Sign in
Sign in
Recover your password.
A password will be e-mailed to you.
କରୋନା ଟୀକା ନେଲେ ଆଦିବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ପାର୍ତ୍ତଡା ଏକ ଆଦିବାସୀ ବହୁଳ ପଞ୍ଚାୟତ। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ଲୋକମାନେ କରୋନା ଟୀକା ନେବାପାଇଁ ରାଜି ହୋଇନଥିଲେ। ଡ଼. ଲକ୍ଷ୍ମୀ ପ୍ରାସାଦ ସାହୁ ବିଡ଼ିଓ…
ପ୍ରଶାସନିକ ସୁଦୟା ଅପେକ୍ଷାରେ ଅହଲ୍ୟା : ଗୁହାରି ଶୁଣିବ କି ପ୍ରଶାସନ
ବାସ ଖଣ୍ଡେ ଓ ପଡି କାର୍ଡ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ କଲେ ନିବେଦନ
ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା ମାନ ତିଆରି କରିଛନ୍ତି | ହେଲେ କିଛି ଅସାଧୁ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ପାଇଁ ପ୍ରକୃତ ହିତାଧିକାରୀ ଯୋଜନା ରୁ ବଞ୍ଚିତ ରହୁଛନ୍ତି |…
ଫକୋଟପଡା ରେ ଆଙ୍ଗନୱାଡି ଗୃହ ନିର୍ମାଣ ଦାବି
ନୂଆପଡାରୁ ଯଶୋବନ୍ତ କୁମାର : ଖଡିଆଳ ଏନଏସିକୁ ଲାଗିରହିଥିବା ଗଡ୍ରାମୁଣ୍ଡା ପଞ୍ଚାୟତର ଫକଟପଡା ବସ୍ତିରେ ଜଗା ନଥିବାରୁ ଆଙ୍ଗନୱାଡି ଗୃହ ନିର୍ମାଣ ହୋଇପାରୁନି । ସୂଚନାମତେ ଫୋକଟପଡାରେ ସ୍ୱତନ୍ତ୍ର ଆଙ୍ଗଗନୱାଡି ଗୃହ ନଥିବା ବେଳେ ଏଠାକାର ସରକାରୀ ବିଦ୍ୟାଳୟର ରନ୍ଧନ କକ୍ଷରେ ଆଙ୍ଗନୱାଡି ଗୃହ…
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସଭା
ପଦ୍ମପୁର(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଠାରେ ଶିକ୍ଷା ବିଭାଗ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ। ଆୟୋଜିତ ହୋଇଥିଲା । ବିଭାଗୀୟ ମୁଖ୍ୟ ପ୍ର।ଧ୍ୟାପକ…
” ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ କେନ୍ଦ୍ର ସରକାର “
ବିଜୁ ଜନତା ଦଳ ସାଂସଦମାନେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଲଙ୍କୁ ଭେଟି କଲେ ଦାବି
ନୂଆଦିଲ୍ଲୀ : ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନ ଅତୁଳନୀୟ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ପାଇଁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସ୍ୱର ଉତ୍ତୋଳନ…
ରାୟଗଡ଼ା ବନଖଣ୍ଡ ପକ୍ଷରୁ ଅନୁକମ୍ପା ଆପ୍ ନେଇ କର୍ମଶାଳା
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁରୁ ଚାରାରୋପଣ କେନ୍ଦ୍ର ଠାରେ ରାୟଗଡ଼ା ବନଖଣ୍ଡ ପକ୍ଷରୁ ସାଧାରଣ ଲୋକଙ୍କ ଅନୁକମ୍ପା ପାଇବା ସକାଶେ ଏକ ଅନୁକମ୍ପା ଆପ୍ ଉନ୍ମୋଚିତ କରାଯାଇଛି।ଏଥିରେ ରାୟଗଡା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା, ଏସସିଏଫଓ ନିତ୍ୟାନନ୍ଦ…
ଉତ୍କଳ ଆଲୁମିନାରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ
ଭୁବନେଶ୍ୱର/ଟିକିରି(ବୈକୁଣ୍ଠ ଦୁରିଆ) : ସ୍ୱଚ୍ଛ ଭାରତ ମିଶନ ନିମନ୍ତେ ସରକାରଙ୍କର ସ୍ପଷ୍ଟ ଆହ୍ୱାନ ମୁତାବକ ଏବଂ ଜଣଙ୍କର ପାରିପାର୍ଶ୍ଵିକ ପରିବେଶରେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତାର ପ୍ରସାର କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ…
ଦୁଇ ଦିନିଆ ହରିକଥାମୃତ ଉପରେ ପ୍ରବଚନ :ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ
ରାୟଗଡା(ସରୋଜ କୁମାର ସାହୁ) – ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ଲାୟନ୍ସ କ୍ଲବ ଠାରେ ହରିକଥାମୃତ ଉପରେ ପ୍ରବଚନ ଦେଇଛନ୍ତି ବାବା ବଳିଆ । ଏହି ପ୍ରବଚନ ଅନନ୍ତ ବଳିଆ ସେବାସଂଘ, ରାୟଗଡା ତରଫରୁ ଆୟୋଜନ କରାଯାଇଥିଲା । ପ୍ରବଚନ ରାୟଗଡା ସହରର ବହୁ ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି, ବାବା…
ପାଟଣାଗଡ ଯାଦବ ସମାଜ ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ଖର୍ସେଲ ମନୋନୀତ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ପାଟଣାଗଡ଼ ଉପଖଣ୍ଡ ଯାଦବ ସମାଜ ପକ୍ଷରୁ ଇତିମଧ୍ୟରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ପାଟଣାଗଡ ଯାଦବ ସମାଜ ବ୍ଳକ ସଭାପତି ସୁଗ୍ରୀବର ଖର୍ସେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯାଦବ ସମାଜ ଜିଲ୍ଲା ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି ଭାବେ…
ଓଡ଼ଗାଁରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପ୍ରସ୍ତୁତି ବୈଠକ
ଦଳମତ ନିର୍ବିଶେଷରେ ସେବା କାର୍ଯ୍ୟରେ ଭାଗନେବାକୁ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ନିବେଦନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ଥାନୀୟ ରଘୁନାଥ ସମବାୟ ମହା ବିଦ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟ ସଚେତନ ଶିବିରର ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ…