ୍ରଶାସକ)-5ଟି ଉପକ୍ରମରେ ଏଥର ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ ଜିଲ୍ଲା ସୋହେଲା ବ୍ଲକର ୮ଗୋଟି ହାଇସ୍କୁଲକୁ ସାମିଲ କରାଯାଇଛି । ସେଗୁଡିକ ହେଲା ସୋହେଲା ଗାର୍ଲସ ହାଇସ୍କୁଲ, ପାଣିମୋରା, କନାପାଲି, କରନଡୋଲା, ସାଲେପାଲି, ଘେଁସ, ଛୁରିଆପାଲି ଓ ପେଟୁପାଲି ହାଇସ୍କୁଲ । ପ୍ରତ୍ୟେକ…
ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ: ବିଜେପିକୁ ଶକ୍ତ ଧକ୍କା
ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସେକ୍ ଜାହିର ମହମ୍ମଦ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ନିର୍ମଳ ଭାବମୂର୍ତ୍ତି ରେ ଓ…
ମନ୍ତ୍ରୀ ପ୍ରତାପ ଜେନାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର; ୩୯୧ ୟୁନିଟ ରକ୍ତ ସଂଗ୍ରହ ।
ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ) : ମାହାଙ୍ଗା ବିଧାୟକ ତଥା ରାଜ୍ୟ ଆଇନ,ପଂଚାୟତିରାଜ-ପାନୀୟଜଳ, ଗୃହ ନିର୍ମାଣ- ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ୫୬ ବର୍ଷ ଜନ୍ମଦିନ ପାଳନ ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଡାକବଙ୍ଗଳା…
ନିଜ ଜନ୍ମଦିନକୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ପାଳିଲେ ମନ୍ତ୍ରୀ ପ୍ରତାପ ଜେନା
ପିଲାଙ୍କ ସହ କେକ କାଟିଲେ, ଶୀତବସ୍ତ୍ର ବାଣ୍ଟିଲେ ଆଉ ବିଧାୟକ ହାତପାଣ୍ଠିରୁ ଦେଲେ 5ଲକ୍ଷ ସହାୟତା
ନିଶ୍ଚିନ୍ତକୋଇଲି /ଶାସକ ପ୍ରଶାସକ : ନିଜ ୫୬ତମ ଜନ୍ମଦିନକୁ ସ୍ମରଣୀୟ ଆଉ ନିଆରା ଢଙ୍ଗରେ ପାଳିଛନ୍ତି ପଂଚାୟତିରାଜ-ପାନୀୟ ଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା |…