ସହିଦ ଦିଆଲ ସିଂ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସଲ ଗ୍ରାମରେ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଏହି ଅବସରରେ ଲଢୁଆ ବିର ସହିଦ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି ନିଜକୁ…

ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଯୋଡ଼ା/ବଡ଼ବିଲ (ଶାସକ ପ୍ରଶାସକ):ଯୋଡ଼ାରେ ଜୈନେକ ସାମ୍ବାଦିକ ସତ୍ୟଜିତ ଦାସଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ଦେଢଟା ସମୟରେ ଯୋଡ଼ା ସିନେମାହଲ୍ ନିକଟରେ ଏହି ଆକ୍ରମଣ…

ବୃଦ୍ଧି ପାଇବାରେ ଲାଗିଛି ଆମ୍ବଲିଓପିଆ (ଲେଜି ଆଇଜ୍‌) ଓ ବାଇନୋକୁଲାର ଦୃଷ୍ଟି ସମସ୍ୟା

ଇନୋଭେଟିଭ୍ ବାଇନୋକ୍‌ସ ସଫ୍‌ଟଓୟାର ପ୍ରୟୋଗରେ ଡା. ଅଗ୍ରୱାଲ୍‌ସ ଚକ୍ଷୁ ହସ୍‌ପିଟାଲରେ ହୋଇପାରିବ ଉପଚାର ପ୍ରାୟତଃ ୪% ପିଲାମାନେ ଆମ୍ବଲିଓପିଆ (ଲେଜି ଆଇଜ୍‌), ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟାରେ ପୀଡ଼ିତ ଯାହାକି କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ । ବାଇନୋକ୍‌ସ…

ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କଲା ସମୃଦ୍ଧ ଓଡ଼ିଶା

ଭୁବନେଶ୍ୱର- ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି…

ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଚ୍ଚଶିକ୍ଷା ବିଭାଗ , ଭୁବନେଶ୍ବରଙ୍କ ନିର୍ଦ୍ଦେଶାନୁଯାୟୀ , ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ଏକ ତାଲିମ ଶିବିର , ଭୁବନେଶ୍ବର ସ୍ଥିତ କରାଟେ ତାଲିମ କେନ୍ଦ୍ରରେ ତା ୦୩.୦୩.୨୦୨୨ ରିଖ ରୁ ତା ୦୯.୦୩.୨୦୨୨ ରିଖ ପର୍ଯ୍ୟନ୍ତ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେଡି ନେତା ତଥା ସାଧାରଣ ସମ୍ପାଦକ( ସୁନ୍ଦରଗଡ) ଅଶୋକ ସାଏ | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ସାଏଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ…

ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ଜାରୀ

ସହାୟତା ପାଇଁ (+୯୧)୬୭୪୨୩୯୩୯୫୫ ଏବଂ ହ୍ୱାଟ୍ସଆପ୍‌ ନମ୍ବର (+୯୧)୬୩୭୦୯୫୪୨୦୩ରେ ଯୋଗାଯୋଗ କରନ୍ତୁ:ସମୀର ମହାନ୍ତି ଭୁବନେଶ୍ୱର,: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ଏହି ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ଓଡିଆଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନର ବିଭିନ୍ନ ସହରରେ…

ଏସର୍‍ ଏକ ସୁସ୍ଥ ବ୍ୟାକଟେରିଆ ମୁକ୍ତ ପରିବେଶ ପାଇଁ ପ୍ରଚଳନ କଲା ଓଜୋନ୍‍ ଆଣ୍ଟିବ୍ୟାକ୍‍ଟେରିଆଲ ସାନିଟାଇଜର

ଚାଓଜୋନେଟେଡ ଜଳର ଦୃଢ ବ୍ୟାକ୍‍ଟେରିଆ ନିରୋଧୀ କ୍ଷମତା ରହିଛି ଯାହାକୁ ହାତ, ପାତ୍ର, ଦୁଗ୍ଧ ବୋତଲ ଏବଂ ଖେଳନା ଧୋଇବାକୁ ବ୍ୟବହାର କରାଯାଇପାରିବ ଚା‘ଇନଷ୍ଟାଣ୍ଟ ଓଜୋନ ଜେନେରେସନ ଟେକ୍‍ନୋଲୋଜି’ ଓଜୋନ୍‍କୁ ତତ୍‍କ୍ଷଣାତ ଜଳରେ ଦ୍ରବୀଭୁତ କରିଦେବ, ଯାହା ଖାଦ୍ୟ ପୃଷ୍ଠଭାଗରୁ…

“ଶାନ୍ତି ଶୃଙ୍ଖଳାର ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ”

ଭୁବନେଶ୍ୱର : ସାରା ରାଜ୍ୟରେ ସମୁଦାୟ ୯୧୦୯୩ଟି ବୁଥ୍‌ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ୭୮.୬୦% ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଯାହାକି ପୂର୍ବବର୍ଷର…

ଇଣ୍ଡିଆ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକଲ ହୁଇଲ୍ ଚେୟାର ପ୍ରଦାନ ।

ବୁଗୁଡ଼ା : (ଡ଼. କୁମୁଦ ଚନ୍ଦ୍ର ବେହେରା ) ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ  ସଂସ୍ଥାର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ   ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକ ର ସର୍ବ ମୋଟ 37 ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ ଏବଂ ହୁଇଲ୍ ଚେୟାର  ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…