ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ…

ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସମୀକ୍ଷା ବୈଠକ ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗି )- ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମପଂଚାୟତ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ସମାବେଶ ବ୍ଲକ ବିଡ଼ିଓ କର୍ଣ୍ଣଦେବ ସମାଦାରଙ୍କ…

ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀସମୀକ୍ଷା ବୈଠକ

ଗ୍ରାମାଞ୍ଚଳରେ ମାଆମାନଙ୍କୁ ବିକାଶ ପଥରେ ଆଗେଇନେବା ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ - ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ)- ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଗ୍ରାମପଂଚାୟତ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ମହିଳା ସମାବେଶ ନିଶ୍ଚିନ୍ତକୋଇଲି…

ଠିଆନାଳ ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ରିଆମାଳ ଅନ୍ତର୍ଗତ ଠିଆନାଳ ସ୍ଥିତ "ନିତାଇଗୌର"ଆଶ୍ରମରେ ବାବା ବ୍ରଜମୋହନ ଦାସ ଙ୍କ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂଜକ ବାଞ୍ଛାନିଧି ଆଚାର୍ଯ୍ୟ ଓ କର୍ତ୍ତା ଭାବରେ ପରାର ପୂର୍ବତନ ସରପଞ୍ଚ ତପନ କୁମାର ସାହୁ…

ରକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦୁର୍ଘଟଣା ଗ୍ରସ୍ତ ମାନଙ୍କୁ ତ୍ୱରିତ ଚିକିତ୍ସା ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ମନୋଜ କୁମାର ଉପାଧ୍ୟାୟ ମୁଖ୍ୟ…

ପ୍ରଥମ ବୀର ସୁରେନ୍ଦ୍ର ସାଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ନିକଟସ୍ଥ କନସିଂହା କ୍ରିକେଟ ଗ୍ରାଉଣ୍ତରେ ପ୍ରଥମ ବୀର ସୁରେନ୍ଦ୍ର ସାଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟ ଗତ ୫ ତାରିଖରେ ଉଦଘାଟିତ ହୋଇଥିଲା।ଫାଇନାଲ ମ୍ୟାଚ କନସିଂହା ଓ ଖପରାଖୋଲ ମଧ୍ୟରେ ହୋଇଥିଲା ।କନସିଂହା ୧୦୩ ରନ କରି ଅଲ ଆଉଟ…

କଥା ରଖିଲେ ମୁଖ୍ୟମନ୍ତ୍ରୀ: ପଞ୍ଚାୟତ ପ୍ରତିନିଧି ଙ୍କୁ ପ୍ରସାଦ ବାଣ୍ଟିଲେ ।

ଭୁବନେଶ୍ୱର: ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ । ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା…

ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ ରାଜ୍ୟ ବାସୀଙ୍କ ପାଇଁ ସରକାର ଙ୍କ ଶ୍ରେଷ୍ଠ ଉପହାର :ମୁଖ୍ୟମନ୍ତ୍ରୀ ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା । ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଶୁଭାରମ୍ଭ ହେଲା ବ୍ରହ୍ମପୁର (ଶାସକ ପ୍ରଶାସକ):…

ବୋଲେରୋ ସହ କଫସିରପ ଜବତ ଜଣେ ଗିରଫ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅକୁନ ଗ୍ରାମର ପ୍ରଶାନ୍ତ ଗୁରୁ ଙ୍କ ଠାରୁ ୯୦ ବୋତଲ ଏସକଫ କଫ ସିରପ, ୫ ସ୍ଟିପ ଅଲପ୍ରାଓ୍ବିନ ଟେବଲେଟ, ନଗଦ ୯୫୦୦୦ ଟଙ୍କା ଗୋଟିଏ ରିଏଲମି ମୋବାଇଲ ସହ ଗୋଟିଏ ବୋଲେରୋ ଗାଡ଼ି ସିଜି୦୬ଜିବି୦୫୬୪ ଜବତ…

ବାତ୍ୟା କ୍ଷୟକ୍ଷତି ବୁଲି ଦେଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ : କୃଷି ଋଣ ଛାଡ ପାଇଁ ଦାବି

ଅସ୍ତରଙ୍ଗ (ଦୁଃଶାସନ ନାୟକ): ବାତ୍ୟା କ୍ଷୟକ୍ଷତିରେ ପ୍ରଭୂତ କ୍ଷତି ହୋଇଥିବା ପାଚିଲା ଧାନ ଫସଲକୁ ରବିବାର ଦିନ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଅସ୍ତରଙ୍ଗ ବ୍ଲକ ବୁଲି ଦେଖିଥିଲେ। କେନ୍ଦ୍ରୀୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ,…

ବିମାନ ଦୁର୍ଘଟଣାରେ ପରଲୋକ ହୋଇଥିବା ଭାରତୀୟ ଜବାନ ମାନଙ୍କୁ ପଦ୍ମପୁରରେ ଶ୍ରଦ୍ଧାଞ୍ଜଳି ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଭେଉଁରିଆ ଛକ ଠାରେ ପଦ୍ମପୁର ବଣିକ ସଂଘ, ମାରଓ୍ବାଡି ଯୁବାମଞ୍ଚ ଓ ମାରଓ୍ବାଡି ସମ୍ମେଳନ ତରଫରୁ ଭାରତର ପ୍ରଥମ ସିଡିଏସ ବିପିନ ରାୱତଙ୍କ ସହ ପରଲୋକ ଘଟିଥିବା ସମସ୍ତ ଭାରତୀୟ ବିରଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏଥିରେ ମାରଓ୍ବାଡି ୟୁବାମଞ୍ଚ…