Sign in
Sign in
Recover your password.
A password will be e-mailed to you.
ମଣ୍ଡୋସିଲ ଜନ ଆରୋଗ୍ୟ ସମିତିର ବୈଠକ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ମଣ୍ଡୋସିଲ ଜନ ଆରୋଗ୍ୟ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପରିଷଦ ସଦସ୍ୟ ତଥା ଜନ ଆରୋଗ୍ୟ ସମିତି ର ଚେୟାରମେନ ବିଶ୍ଵନାଥ ବାଗ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ପାଣ୍ଠିର ସତ୍ ବିନିଯୋଗ…
ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ମନ୍ତ୍ରୀ ଡ. ଅରୁଣ ସାହୁ
ସୋଆ ବିଶ୍ୱବିଦ୍ୟାଳୟରେ ‘ସୋଆମୁନ୍-21’
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-2021) ଉଦ୍ଘାଟିତ ହୋଇଯାଇଛି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ…
ଗୋଆରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ତାଙ୍କ ଗ୍ରାମକୁ ପଠାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଭୀଷ୍ମଗିରି ଗ୍ରାମର ୨୪ ବର୍ଷିୟ ଯୁବକ ମୁକୁନ୍ଦ ନାୟକ ଆଜକୁ ୧୩ ବର୍ଷହେବ ଗୋଆରେ ରହି ଏକ ରେଷ୍ଟୁରାଣ୍ଟରେ କାମ କରିଆସୁଥିଲେ । ଗତ ଡିସେମ୍ବର ୨ ତାରିଖରେ ସେ ରହୁଥିବା ସ୍ଥାନରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ…
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ହଜାର ପୋଷ୍ଟ କାର୍ଡ : କ୍ଷୁଦ୍ରଦାନା ଶସ୍ୟକୁ ପିଡିଏସରେ ସାମିଲ କରିବା ଓ ଅନ୍ୟାନ୍ୟ…
ରାୟଗଡ(ସରୋଜ କୁମାର ସାହୁ) ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ ହେଉଛି ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା, ଖେଡଜନା ପ୍ରଭୃତି କ୍ଷୁଦ୍ରଦାନା ଶସ୍ୟ । ଯାହାର ବର୍ତମାନ ସୁଧା ସରକାରୀ ସ୍ତରରେ ବଜାର ସୁବିଧା ନାହିଁ ବା ଏହି କ୍ଷୁଦ୍ର ଶସ୍ୟକୁ ସରକାର ପିଡିଏସରେ ସାମିଲ କରି ନାହାଁନ୍ତି । ବର୍ତମାନ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ୍- ତଥା- ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ…
ଗନ୍ଧମାର୍ଦ୍ଦନ ବୁଲି ଦେଖିଲେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ
ବରଗଡ :- ବିଶ୍ୱର ସର୍ବ ପୁରାତନ ଚିକିତ୍ସା ପଦ୍ଧତି ହେଲା ଆୟୁର୍ବେଦ । ଆୟୁର୍ବେଦ ବିଶ୍ୱକୁ ଭାରତର ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ପୁରାତନ କାଳରୁ ଅନେକ ଋଷି ମୁନି ଏହି ଆୟୁର୍ବେଦ ଉପରେ ଗଭୀର ଗବେଷଣା କରି ସବୁ ପ୍ରକାର ରୋଗର ସଫଳ ଉପଚାର କରି ପାରୁଥିଲେ । ବର୍ତ୍ତମାନ ର ଆଧୁନିକ…
କେନ୍ଦୁପତ୍ର ଶ୍ରମିକଙ୍କୁ ଦେଇଥିବା ପ୍ରତିଶୃତି ସରକାର ପୁରଣ କରନ୍ତୁ:ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ।
ପଦ୍ମପୁର(ଶାସକ ପ୍ରଶାସକ)-ରାଜ୍ୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଲାଳି,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବା ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛି…
ଦୁର୍ବଳ ହେବାରେ ଲାଗିଛି ବାତ୍ୟା “ଜଓ୍ୱାଦ୍’, କମୁଛି ତୀବ୍ରତା : ସ୍ୱତନ୍ତ୍ର ରିଲିଫ୍ କମିଶନର
ଓଡ଼ିଶା ଉପକୂଳରେ ଡିସେମ୍ବର ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ପହଂଚିବ "ଜଓ୍ୱାଦ୍"
ପୁରୀ ଉପକୂଳରେ ଘଣ୍ଟା ପ୍ରତି ୬୦-୭୦ କିମି ରହିବ ପବନର ବେଗ
ଜୁଆରର ପ୍ରଭାବ ଅଧିକ ହେବ ବୋଲି ଗଣମାଧ୍ୟମ, ସୋସିଆଲ୍ ମିଡିଆ ଏବଂ ୱେବ ମିଡିଆରେ ଚାଲିଛି ପ୍ରଚାର
ଅମାବାସ୍ୟା ଏବଂ…
ହରିଶଙ୍କର ପୀଠରେ ସିଆରପିଏଫ ଯବାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ସଫେଇ ଅଭିଯାନ କାର୍ଯ୍ୟକ୍ରମ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବହୁ ପ୍ରସିଦ୍ଧ ହରିଶଙ୍କର ଶୈବ ପୀଠରେ ସି.ଆର.ପି.ଏଫ ବାଟାଲିୟନ 189 ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ବହୁ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ସି.ଆର.ପି.ଏଫ ଆସିଷ୍ଟାଣ୍ଡ କମାଣ୍ଡର ପବନ କୁମାର ତିୱାରି ଏବଂ…
ବିରୋଧିଦଳ ନାଟକ କରୁଛନ୍ତି: ବିଜେଡି
ଭୁବନେଶ୍ୱର : ମମିତା ମେହେର ପ୍ରସଙ୍ଗରେ ବିରୋଧିଦଳ ଗୁଡିକ ଯେଭଳି ନାଟକ କରୁଛନ୍ତି ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାପରେ ବିରୋଧିଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।…