ଗୋଲିଆର ମାଁ ଶ୍ୟାମାକାଳୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ବୁଗୁଡା (ଡ଼. କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ମାଁ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସୋମବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୨୪ ପ୍ରହାର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ଗୋଲିଆ ଗ୍ରାମର ମାଁ…

ସମୀର ମହାନ୍ତି ସଂପୂର୍ଣ୍ଣ ମିଛ କହୁଛନ୍ତି : ବିଜେଡି

ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତ କରୁଛି ବିଜେପି ଭୁବନେଶ୍ୱର : ଓଡ଼ିଶା ବିଜେପିର ଅଭ୍ୟାସ ଭଳି ଶ୍ରୀ ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ମାମଲାଟି ବିଚାରାଧୀନ ରହିଛି । ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ…

ନରସିଂହ ମିଶ୍ର ଭୁଲକଥା କହି ବିଭ୍ରାନ୍ତ କରୁଛନ୍ତି : ବିଜେଡି

କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହିତ ମିଶି ବିଧାନସଭାକୁ ଚଳାଇଦେଉନାହାନ୍ତି ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ ଭୁବନେଶ୍ୱର: କଂଗ୍ରେସ ଗୃହ ଚଳାଇବାକୁ ରାଜି ଅଛି ବୋଲି ଶ୍ରୀ ନରସିଂହ ମିଶ୍ର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ସାରା ଓଡିଶା…

ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

 ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ କ୍ଷମା କରିବେ ନାହିଁ ରାଜ୍ୟବାସୀ ପ୍ରତ୍ୟାଖ୍ୟାତ ନେତାଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଗତ କିଛି ବର୍ଷ ହେଲା ରାଜ୍ୟ ବିଜେପି ଶାଳୀନତାର…

୧୦୦୦ ଉଚ୍ଚ ମାଧ୍ୟମିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦୦୦ ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ

 ୨୦୨୧-୨୨ ଶିକ୍ଷାବର୍ଷରେ ୧୦୦୦ ଉଚ୍ଚ ମାଧ୍ୟମିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ଅନଲାଇନ ଆବେଦନ ଆରମ୍ଭ  ୧୦୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜୁନିଅର ମେରିଟ ସ୍କଲାରସିପ ପ୍ରଦାନ ପାଇଁ ଆବେଦନ ତାରିଖ ଡିସେମ୍ବର ୨୭…

୪୦,୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛିା ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକ ପଦୋନ୍ନତି ପାଇଥିବାବେଳେ ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ-୩ରେ ୬୫୫…

ରାଜ୍ୟସ୍ତରୀୟ ଚମ୍ପିଆନସିପ୍ ପାଇଁ ଗଜପତିର ୧୨ ଜଣିଆ ଖୋଖୋ ଦଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଖୋଖୋ ଦଳ ଆସନ୍ତା ୧୨ ତାରିଖରେ ଅନୁଗୁଳରେ ଆରମ୍ଭ ହେବାକୁ ଥିବା ରାଜ୍ୟ ଚମ୍ପିଆନ୍ ସିପ୍ ରେ ଭାଗ ନେବେ ବୋଲି ସ୍ଥିର ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି (ସୋମବାର ଦିନ) ଏହି…

ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ୍ ଏଡ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ…

ସମାଜକୁ ସୁଧାରିବାରେ ସାହିତ୍ୟ ସକ୍ଷମ

"ସିଦ୍ଧାନ୍ତ" ବାର୍ଷିକୋତ୍ସବରେ ବକ୍ତା ମାନଙ୍କ ଅଭିମତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ସିଦ୍ଧାନ୍ତ"ର ବାର୍ଷିକୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ…

କେରଳ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୫ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ କେରଳ ଜିଲ୍ଲାର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ…